Sign in
Sign in
Recover your password.
A password will be e-mailed to you.
Browsing Category
ସ୍ପେସିଆଲ
ଚିଲିକାରେ ଖୁବ୍ଶୀଘ୍ର ଭାସମାନ ରେସ୍ତୋରାଁ
ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଖୁବ୍ଶୀଘ୍ରଚିଲିକା ଜଳରାଶିରେ ଭାସିବ ବିଳାସପୂର୍ଣ୍ଣରେସ୍ତୋରାଁ । ଏଥିପାଇଁ ପର୍ଯ୍ୟଟନ ବିଭାଗପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତପର୍ଯ୍ୟାୟରେ ପହଞ୍ଚିଛି । ପ୍ରାୟ ସାଢେ ୬କୋଟି ଟଙ୍କା ଖର୍ଚ୍ଚରେ ହେବାକୁ ଥିବା ଏହିରେସ୍ତୋରାଁରେ ପର୍ଯ୍ୟଟକମାନେ…
କ୍ୟାପିଟାଲ ହସ୍ପିଟାଲରେ ହେବ ନାର୍କୋ ଆନାଲିସିସ ଟେଷ୍ଟ
ଭୁବନେଶ୍ୱର, (ଡିକେ ନୁ୍ୟଜ୍): ଏଣିକି ଓଡ଼ିଶାରେ ବି ଅଭିଯୁକ୍ତମାନଙ୍କର
ହେବ ନାର୍କୋ ଆନାଲିସିସ ଟେଷ୍ଟ । ରାଜଧାନୀ ଭୁବନେଶ୍ୱରରେ ବି ଏହି
ବ୍ୟବସ୍ଥା ଉପଲବ୍ଧ ହେବ । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ନାର୍କୋ
ଆନାଲିସିସ ଟେଷ୍ଟ କରାଯିବ । ଆସନ୍ତା ମାସରୁ ଏହି ବ୍ୟବସ୍ଥା ଆରମ୍ଭ
ହେବ…
ଲିଙ୍ଗଗତ ସମାନତା: ପୁରୁଷ ପ୍ରାଧାନ୍ୟ କଳକାରଖାନାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି
ମୁମ୍ବାଇ: ମହିଳାଙ୍କ ଲାଗି ଆଉ କୌଣସି କ୍ଷେତ୍ର ଅପହଞ୍ଚ ନୁହେଁ । ପୁରୁଷମାନେ କାମ କରୁଥିବା କ୍ଷେତ୍ରଗୁଡ଼ିକରେ ସେମାନେ ମଧ୍ୟ କାର୍ଯ୍ୟ କରି ସଫଳତା ପାଉଛନ୍ତି ।ବଡ଼ ବଡ଼ କଳ କାରଖାନାରେ ସାଧାରଣତଃ ପୁରୁଷମାନେ କାମ କରୁଥିବା ଦେଖିବାକୁ ମିଳେ । ମାତ୍ର ଗତ କିଛି ବର୍ଷ ମଧ୍ୟରେ ସେଥିରେ…
ଶ୍ରୀମନ୍ଦିରରେ ଭକ୍ତଙ୍କ ପୋଷାକ ପରିଧାନରେ ଆସିବ ଶାଳୀନତା
ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ପୋଷାକ ପରିଧାନରେ ଆସିବ ଶାଳୀନତା । ଅଶ୍ଳୀଳତାକୁ କୌଣସି ପରିସ୍ଥିତିରେ ପ୍ରଶ୍ରୟ ଦିଆଯିବନାହିଁ । ହାଫ୍ ପ୍ୟାଣ୍ଟ, ଚିରାଫଟା ପୋଷାକ, ମିନି ଡ୍ରେସ୍ ଆଦି ପିନ୍ଧି କେହି ବଡ଼ଦେଉଳରେ ପ୍ରବେଶ କରିପାରିବେ ନାହିଁ । ଏଥିପାଇଁ ଶ୍ରଦ୍ଧାଳୁଙ୍କୁ ସଚେତନ କରିବେ…
ଅଷ୍ଟ୍ରେଲିଆ ଅଫରକୁ ପ୍ରତ୍ୟାଖାନ କଲେ ଅଶ୍ବିନୀଙ୍କ ଡୁପ୍ଲିକେଟ୍
ନୂଆଦିଲ୍ଲୀ: ବିଶ୍ବକପ୍ ପୂର୍ବରୁ ଅଷ୍ଟ୍ରେଲିଆ ଟିମ ଭୟରେ । ଟିମ୍ ଅଷ୍ଟ୍ରେଲିଆର ଚିନ୍ତା ବଢ଼ାଇଛନ୍ତି ରବିଚନ୍ଦ୍ରନ ଅଶ୍ବିନୀ । ବିଶ୍ବକପ୍ ଦଳରେ ଅଶ୍ବିନୀଙ୍କ ଏଣ୍ଟ୍ରି ପରେ କଙ୍ଗାରୁ ଟିମର ହଜି ଯାଇଛି ନିଦ । ଅଶ୍ବିନୀଙ୍କ ବୋଲିଂଙ୍କୁ ଫେସ କରିବାକୁ ଅଷ୍ଟ୍ରେଲିଆ କରିଥିଲା ଯୋଜନା । ହେଲେ…
