Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
୨୫୯ ଗ୍ରାମ ପଞ୍ଚାୟତରେ ୧ ଲକ୍ଷରୁ ଉଦ୍ଧ୍ୱର୍ ଲୋକଙ୍କ ପାଖରେ ପହଞ୍ଚଛି
ନଆଦିଲ୍ଲୀ: ଏକ ଭବ୍ୟ ଶୁଭାରମ୍ଭ ସହିତ, ପ୍ରଥମ ଦିନରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଦେଶର ୨୫୯ ଗ୍ରାମ ପଞ୍ଚାୟତରର ଏକ ଲକ୍ଷରୁ ଅଧିକ ଲୋକଙ୍କ ପାଖରର ପହଞ୍ôଚଛି । ସାରା ଦେଶରେ ଜନଜାତି ଅଧ୍ୟଷିତ ଅଞ୍ଚଳରେ ଅନେକ ଭୟାନକୁ ୁ ଏକକାଳୀନ ଆରମ୍ଭ କରିବା ସହିତ ନଭେମ୍ବର ୧୫, ୨୦୨୩ରେ ଝାଡ଼ଖଣ୍ଡର…
କିମ୍ସରେ କିଡନୀ-କର୍କଟ ରୋଗୀଙ୍କ ସଫଳ ଅସ୍ତ୍ରୋପଚାର
ଭୁବନେଶ୍ୱର,୧୭ । ୧୧: ଅତ୍ୟାଧୁନିକ ଲାପାରୋସ୍କୋପିକ୍ ମାଧ୍ୟମରେ ଜନୈକ ୭୦ ବର୍ଷୀୟ କିଡନୀ-କର୍କଟ ରୋଗୀଙ୍କଠାରେ ଅସ୍ତ୍ରୋପଚାର କରି ସଫଳତା ପାଇଛନ୍ତି କିମ୍ସ ଡାକ୍ତର । ରୋଗୀ ଜଣକ ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡନୀ ରୋଗରେ ପୀଡ଼ିତ ଥିଲେ । ତାଙ୍କ ବାମ କିଡନୀରେ ୪ ବର୍ଗ ସେମି ଆକାରର…
କିଲିମାଞ୍ଜାରୋ ଚଢିଲେ ପରମାନନ୍ଦ
ଭୁବନେଶ୍ୱର, ୧୭ା୧୧ : ଢେଙ୍କାନାଳ ଜିଲ୍ଲା ମଣିପୁରଗ୍ରାମ ଜେନାସାହୁପାଟଣା ନିବାସୀ ପରମାନନ୍ଦ ରାଉତ ଆଫ୍ରିକା ମହାଦେଶର ଉଚ୍ଚତମ ଶୃଙ୍ଗ ତାଞ୍ଜାନିଆର ମାଉଣ୍ଟ କିଲିମାଞ୍ଜାରୋକୁ ସଫଳତାର ସହ ଆରୋହଣ କରିଛନ୍ତି । ଗତ ୯ ତାରିଖରେ ଭୁବନେଶ୍ୱରରୁ ମୁମ୍ବାଇ ଦେଇ ତାଞ୍ଜାନିଆର କିଲିମାଞ୍ଜାରୋ…
ଭାରତକୁ ଅଟକାଇବା କଷ୍ଟକର: ଗାଙ୍ଗୁଲି
ନୂଆଦିଲ୍ଲୀ, ୧୭ା୧୧: ବିଶ୍ୱକପ୍ କ୍ରିକେଟର ଫାଇନାଲ ମ୍ୟାଚ୍ ରବିବାର ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳକୁ ପ୍ରଶଂସା କରିଛନ୍ତି ପୂର୍ବତନ ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି । ଭାରତୀୟ ଦଳ ଯେମିତି…
ଜାତୀୟ କ୍ରୀଡ଼ାରେ କିଟ୍ ଓ କିସ୍କୁ ୨୪ ପଦକ
ଭୁବନେଶ୍ୱର, ୧୭ । ୧୧: ଚଳିତବର୍ଷ ଜାତୀୟ କ୍ରୀଡ଼ା ୨୦୨୩ରେ ଅତି ଉନ୍ନତ ପ୍ରଦର୍ଶନ କରି କିଟ୍ ଓ କିସ୍ର ଖେଳାଳିମାନେ ବିଭିନ୍ନ ବିଭାଗରେ ୨୪ଟି ପଦକ ହାସଲ କରି କିଟ୍, କିସ୍, ଓଡ଼ିଶା ତଥା ଦେଶକୁ ଗୌରବାନ୍ୱିତ କରିଛନ୍ତି । ବିଭିନ୍ନ ବର୍ଗରେ ଏହି ଖେଳାଳିମାନେ ୮ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ…
ଟାଟା ଷ୍ଟିଲ କଳିଙ୍ଗନଗର ପରିଚାଳନାର ଉଲ୍ଲେଖନୀୟ ୮ ବର୍ଷ ପୂରଣ
