Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପହଲଗାମ୍ ଆକ୍ରମଣ ପରେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ
ଉତ୍ତରାଖଣ୍ଡ,: ପହଲଗାମ୍ଆ ଆତଙ୍କୀ ଆକ୍ରମଣ ପରେ ଏବେ ଉତ୍ତରାଖଣ୍ଡରେ ସୁରକ୍ଷା କଡ଼ାକଡ଼ି କରିଛି ପୋଲିସ । ଭ୍ୟାଲି ଅଫ୍ ଫ୍ଲାୱାର୍ସ ନିକଟସ୍ଥ ଘଙ୍ଗାରିଆଠାରେ ଉତ୍ତରାଖଣ୍ଡ ପୋଲିସ ଏକ ୬ ଜଣିଆ ଆତଙ୍କ ବିରୋଧୀ ଦଳ ମୁତୟନ କରିଛି ଏଥିସହ ଭ୍ୟାଲି ନିକଟରେ ଥିବା ଲୋକପ୍ରିୟ ଶିଖ୍ ତୀର୍ଥସ୍ଥଳ…
ବିମାନ କ୍ରାଶରେ ଜଳିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ରୂପାନୀଙ୍କ ସମେତ ୨୪୧
ଅହମ୍ମଦାବାଦ, : ଭାରତ ଇତିହାସର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା ପୂରା ଦେଶକୁ ଦୋହଲାଇ ଦେଇଛି । ଅହମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଚାଲି ଯାଇଛି ୨୩୦ ଯାତ୍ରୀଙ୍କ ସମେତ ୨୪୧ ଜଣଙ୍କ ଜୀବନ । ୨୩୦ ଯାତ୍ରୀଙ୍କ ବ୍ୟତୀତ ବିମାନରେ ୧୦ ଜଣ କ୍ରୁ ସଦସ୍ୟ ଓ ୨ ଜଣ ପାଲଇଟ ଥିଲେ ।…
କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ,ଓଡ଼ିଶା ଛାତ୍ର କଂଗ୍ରେସ ତରଫରୁ ଦାବି ପତ୍ର ପ୍ରଦାନ।
କୋରାପୁଟ : କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ,ଓଡ଼ିଶା ଛାତ୍ର କଂଗ୍ରେସ ତରଫରୁ ରାଜ୍ୟପାଳ ଙ୍କ ଉଦ୍ୟସରେ ଦାବି ପତ୍ର ପ୍ରଦାନ। କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ,ଓଡ଼ିଶା ଛାତ୍ର କଂଗ୍ରେସ ତରଫରୁ ଏକ ରାଲି ରେ ଆସି କୋରାପୁଟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଠାରେ ପହଁଞ୍ଚ ବିକ୍ଷୋଭ ପ୍ରଦର୍ଶନ…
ସରସତୀ ଡିଗ୍ରୀ ବିଦ୍ୟାମନ୍ଦିର ନୀଳକଣ୍ଠ ନଗର ପରିସରରେ ଉପମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବୃକ୍ଷରୋପଣ କାର୍ଯ୍ୟକ୍ରମ
ବ୍ରହ୍ମପୁର ଅଦ୍ୟ ତା. ୧୨.୦୬.୨୦୨୫ ରିଖ ଗୁରୁବାର ଦିନ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବଦ୍ଧନସିଂହଦେଓଙ୍କ କରକମଳରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ “ମା’ଟିଏ ଗଛଟିଏ” ପରିପ୍ରେକ୍ଷୀରେ ସରସତୀ ଡିଗ୍ରୀ ବିଦ୍ୟାମନ୍ଦିର, ନୀଳକଣ୍ଠନଗର ପରିସର ମଧ୍ୟରେ ଏକ ବୃକ୍ଷରୋପଣ…
ରାଜ୍ୟ ସରକାରଙ୍କ ଶାସନ ୧ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ।