’ଯବାନ’ରେ ଏତେ ଝିଅ କାହିଁକି? ଫ୍ୟାନ୍ସଙ୍କ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏମିତି କହିଲେ କିଙ୍ଗ ଖାନ୍
ମୁମ୍ବାଇ: ବକ୍ସ ଅଫିସରେ ଭଲ ରୋଜଗାର କରିବା ସହ ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ଲାଗିଛି ବଲିଉଡର କିଙ୍ଗ ଖାନଙ୍କ ଅଭିନୀତ ଫିଲ୍ମ ’ଯବାନ’ । ଦର୍ଶକଙ୍କ ମହଲରେ ଏହା ଆଦୃତ ହୋଇଥିବାବେଳେ ସାରା ବିଶ୍ବରୁ ଛୁଟୁଛି ପ୍ରଂଶସାର ସୁଅ । ଫ୍ୟାନ୍ସମାନେ ଶହାରୁଖଙ୍କୁ ଅେନକ ପ୍ରଶ୍ନମାନ…
’ଭାରତ ମଣ୍ଡପମ’ରେ ବିଶ୍ବନେତାଙ୍କୁ ସ୍ବାଗତ କରୁଛନ୍ତି ପ୍ରଧାନମନ୍ତ୍ରୀ, ପୃଷ୍ଠଭୂମିରେ ଶୋଭା ପାଉଛି କୋଣାର୍କ ଚକ୍ର
ନୂଆଦିଲ୍ଲୀ: ଶନିବାରଠାରୁ ରାଜଧାନୀ ଦିଲ୍ଲୀରେ ଆରମ୍ଭ ହୋଇଛି ଜି-୨୦ ଶିଖର ସମ୍ମିଳନୀ । ଭାରତ ମଣ୍ହପମରେ ପ୍ରଧାନମନ୍ତ୍ରୀ ପହଞ୍ଚିଥିବାବେଳେ ବିଶ୍ବନେତାଙ୍କୁ ସ୍ବାଗତ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହିତ ଉପସ୍ଥିତ ଅଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଏବଂ…
ଜାପାନର ମୁନ୍ ମିଶନ, ଚନ୍ଦ୍ରକୁ ପଠାଇଲା ଯାନ
ଜାପାନର ମୁନ୍ ମିଶନ । ଚନ୍ଦ୍ରକୁ ଯାନ ପଠାଇଲା ଜାପାନ । ଗୁରୁବାର ସକାଳୁ ଜାପାନର ଜାତୀୟ ମହାକାଶ ଗବେଷଣା ସଂସ୍ଥା ମୁନ୍ ଲ୍ୟାଣ୍ଡର ଯାନର ଉତକ୍ଷେପଣ କରିଛି । ଗତ ମାସରେ ଏହି ଉତକ୍ଷେପଣ କରାଯିବାର ଥିଲା । ହେଲେ ଖରାପ ପାଗ ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା । ଜାପାନ ଜାତୀୟ ମହାକାଶ…
ନନ୍ଦାହାଣ୍ଡି ହାଇସ୍କୁଲ ପରିସରରେ ତିନୋଟି ଭାଲୁ
ସ୍କୁଲ ପରିସରରେ ଭାଲୁ । ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ସଦାଶିବ ହାଇସ୍କୁଲ ପରିସରରେ ତିନୋଟି ଭାଲୁ । ମା ସହିତ ଦୁଇଟି ଛୁଆ ରହିଛନ୍ତି। ସ୍କୁଲର ଦୁଇ ପାଇଖାନା ମଝି ରେ ରହିଛନ୍ତି ଭାଲୁ । ଭୟ ରେ ସ୍କୁଲ ଛାତ୍ର ଛାତ୍ରୀ । ସ୍କୁଲ ରେ ଷଷ୍ଠ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା…
୨୬ରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
କଟକ: ଜୁଲାଇ ୨୬ରେ ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦଯାପନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ ଯୋଗଦେବେ। ଏହାସହ କଟକର ୬ଟି ସ୍ଥାନ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି । ମହାମହିମ ମା’ କଟକ ଚଣ୍ଡୀଙ୍କ ଦର୍ଶନ ସହିତ ଗୋରାକବର, ଏସସିବି…