Sign in
Sign in
Recover your password.
A password will be e-mailed to you.
Browsing Category
ସ୍ପେସିଆଲ
ମନ୍ କି ବାତ୍ରେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ମୋଦିଙ୍କ ପ୍ରଶଂସା
ମନ୍ କି ବାତ୍ରେ ଓଡ଼ିଆ ମହିଳା ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁମ୍ବାଇ ସ୍ଥିତ ଭାବା ଆଣବିକ ଗବେଷଣା କେନ୍ଦ୍ର-BARCରେ କାର୍ଯ୍ୟରତ ଅଛନ୍ତି ଓଡ଼ିଆ ମହିଳା ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି । ରସାୟନ ବିଜ୍ଞାନ ଓ କେମିକାଲ…
୭୦ ହଜାର ଛୁଇଁବ ସୁନା ଦର!
ଭୁବନେଶ୍ୱର: ଉଭୟ ଆମେରିକା ଓ ୟୁରୋପରେ ଦେଖାଯାଇଥିବା ବ୍ୟାଙ୍କ ସଂକଟ ଯୋଗୁଁ ବିଶ୍ୱ ବଜାରରେ ସୁନା ଦର ବଢିଚାଲିଛି । ଭାରତୀୟ ବଜାର ଉପରେ ଏହାର ଘୋର ପ୍ରଭାବ ପଡ଼ିଛି । ବର୍ଦ୍ଧିତ ସୁନା ଦର ମଧ୍ୟବିତ୍ତ ପରିବାରକୁ କଷ୍ଟ ଦେଉଛି । ବିବାହ ଋତୁ ଜାରି ଥିବା ବେଳେ ଉଭୟ ବର ଓ କନ୍ୟା ପରିବାରକୁ…
ଆସନ୍ତା ସପ୍ତାହରେ ୬୦ହଜାର ଟପିବ ସୁନା ଦର!
ମୁମ୍ବାଇ : ଆମେରିକା ଓ ୟୁରୋପରେ ଦେଖାଯାଇଥିବା ବ୍ୟାଙ୍କ ସଂକଟ ଯୋଗୁଁ ବିଶ୍ୱ ବଜାରରେ ସୁନା ଦର ବଢିଚାଲିଛି । ଏହାର ପ୍ରଭାବରୁ ଭାରତୀୟ ବଜାରରେ ବି ସୁନାଦର ବଢିଚାଲିଛି । ଶୁକ୍ରବାର ଦିନ ମୁମ୍ବାଇର ମଲଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ଏପ୍ରିଲ ମାସ ପାଇଁ ସୁନାଦର ୧୦ ଗ୍ରାମ ପିଛା…
ଆଜିଠୁ ଖୋଲିବ ଏସିଆର ସର୍ବବୃହତ ଟ୍ୟୁଲିପ ଉଦ୍ୟାନ
ଶ୍ରୀନଗର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଖୋଲିବ ଏସିଆର ସର୍ବବୃହତ ଟ୍ୟୁଲିପ ଉଦ୍ୟାନ । କାଶ୍ମୀର ଉଦାମପୁର ଜିଲ୍ଲା ଦାଲ ହ୍ରଦ ନିକଟରେ ଟ୍ୟୁଲିପ ଉଦ୍ୟାନ ରହିଛି । ପ୍ରତିବର୍ଷ ଏହା ଏପ୍ରିଲ ପହିଲାରୁ ମେ ୩୦ ତାରିଖ ପର୍ଯ୍ୟନ୍ତ ଖୋଲା ରହିଥାଏ । ମାତ୍ର ଚଳିତବର୍ଷ ଆଜିଠୁ ଖୋଲାଯାଉଛି ।…
୨୩ରେ ନବୀନ-ମମତା ଭେଟ !
ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଳିତ ମାସରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ମମତା ଆସନ୍ତା ୨୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ । ସେହିଦିନ ରାତିରେ ସେ ଭୁବନେଶ୍ୱରରେ ରହିବେ ।…
ଉକ୍ରଳମଣିଙ୍କୁ ଭାରତ ରତ୍ନ ଦାବି
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଗୋପବନ୍ଧୁ ସେବା ସଂଘ ନେତୃତ୍ୱରେ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କୁ ମରଣୋତ୍ତର ଭାରତ ରତ୍ନ ଉପାଧି ପ୍ରଦାନ କରାଯିବାକୁ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ତରଫରୁ ଦାବି କରାଯାଇଛି । ଏ ନେଇ ଶୁକ୍ରବାର ସାମାଜିକ ଗଠନମାନଙ୍କ…
ଟ୍ୱିଟରରେ ଟ୍ରେଣ୍ଡ କରୁଛି “ଶଙ୍ଖ ମୋ ଗର୍ବ’
ଭୁବନେଶ୍ୱର : ଟ୍ୱିଟରରେ ଟ୍ରେଣ୍ଡକଲା "ଶଙ୍ଖ ମୋ ଗର୍ବ' । ବିଜୁ ଜନତା ଦଳର ପ୍ରତୀକ ହେଉଛି ଶଙ୍ଖ ଚିହ୍ନ । ଶଙ୍ଖ ପାଲଟିଛି ସମୃଦ୍ଧର ପ୍ରତୀକ । ସୋସିଆଲ ମିଡିଆରେ ହଜାର ହଜାର ବିଜେଡି କର୍ମୀ ଓ ସମର୍ଥକ କରୁଛନ୍ତି ପୋଷ୍ଟ । ଶଙ୍ଖ ସହ ଯୋଡି ହୋଇଛି ଓଡ଼ିଶାର ସଂସ୍କୃତି । ଓଡ଼ିଶାବାସୀଙ୍କ ଆଶା,…
ଖସିଲା ସୁନା-ରୂପା ଦାମ
ନୂଆଦିଲ୍ଲୀ : ଯଦି ଆପଣ ସୁନା ବା ରୂପା କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର । ବୁଧବାର ସୁନା-ରୂପା ଦାମରେ ହ୍ରାସ ଦେଖିବାକୁ ମିଳିଛି । ୧୦ ଗ୍ରାମ ସୁନା ଶସ୍ତା ହୋଇ ୫୭,୦୭୦ ଟଙ୍କା ହୋଇଯାଇଛି । ଏକ କିଲୋ ରୂପା ଦାମ୍ ମଧ୍ୟ କମ୍ ହୋଇ ୬୬,୫୩୫ ଟଙ୍କାରେ ବିକ୍ରି ହେଉଛି ।…
ଉଦାହରଣ ପାଲଟିଛି ଦିବ୍ୟାଙ୍ଗ ଛାତ୍ରୀ ବତୀ ଯାନୀ
ନବରଙ୍ଗପୁର : ଦିବ୍ୟାଙ୍ଗଙ୍କ ଆଗ୍ରହ ପଛରେ ହାର ମାନିଛି ପାଠପଢା । ଚଳିତ ବର୍ଷର ଦଶମ ଶ୍ରେଣୀରେ ପରୀକ୍ଷା ଦେଉଛନ୍ତି ଏହି ଦିବ୍ୟାଙ୍ଗ ଛାତ୍ରୀ ଜଣକ । ନିଜର ଇଚ୍ଛା ଶକ୍ତି ବଳରେ ପାଠ ପ୍ରତି ଆଗ୍ରହ ଦେଖାଇ ଅନ୍ୟ ପାଇଁ ଉଦାହରଣ ସ୍ୱରୂପ ହୋଇପାରିଛନ୍ତି । ଏହି ଦୃଶ୍ୟ ଦେଖିବାକୁ ମିଳିଛି…
କାହିଁକି ଜଙ୍ଗଲରେ ଲାଗୁଛି ନିଆଁ ? ଏମିତି କହିଲେ ପିସିସିଏଫ ଦେବୀଦତ୍ତ ବିଶ୍ୱାଳ
ଭୁବନେଶ୍ୱର: ଜଙ୍ଗଲି ଜନ୍ତୁ ଶିକାର ଲୋଭରେ ଜଙ୍ଗଲରେ ନିଆଁ ଲଗାଉଛନ୍ତି ଶିକାରୀ। ଗତକାଲି ନିଆଁ ଲଗାଇବା ବେଳେ କନ୍ଧମାଳ ଜିଲ୍ଲାରୁ ଜଣେ ଶିକାରୀ ଧରାପଡିଛି। ପ୍ରାୟ ସବୁ ନିଆଁ ମନୁଷ୍ୟକୃତ ହୋଇଥିବାରୁ ସଚେତନତା କରାଯାଉଛି ବୋଲି କହିଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ୱାଳ। ନିଆଁ ଲାଗିଲେ ବନ…