ଧର୍ମଗଡ଼ : ରାଜ୍ୟରେ ବିଜେପି ସରକାର ୧ ବର୍ଷ ଆଜି ପୂରଣ ହୋଇଥିବା ବେଳେ ଏହି ସ୍ମରଣୀୟ ଦିନ କୁ ପାଳନ ପାଇଁ ପ୍ରତି ବ୍ଲକ ସ୍ତରରେ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ୧ ବର୍ଷ ର ଉପଲବ୍ଧି ଲୋକାଭିମୁଖୀ ଯୋଜନା ବିକାଶତ ଗାଁ ବିକାଶିତ ଓଡିଶା’ ‘ସୁଭଦ୍ରା ଯୋଜନା’, ‘ଅନ୍ତୋଦୟ ଗୃହ ଯୋଜନା’,…
ଶ୍ରୀଜିଉଙ୍କ ହାତୀବେଶ ଦର୍ଶନ କଲେ ଲକ୍ଷ ଲକ୍ଷ ଭକ୍ତ
ପୁରୀ,: ସ୍ନାନ ବେଦୀରେ ବୁଧବାର ଶ୍ରୀଜିଉମାନଙ୍କର ଦୁର୍ଲ୍ଲଭ ହାତୀବେଶ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ଲାଗି ଲୋକାରଣ୍ୟ ହୋଇଥିଲା ସମଗ୍ର ବଡ଼ଦାଣ୍ଡ । ସକାଳୁ ସକାଳୁ ପ୍ରଚଣ୍ଡ ରୌଦ୍ରତାପ ଓ ଅସହ୍ୟ ଗୁଳୁ ଗୁଳିକୁ ଭ୍ରୁକ୍ଷେପ ନକରି ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଆଜି…
ସଡକ ଦୁର୍ଘଟଣାରେ ନବନିବାହିତ ଦମ୍ପତି ସମେତ ୫ ଜଣଙ୍କ ମୃତ୍ୟୁ
ଜୟପୁର, : ରାଜସ୍ଥାନର ଜୟପୁର ଗ୍ରାମାଞ୍ଚଳର ରାୟସର ଥାନା ଅଞ୍ଚଳରେ ଆଜି ସକାଳେ ହୋଇଥିବା ସଡକ ଦୁର୍ଘଟଣାରେ ନବବିବାହିତ ଦମ୍ପତିଙ୍କ ସମେତ ପାଞ୍ଚଜଣଙ୍କ ମୃତ୍ୟ ଘଟିଛି । ଦୁର୍ଘଟଣାରେ ଅନ୍ୟ ଛଅଜଣ ବାରାତି ଗୁରୁତର ଭାବରେ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଦୌସା -ମନୋହରପୁର ଜାତୀୟ ରାଜପଥ (ଏନଏଚ…
ଅନୁଗୁଳରେ ପ୍ରାକୃତିକ କୃଷି ଓ ମିଲେଟ୍ ଚାଷର ପ୍ରୋତ୍ସାହନ ପାଇଁ ‘ଜିନ୍ଦଲ କୃଷି ସେବା\’ ଆରମ୍ଭ
ହେଡ ପ୍ରଶାନ୍ତ କୁମାର ହୋତାଙ୍କ ସହ ୩ ଶହରୁ ଅଧକ ଚାଷୀ, ସରକାରୀ ଅଧିକାରୀ ଏବଂ କୃଷି ବିଶେଷଜ୍ଞ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ଶାଲୁ ଜିନ୍ଦଲ କହିଥିଲେ, ଜିନ୍ଦଲ କୃଷି ସେବା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାକୃତିକ କୃଷି ପଦ୍ଧତିକୁ ଆପଣାଇବା ପାଇଁ କୃଷକଙ୍କୁ ତାଲିମ…
ଏସବିଆଇ ରିପୋର୍ଟ: ଦାରିଦ୍ର୍ୟ ହାର ୪.୬%କୁ କମିବ
ନୂଆଦିଲ୍ଲୀ, : ୨୦୨୪ରେ ଭାରତର ଦାରିଦ୍ର୍ୟ ହାର ୪.୬ ପ୍ରତିଶତକୁ କମିଯିବୟ ୨୦୨୩ରେ ଭାରତର ଦାରିଦ୍ର୍ୟ ହାର ୫.୩ ପ୍ରତିଶତକୁ ହ୍ରାସ ପାଇଥିବା ନେଇ ବିଶ୍ୱବ୍ୟାଙ୍କ ପକ୍ଷରୁ ନିକଟରେ ରିପୋର୍ଟ ପ୍ରକାଶ ପାଇବା ପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏହି ନୂଆ ଆକଳନ କରାଯାଇଛି । ଷ୍ଟେଟ…
ସରକାରୀ ଡାକ୍ତରଖାନା ଚାରିପାଖରେ ନୂଆ ନୂଆ ନସିଂହୋମ୍ କେଉଁମାନେ ଏଠାରେ ରୋଗୀ ଦେଖୁଛନ୍ତି
ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ଚିକିତ୍ସାଳୟରେ ରୋଗୀଙ୍କୁ ଔଷଧରୁ ଆରମ୍ଭକରି ବିଭିନ୍ନ ପରୀକ୍ଷାନିରୀକ୍ଷା ମାଗଣାରେ ଯୋଗାଇ ଦିଆଯାଉଛି | ହେଲେ ବ୍ରହ୍ମପୁର ସହରରେ ଥିବା ଏମ୍ସ୍କେସିଜି ବଡ଼ଡାକ୍ତରଖାନା ଚାରିପାଖରେ ମାଳ ମାଳ ଘରୋଇ ନସିଂହୋମ୍ ଓ କ୍ଲିନିକ୍ ସଂଖ୍ୟା ବଢ଼ିବାରେ…