Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ମାହାଙ୍ଗା ବିଜେଡି ପକ୍ଷରୁ ଜୋନସ୍ତରୀୟ ପ୍ରଶିକ୍ଷଣ ଶିବିର
ମାହାଙ୍ଗା,: ରାଜ୍ୟ ନବୀନ ସରକାରଙ୍କ ପ୍ରତିଟି ଜନକଲ୍ୟାଣ ଯୋଜନାକୁ ସମଗ୍ର ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ଘରେ ଘରେ ପହଞ୍ଚାଇବା ଦିଗରେ ସଦା ସର୍ବଦା ଅହରହ କାର୍ଯ୍ୟକରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜୁ ଜନତା ଦଳର ବହୁ ବିକାଶମୂଳକ ଯୋଜନାକୁ ସୁଚାରୁ ରୁପେ ଦୀର୍ଘ…
ଧରାପୃଷ୍ଟରୁ ବିଦାୟ ନେଲେ ମା’ଧନଦାତ୍ରୀ
ଢେଙ୍କାନାଳ, : ଆଜି ଢେଙ୍କାନାଳ ଗଜଲଷ୍ମୀ ପୂଜାର ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଗତ ମାସ ୨୮ତାରିଖରୁ ଆରମ୍ଭ ହୋଇଥିବା ଢେଙ୍କାନାଳର ଗଣପର୍ବ ଗଜଲକ୍ଷ୍ମୀ ପୂଜା ୧୧ଦିନ ଧରି ଚାଲିଥିଲା ଅ ।ଜି ସକାଳୁ ଆରମ୍ଭ ହୋଇଛି ଭଷାଣୀ । ଢେଙ୍କାନାଳର ମଉଡମଣୀ ପୂଜାଅନୁଷ୍ଟାନ ମୀନା ବଜାର ପୂଜା…
ରେଳମନ୍ତ୍ରୀ ଙ୍କୁ ଭେଟିଲେ ବିଧାୟକ ଓ ନାଗରିକ ମଞ୍ଚ ସଭାପତି
କେନ୍ଦୁଝର,: ବୁଧବାର ଦିନ କେନ୍ଦୁଝର ନାଗରିକ ମଂଚ ର କାର୍ଯ୍ୟକାରୀ ସଭାପତି ଇଂ ଅଜୟ କୁମାର ସାହୁ ଏବଂ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଦିଲ୍ଲୀଠାରେ କେନ୍ଦ୍ର ରେଳ ମନ୍ତ୍ରୀ ମାନ୍ୟବର ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି କେନ୍ଦୁଝର ଜିଲ୍ଲା ପ୍ରତି ରେଳବାଇ ବିଭାଗର ଅବହେଳା ବିଷୟରେ…
ମହିଳାଙ୍କ ପାଇଁ ଆଇନ ସାକ୍ଷରତା କାର୍ଯ୍ୟକ୍ରମ
ଯାଜପୁର, : ଜିଲ୍ଳ୍ା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହ ଠାରେ "ସ୍ୱାତୀ" ଅନୁଷ୍ଠାନ ପକ୍ଷରୁ ଏକ ଦୁଇଦିନିଆ କର୍ମଶାଳା ଅନୁୁଷ୍ଠିତ ହୋଇଯାଇଅଚ୍ଥି । ଏହି କର୍ମଶାଳାକୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…
ରାଜ୍ୟ ଶ୍ରମ ସଂସ୍ଥାନରେ ପ୍ରାଥମିକ ଆଶୁ ଚିକିତ୍ସା
ଭୁବନେଶ୍ୱର, : ରାଜ୍ୟ ଶ୍ରମ ସଂସ୍ଥାନ ଆନୁକୂଲ୍ୟରେ ସଂସ୍ଥାନର ସମ୍ମିଳନୀ କକ୍ଷରେ ଗତ ନଭେମ୍ବର ୭ ତାରିଖରେ ଉଦ୍ଘାଟିତ ହୋଇଥିବା ପ୍ରାଥମିକ ଆଶୁ ଚିକିତ୍ସା, "ମୋ ସରକାର’ ଏବଂ ‘୫-ଟି’ ଶୀର୍ଷକ ବିଷୟ ଉପରେ ଦୁଇଦିନିଆ କର୍ମଶାଳାର ବୁଧବାର ଉଦ୍ଯାପିତ ହୋଇଯାଇଛି । ଆଜିର ଉଦ୍ଯାପନୀ ଉତ୍ସବରେ…
୪୭ ସଂସ୍ଥା ପାଇଲେ ରାଜ୍ୟ ରପ୍ତାନୀ ପୁରସ୍କାର
ଭୁବନେଶ୍ୱର, : ରାଜ୍ୟ ରପ୍ତାନୀ ଓ ବାଣିଜ୍ୟ ନିର୍ଦ୍ଦେଶାଳୟ ଦ୍ୱାରା ୨୦୨୦- ୨୧ ଏବଂ ୨୦୨୧-୨୨ ପାଇଁ ପୁରସ୍କାର ପ୍ରଦାନ ସମାରୋହ ସଂପାଦିତ ହୋଇଯାଇଛି । ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ପ୍ରତାପ କେଶରୀ ଦେବ ରପ୍ତାନୀକାରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।…
କିସ୍ରେ ପ୍ରଦ୍ୟୁମ୍ନ ବଳଙ୍କ ଜୟନ୍ତୀ ସମାରୋହ
ଭୁବନେଶ୍ୱର,: ବିଶିଷ୍ଟ ସାମ୍ବାଦିକ, ଦୈନିକ ଖବରକାଗଜ ପ୍ରଗତିବାଦୀର ପ୍ରତିଷ୍ଠାତା ତଥା ଜନନାୟକ ସ୍ୱର୍ଗତ ପ୍ରଦ୍ୟୁମ୍ନ ବଳଙ୍କ ୯୧ ତମ ଜୟନ୍ତୀ ବୁଧବାର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍ସେସ୍ ପରିସରରେ ପାଳିତ ହୋଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କିଟ୍ ଓ କିସର…
ପ୍ରଯୋଜକ ଟୁଟୁ ନାୟକଙ୍କ ଜାମିନ ମଞ୍ଜୁର
ଭୁବନେଶ୍ୱର, : ମହିଳା ସାମ୍ୱାଦିକ ଦେବସ୍ମିତା ରାଉତଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହୋଇଥିବା ପ୍ରଯୋଜକ ଟୁଟୁ ନାୟକଙ୍କୁ ଜାମିନ ମିଳିଲା । ଗତ ଶୁକ୍ରବାରଠୁ ଗିରଫ ହୋଇ ଜେଲରେ ଥିବା ଟୁଟୁ ନାୟକଙ୍କୁ ଜାମିନ ପ୍ରଦାନ କରିଛନ୍ତି ଏସ୍ଡିଜେଏମ୍ । ୫୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ଟୁଟୁ…
ଜାମୁଝରି ପରିସରରେ ଆଇନ ସହାୟତା ପ୍ରକୋଷ୍ଠ ଉଦ୍ଘାଟିତ
ଭୁବନେଶ୍ୱର,: ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ ପରିସରରେ ଅନ୍ତେବାସୀମାନଙ୍କ ପାଇଁ ଆଇନ ସହାୟତା ପ୍ରକୋଷ୍ଠ ଏବଂ ଗାଡ଼ି •ଳନା ପ୍ରଶିକ୍ଷଣ କେନ୍ଦ୍ର ଶୁଭାରମ୍ଭ ହୋଇଛି । ଏହାକୁ ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବି•ରପତି-ତଥା- ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣର…
ଟିପିସିଓଡିଏଲ୍ ପକ୍ଷରୁ “କ୍ୱାଲିଟି ମନ୍ଥ’ର ଶୁଭାରମ୍ଭ
ଭୁବନେଶ୍ୱର,୮ ।୧୧: ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏକ ଅଭିନବ/ସ୍ୱତନ୍ତ୍ର କାର୍ଯ୍ୟକ୍ରମ "କ୍ୱାଲିଟି ମନ୍ଥ୍-୨୦୨୩'ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏପରିକି ସମସ୍ତ ଟିପିସିଓଡିଏଲ୍ କର୍ମଚାରୀଙ୍କ ସହ ଦୃଢ଼ ସମ୍ପର୍କ…