ଭୁବନେଶ୍ୱର, : ଟାଟା ଷ୍ଟିଲ୍ କଳିଙ୍ଗନଗର ରାଜ୍ୟର ନିରନ୍ତର ଶିଳ୍ପ ଅଭିବୃଦ୍ଧି, ବୈଷୟିକ ଜ୍ଞାନକୌଶଳ ଓ ଗୋଷ୍ଠୀ ବିକାଶର ଏକ ପରିବର୍ତ୍ତନଶୀଳ କାହାଣୀ । ନଭେମ୍ବର ୧୮ ହେଉଛି କଳିଙ୍ଗନ ଗରରେ ଭାରତର ସର୍ବବୃହତ ଗ୍ରୀନଫିଲ୍ଡ ପ୍ଲାଣ୍ଟ ମାଧ୍ୟମରେ ସ୍ୱଚ୍ଛ ଇସ୍ପାତ ଉତ୍ପାଦନ ହାସଲ କରାଯାଇଛି ଯାହା…
ଆରବିଆଇର ଘୋଷଣା: ମହଙ୍ଗା ହେବ ବ୍ୟକ୍ତିଗତ ଋଣ
କୌଣସି ରିସ୍କ ହେଉଥିଲେ ଏହାକୁ ଦୂର କରିବା ପାଇଁ ଅତିରିକ୍ତ ସୁରକ୍ଷା ଉପାୟ ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏ ନେଇ ଜାରି ସର୍କୁଲାରରେ କମର୍ସିଅ ।ଲ ବ୍ୟାଙ୍କମାନଙ୍କ କଞ୍ଜ୍ୟୁମର ଲୋନ ରିସ୍କ ୱେଟେଜ୍ ବୃଦ୍ଧିରେ ପର୍ସନାଲ ଲୋନ ମଧ୍ୟ ସାମିଲ ବୋଲି କହିଥିଲେ । ତେବେ ଏଥିରେ ହୋମଲୋନ,…
ଆରମ୍ଭ ହେଲା ନାଟମଣ୍ଡପ ମରାମତି କାମ
ପୁରୀ,୧୭ା୧୧ : ଶ୍ରୀମନ୍ଦିର ନାଟମଣ୍ଡପ ମରାମତି କାମ ଆଜିଠୁ ଆରମ୍ଭ ହୋଇଛି । ଏଏସଆଇ ପକ୍ଷରୁ ପ୍ରାରମ୍ଭିକ ପର୍ଯ୍ୟାୟରେ ନାଟମଣ୍ଡପରେ ଲୁହାଭାରା ବନ୍ଧାଯାଇଛି । ପ୍ରଥମେ ଗରୁଡ଼ସ୍ତମ୍ଭର ମରାମତି କାମ ଆରମ୍ଭ ହେବ । ଗୁରୁବାର ଅନୁଷ୍ଠିତ ବୈଠକରେ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସର୍ତ୍ତ…
ରୋଗକୁ ହରାଇବ ମାନବିକତାର ସ୍ପର୍ଶ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୭ା୧୧ : ଚିକିତ୍ସାରେ ରହୁ ମାନବିକତାର ସ୍ପର୍ଶ । ସରକାରୀ ମେଡିକାଲ କଲେଜରେ ୧୦୨ ନୂଆ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦେବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ମନ୍ତ୍ର । ଡାକ୍ତରମାନେ ବୃତ୍ତିଗତ ଦକ୍ଷତା ପ୍ରତିପାଦନ କରିବା ସହ ଚିକିତ୍ସା ସମୟରେ ରୋଗୀ ଓ ରୋଗୀଙ୍କ…
ଡିପ୍ଫେକ୍ : ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ
ଡିପ୍ଫେକ୍ : ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀନୂଆଦିଲ୍ଲୀ,୧୭ା୧୧: ସମ୍ପ୍ରତି ଦେଶରେ "ଡିପ୍ଫେକ୍' ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି । କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଏବେ ବିଭିନ୍ନ ସେଲିବ୍ରେଟିଙ୍କ ଡିପଫେକ୍ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଉଛି । ପ୍ରତିଷ୍ଠ ଲୋକଙ୍କ ଫଟୋ…