Browsing Category

ରାଜ୍ୟ

ଦ୍ବିତୀୟ ଦିନିକିଆ : ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

ସିଡନି: ଭାରତ-ଅଷ୍ଟ୍ରେଲିଆ ଭିତରେ ଦ୍ବିତୀୟ ଦିନିକିଆ ଆରମ୍ଭ ହୋଇଛି। ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ କରିବା ନିଷ୍ପତ୍ତି ନେଇ ପଡ଼ିଆକୁ ଓହ୍ଲାଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ୱାର୍ଣ୍ଣର ଓ ଆରନ୍ ଫିଞ୍ଚ ଭାରତୀୟ ବୋଲରଙ୍କୁ ମୁକାବିଲା କରିବା ଆରମ୍ଭ କରିଛନ୍ତି। ଆଜି ଅଷ୍ଟ୍ରେଲିଆ ଦଳରେ…

ଅମିତ ଶାହା କୃଷକମାନଙ୍କୁ ବୁରାରି ଗ୍ରାଉଣ୍ଡକୁ ଗଲେ ଶୀଘ୍ର ଆଲୋଚନା କରିବେ ବୋଲି କହିଛନ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ପହଞ୍ଚିଥିବା କୃଷକମାନଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର କହିଛନ୍ତି ଯେ ଯଦି ଆନ୍ଦୋଳନକାରୀ କୃଷକମାନେ ବୁରାରୀରେ ଥିବା ସ୍ଥାନକୁ ଯାଆନ୍ତି ତେବେ ଡିସେମ୍ବର ୩ ତାରିଖ ଧାର୍ଯ୍ୟ ତାରିଖ ପୂର୍ବରୁ ଆଲୋଚନା ହୋଇପାରିବ। ଯେଉଁଠାରେ ବ୍ୟବସ୍ଥା ଏବଂ…

ବଡ଼ଧରଣର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚୀନ୍!

ବେଜିଂ: ବଡ଼ଧରଣର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି କି ବିସ୍ତାରବାଦୀ ଚାଇନା? ପୂର୍ବରୁ ଅନେକ ଥର ସାମରିକ ଶକ୍ତି ବୃଦ୍ଧି କଥା କହୁଥିବା ଚାଇନା ଏଥର କାହା ବିରୋଧରେ ସମରସଜ୍ଜା ଆରମ୍ଭ କରିଛି? ଏଭଳି ପ୍ରଶ୍ନ ଉଠିବା ପଛରେ ରହିଛି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ନିଜ ଦେଶର ଯବାନଙ୍କୁ ଦେଇଥିବା…

୫ ହଜାର ବର୍ଷ ପୂରୁଣା ତିମି କଙ୍କାଳ ଉଦ୍ଧାର

ବ୍ୟାଙ୍କକ୍: ୫୦୦୦ ବର୍ଷ ପୂରୁଣା ତିମି କଙ୍କାଳ ଉଦ୍ଧାର କରିଛନ୍ତି ଗବେଷକ । କଙ୍କାଳର ୮୦ ଭାଗ ଗବେଷକମାନେ ଖୋଜି ବାହାର କରିସାରିଥିବା ବେଳେ ଏହା ଏକ ବିରଳ ଉପଲବ୍ଧି ବୋଲି କହିଛନ୍ତି । ହଜାର ହଜାର ବର୍ଷ ପୂରୁଣା ତିମି କଙ୍କାଳ ଉଦ୍ଧାର ହେବା ପରେ ବାୟୁମଣ୍ଡଳ ପରିବର୍ତ୍ତନ ସମ୍ପର୍କରେ ବ୍ୟାପକ…

ହିମାଚଳରେ ବିଭିନ୍ନ ସ୍ଥାନରେ ତାପମାତ୍ରା ଶୂନରୁ ତଳକୁ ଖସିଲା

କୁଫରୀ: ଦେଶର ପ୍ରାୟତଃ ସବୁ ସ୍ଥାନରେ ଏବେ ପାରା ଖସିବାରେ ଲାଗିଛି । ପ୍ରବଳ ଶୀତ ସାଙ୍ଗକୁ ବରଫପାତ ହିମାଚଳ ପ୍ରଦେଶକୁ କାଲୁଆ କରିଦେଇଛି । ଏହି କ୍ରମରେ କଳ୍ପା ଓ କୁଫୁରୀସମେତ ବିଭିନ୍ନ ସ୍ଥାନ ବରଫ ଚାଦରରେ ଢ଼ାଙ୍କି ହୋଇଯାଇଛି । ଏହି ସମୟରେ କେଲଙ୍ଗର ତାପମାତ୍ରା ବିଯୁକ୍ତ ୯.୯ ଡିଗ୍ରି…

ପିପିଲି ଏନଏସି ଟେଣ୍ଡରରେ, ଅନିୟମିତତା ଅଭିଯୋଗ

ହାଇକୋର୍ଟଙ୍କ ରହିତାଦେଶ ପିପିଲି :ପିପିଲି ଏନଏସିର ବିଭିନ୍ନ କାର୍ଯ୍ୟର ଟେଣ୍ଡର ପ୍ରକ୍ରୀୟାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିବାବେଳେ ମାନ୍ୟବର ହାଇକୋର୍ଟ ଉକ୍ତ ଟେଣ୍ଡର ଉପରେ ରହିତାଦେଶ ଜାରୀ କରିଛନ୍ତି । ସୂଚନା ଅନୁସାରେ ପିପିଲି ଏନଏସିର ପତ୍ର ସଂଖ୍ୟା ୧୨୨୧ ଅନୁଯାୟୀ ଗତ ଜୁନ…

ରେଳଧାରଣାରୁ ଯୁବକର ମୃତଦେହ ଉଦ୍ଧାର

ବାରଙ୍ଗ - ବାରଙ୍ଗ ବ୍ଲକ ଅନ୍ତର୍ଗତ ନରାଜ ମାର୍ଥାପୁର ଷ୍ଟେସନ ନିକଟବର୍ତ୍ତି ରେଳଧାରଣାରୁ ଏକ ଯୁବକର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଲେ ବାଙ୍କୀ ଥାନା ଅନ୍ତର୍ଗତ କୁସପଙ୍ଗି ଗ୍ରାମର ସୁଶାନ୍ତ ସ୍ୱାଇଁ(୩୮) । ବାରଙ୍ଗ ରେଳବାଇ ପୋଲିସ ଘଟଣା ସ୍ଥଳରୁ ଶବଟିକୁ ଉଦ୍ଧ୍ାରକରି କଟକ…

କୋଭିଡ -19 ଟିକା ବିକାଶର ସମୀକ୍ଷା ପାଇଁ ପିଏମ ମୋଦୀ ପୁଣେର ସେରମ୍ ଇନଷ୍ଟିଚ୍ୟୁଟରେ ପହଞ୍ଚିଛନ୍ତି

ଭାରତର କୋଭିଡ-19 ମାମଲା 93.51 ଲକ୍ଷକୁ ବୃଦ୍ଧି ପାଇଛି ଏବଂ ଗୋଟିଏ ଦିନରେ 41,322 ନୂତନ ସଂକ୍ରମଣ ରିପୋର୍ଟ ହୋଇଛି। 87,59,969 ଲୋକ ବର୍ତ୍ତମାନ ସୁଦ୍ଧା ପୁନରୁଦ୍ଧାର କରିଛନ୍ତି। ଯାହା ଜାତୀୟ ପୁନରୁଦ୍ଧାର ହାରକୁ 93.68 ପ୍ରତିଶତକୁ ଠେଲି ଦେଇଛି। ନୂତନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ…