Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଦୁଇଦିନିଆ ଗସ୍ତରେ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ
ନୂଅଦିଲ୍ଲୀ: ଫାଇନାଲ ମ୍ୟାଚ ଦେଖିବା ଭାରତ ଆସୁଛନ୍ତି ଅଷ୍ଟ୍ରେଲିଆର ଉପ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ତଥା ବିଦେଶ ମନ୍ତ୍ରୀ । ଉପ ପ୍ରଧାମନ୍ତ୍ରୀ-ରକ୍ଷା ମନ୍ତ୍ରୀ ରିଚାର୍ଡ ମାଲେସ ଓ ବିଦେଶ ମନ୍ତ୍ରୀ ପେନି ୱଙ୍ଗ ଦୁଇଦିନିଆ ଗସ୍ତରେ ଭାରତ ଆସୁଛନ୍ତି । ଏହି ସମୟରେ ଭାରତର ପ୍ରତିରକ୍ଷା…
ରାଜ୍ୟପାଳଙ୍କୁ ଭେଟିଲେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ
ଭୁବନେଶ୍ୱର, : ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ୱାସ ଶନିବାର ରାଜ ଭବନରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତ ଅବସରରେ ଡ. ବିଶ୍ୱାସ ରାଜ୍ୟପାଳଙ୍କୁ ଏମ୍ସ ଭୁବନେଶ୍ୱରରେ ହେଉଥିବା ରୋଗୀ ସେବା…
ମର୍ଦ୍ଦଳର ଜଗନ୍ନାଥ ବାଣୀରେ ପ୍ରକମ୍ପିତ ହେଲା ରାଜାରାଣୀ ମନ୍ଦିର ପରିସର
ଭୁବନେଶ୍ୱର, : ଚଳିତବର୍ଷ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ କାଡେ଼ମୀ, ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ତିନିଦିନିଆ ଜାତୀୟ ସ୍ଥରୀୟ ରାଜାରାଣୀ ସଙ୍ଗୀତ ଉତ୍ସବ-୨୦୨୩, ନଭେମ୍ବର ୧୫-୧୭ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବର ଉଦଯାପନୀ…
ବିଶ୍ୱକପ୍ ଫାଇନାଲ୍ ମହାସଂଗ୍ରାମ : ଅଷ୍ଟ୍ରେଲିଆଠୁ ନେବ ପୁରୁଣା ବଦ୍ଲା
ଅହମ୍ମଦାବାଦ,୧୮ା୧୧ : ସୁପର ସଣ୍ଡେରେ ସୁପର ଫାଇଟ । ୨୦୨୩ ଦିନିକିଆ ବିଶ୍ୱକପର ଫାଇନାଲ ମ୍ୟାଚ୍ । ଆଉ ମୁହାଁମୁହିଁ ହେବେ ଦୁଇ ଶ୍ରେଷ୍ଠ ଦଳ । ଅପରାହ୍ନ ୨ଟାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହେବ ଲଢେଇ । ତେବେ ଫାଇନାଲ ପୂର୍ବରୁ ସାମ୍ନାକୁ ଆସିଛି ରବିବାର ହେବାକୁ ଥିବା କାର୍ଯ୍ୟକ୍ରମର ତାଲିକା…
ବନ୍ଦ ହୋଇଯିବ ଇଏମଆଇ-ପେ ଲାଟର ଫିଚର୍ସ: ଆରବିଆଇ
ନୂଆଦିଲ୍ଲୀ: ଅନଲାଇନରେ ଆପଣ କିଛି ଜିନିଷ କିଣୁଥିବାବେଳେ କେବେ କ୍ୟାସ ଅନ ଡେଲିଭେରି କିମ୍ବା ଅନଲାଇନ ପେମେଣ୍ଟ କରିଥାନ୍ତି । ଏହାରି ଭିତରେ ସୂଚନା ମିଳିଛି କି, ଏହି ଦୁଇଟି ଫିଚର୍ସ ଖୁବ୍ ଶୀଘ୍ର ବନ୍ଦ ହୋଇଯାଇପାରେ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହିଭଳି ସ୍ମଲ ପର୍ସନାଲ ଲୋନ ଓ…
ଗୁଗୁଲ୍-ଫୋନ୍ ପେ ଓ ପେ-ଟିଏମ୍କୁ ଏନ୍ପିସିଆଇର ନିର୍ଦ୍ଦେଶ: ବନ୍ଦ ହେବ ନିଷ୍କ୍ରିୟ ଆଇଡ
ନୂଆଦିଲ୍ଲୀ: ଡିଜିଟାଲ୍ କାରବାର ପାଇଁ ୟୁପିଆଇ ଆଇଡି ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ବ୍ୟାଙ୍କ ଗୁଡିକ ଖୁବ୍ ଶୀଘ୍ର ୟୁପିଆଇ ଆଇଡି ସମ୍ବନ୍ଧରେ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ଅନୁଯାୟୀ, ବର୍ଷକରୁ ଅଧିକ ସମୟ ଧରି ବ୍ୟବହାର କରାଯାଇ ନ ଥବା…
୩ର ବଦ୍ଲା ୨୩ରେ!
ଭୁବନେଶ୍ୱର,୧୮ା୧୧ : କିଏ ଜିତିବ ବିଶ୍ୱକପ । କାଲି ସୁପର ସଣ୍ଡେରେ ଟାଇଟଲ ପାଇଁ ଲଢେ଼ଇ କରିବେ ଭାରତ-ଅଷ୍ଟ୍ରେଲିଆ । ଅହମ୍ମଦାବାଦରେ ୨୦୦୩ ବିଶ୍ୱକପ୍ର ପରାଜୟର ବଦଲା ନେଇପାରେ ଟିମ୍ ଇଣ୍ଡିଆ । ୨୦ ବର୍ଷ ପରେ ପୁଣି ଭାରତ- ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ୨୦୨୩ରେ ହେବ ୨୦୦୩ ୱାଲ୍ଡ କପ୍…
କ୍ୟାପିଟାଲ୍ ହସ୍ପିଟାଲରେ ମଡ୍ୟୁଲାର୍ OT ସେବା ଆରମ୍ଭ ହୋଇଛି | ଥରେ 8 ରୋଗୀଙ୍କ ଅସ୍ତ୍ରୋପଚାର |
ଭୁବନେଶ୍ୱର,୧୮ା୧୧ : ରାଜ୍ୟର ସ୍ୱାସ୍ଥ୍ୟସେବାର ସୃଷ୍ଟି ହେଲା ନୂଆ ଅଧ୍ୟାୟ । ରାଜ୍ୟରେ ପ୍ରଥମ ଭାବେ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହେଲା ମଡ୍ୟୁଲାର ଓଟି । ଆଜି ଏହି ନୂଆ ଅପରେସନର ଟେକ୍ନୋଲୋଜିର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମଡ୍ୟୁଲାର ଓଟିରେ ରହିଛି…
ଜଳବିଜ୍ଞାନ ତଥ୍ୟ କେନ୍ଦ୍ର ଉଦ୍ଘାଟିତ ପାଣିପାଗ ତଥ୍ୟର ବିଶ୍ଲେଷଣ ସହ ଜଳସଂପଦ ସୁପରିଚାଳନାରେ ସହାୟକ ହେବ
ଭୁବନେଶ୍ୱର,୧୮ା୧୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ରାଜ୍ୟ ଜଳସମ୍ପଦ ବିଭାଗରେ ଓଡିଶା ଜଳବିଜ୍ଞାନ ତଥ୍ୟ କେନ୍ଦ୍ର(ଓଡିଶା ଷ୍ଟେଟ୍ ହାଇଡ୍ରୋଲୋଜିକାଲ ଡାଟା ସେଣ୍ଟର)ର ଶୁଭ ଉଦ୍ଘାଟନ କରିଛନ୍ତି । ଜଳସମ୍ପଦ ବିଭାଗ (ରାଜୀବ ଭବନ)ର ୮ମ ମହଲାରେ ଆନୁଷଙ୍ଗିକ ସୁବିଧା ସହ ଏହି ତଥ୍ୟ…
ଜଗତସିଂହପୁରରେ ସଶକ୍ତ ହେଲା ବିଜେଡ଼ି ଶଙ୍ଖ ଧରିଲେ କଂଗ୍ରେସ ନେତା ନାରାୟଣ
ଭୁବନେଶ୍ୱର,୧୭ା୧୧ : ବିଜେଡ଼ିର ମିଶ୍ରଣ ପର୍ବ । ଜଗତସିଂହପୁରରେ ଆହୁରି ବଢିଲା ବିଜେଡିର ଶକ୍ତି । କଂଗ୍ରେସ ଛାଡି ଆଜି ବିଜେଡିରେ ମିଶିଛନ୍ତି ଜଗତସିଂହପୁର ଜିଲ୍ଲାର ବରିଷ୍ଠ ନେତା ନାରାୟଣ ଜେନା । ପୂର୍ବରୁ ଛାତ୍ର ଓ ଯୁବ କଂଗ୍ରସର ସେ ବହୁ ଦାୟିତ୍ୱ ତୁଲାଇଛି । ତିର୍ତ୍ତୋଲରେ କଂଗ୍ରେସର ସେ…