Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ପ୍ରାଥମିକ ଶିକ୍ଷକଙ୍କୁ ମିଳିବ ଟ୍ୟାବ୍
ଭୁବନେଶ୍ୱର, (ଡିକେ ନୁ୍ୟଜ୍):ପ୍ରାଥମିକ ଶିକ୍ଷାକୁ ଡିଜିଟାଲାଇଜେସନ୍କରିବାକୁ ରାଜ୍ୟ ସରକାର ଅଭିନବପଦକ୍ଷେପ ନେଇଛନ୍ତି । ଅନଲାଇନରେଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବା ପାଇଁ
ଶିକ୍ଷକମାନଙ୍କୁ ଟ୍ୟାବ୍ ଦେବାକୁ ନିଷ୍ପତ୍ତିନେଇଛନ୍ତି । ରାଜ୍ୟରେ ଥିବା ମୋଟ୯୬, ୭୧୮ ଶିକ୍ଷକଙ୍କୁ ଏହି…
କଇଁଛ ସୁରକ୍ଷା: ମାଛଧରା ଉପରେ ୭ ମାସ ପାଇଁ କଟକଣା
ପାରାଦୀପ,(ଡିକେ ନୁ୍ୟଜ୍): ବିରଳଓଲିଭ ରିଡଲେ କଇଁଛର ସୁରକ୍ଷାଓ ନିରାପତ୍ତା ସୁନିଶ୍ଚିତ କରିବାପାଇଁ ପ୍ରତିବର୍ଷ ପରି ନଭେମ୍ବର୧,୨୦୨୩ ରୁ ୨୦୨୪ ମେ
ମାସ ୩ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ମାସ ଧରି ସମୁଦ୍ରରେ ମାଛଧରାଉପରେ କଟକଣା ଲଗାଇଛନ୍ତିସରକାର । ଏହି ନିଷେଧାଦେଶରମୁଖ୍ୟ କାରଣ ହେଉଛି ଏହି…
ଭାରତୀୟ ଖେଳାଳିଙ୍କୁ ସୋଏବ ଅଖତରଙ୍କ ପ୍ରଶଂସା
ନୂଆଦିଲ୍ଲୀ, ୧ା୧୧: ଚଳିତ ବିଶ୍ୱକପରେ ଭାରତଅପରାଜେୟ ରହିବା ସହ ଯେଉଁ ଭଳି ବ୍ୟାଟିଂ ଓ ବୋଲିଂରପ୍ରଦର୍ଶନ ଦେଇଛି, ସେଥିରେ ପୂର୍ବତନ ପାକିସ୍ତାନୀ ଦ୍ରୁତ
ବୋଲର ସୋଏବ ଅଖତର ପ୍ରଭାବିତ ହୋଇଛନ୍ତି । ଇଂଲଣ୍ଡବିପକ୍ଷ ଗତ ମ୍ୟାଚରେ ଭାରତ ପ୍ରଥମ ଥର ଚଳିତବିଶ୍ୱକପରେ ପ୍ରଥମେ ବ୍ୟାଟିଂ କରିଥିଲା ଓ…
ପରଦାରେ ସିଦ୍ଧାନ୍ତ -ନୀତୁଙ୍କ ଯୋଡ଼ି
ଭୁବନେଶ୍ୱର, ୧ା୧୧ (ଡିକେନୁ୍ୟଜ୍): ଅଭିନେତା ସିଦ୍ଧାନ୍ତଙ୍କସାଥ୍ ପାଇଲେ ଜଣେ ଲୋକପ୍ରିୟଟେଲି ଅଭିନେତ୍ରୀ । ତାଙ୍କୁ ଦର୍ଶକଗାୟତ୍ରୀ ଭଳି ମେଗାଧାରାବାହିକରେ ଟାଇଟଲ
ରୋଲରେ ଦେଖିବାକୁପାଇଥିଲେ । ଏବେ ସେ ବିଟେଲିଜଗତରେ ସକ୍ରିୟ ଅଛନ୍ତି । ସେକେତେକ ସିନେମାରେ ବି ଆଗରୁନଜର ଆସିଛନ୍ତି । ଏଠାରେ…
ଆଜି ଭାରତ-ଶ୍ରୀଲଙ୍କା ମୁହାଁମୁହ
ମୁମ୍ବାଇ, ୧ା୧୧: ଚଳିତ ବିଶ୍ୱକପରେ ଭାରତନିଜର ପରବର୍ତ୍ତୀ ମ୍ୟାଚ୍ ଗୁରୁବାର ଶ୍ରୀଲଙ୍କା ସହଖେଳିବ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ।ଦିନିକିଆ ବିଶ୍ୱକପ୍ ଇତିହାସରେ ଉଭୟ ଦେଶ
୯ ଥର ଭେଟିଥିଲେ ମଧ୍ୟ ସ୍ଥିତି ୪-୪ ସମତୁଲସ୍ଥିତିରେ ରହିଛି । ଗୋଟିଏ ମୁକାବିଲାରୁ ଫଳବାହାରି ପାରି ନଥିଲା ।…
ମହାପ୍ରଭୁଙ୍କ ଆଶିଷ ଲୋଡିଲେ ରାଜ୍ୟପାଳ
ପୁରୀ,୧ା୧୧(ଡିକେ ନୁ୍ୟଜ): ନୂତନ ରାଜ୍ୟପାଳ ରଘୁବରଦାସ ଦାୟିତ୍ୱ ଗ୍ରହଣ କରିବା ପରେ ପୁରୀ ଆସି ଶ୍ରୀମନ୍ଦିରରେଶ୍ରୀଜିଉମାନଙ୍କୁ ଦର୍ଶନ କରିଛନ୍ତି । ରାଜ୍ୟପାଳ ଭାବେ ଦାୟିତ୍ୱ
ଗ୍ରହଣ କରିବା ପରେ ଏହା ରାଜ୍ୟପାଳଙ୍କର ପ୍ରଥମ ପୁରୀଗସ୍ତ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ…
କଳାହାଣ୍ଡିକୁ ୧୨ହଜାର କୋଟିର ପ୍ରକଳ୍ପ ଭେଟି
ଲକ୍ଷ୍ମୀ ବସ ସେବା ଓ ରେଣ୍ଡୋ ମେଡ଼ିକାଲ କଲେଜର ଉଦ୍ଘାଟନ
ମୁଖ୍ୟମନ୍ତ୍ରୀଙ୍କ ଭିଜନ ଓ ପାଣ୍ଡିଆନଙ୍କ ରୂପାନ୍ତରଣ କାର୍ଯ୍ୟକାରିତାକୁ ପ୍ରଶଂସା
ରୁବେଲ୍ସଙ୍କୁ ୩ ବର୍ଷ ବାସନ୍ଦ କଲା ଫିଫା
ରୁବେଲ୍ସଙ୍କୁ ୩ ବର୍ଷ ବାସନ୍ଦ କଜେନେଭା, ୩୧ା୧୦:ଫେଡେରେଶନ ଅଫ୍ଇଣ୍ଟରନ୍ୟାଶନାଲ ଫୁଟବଲଆସୋସିଏସନ୍ସ (ଫିଫା)ସୋମବାର ସ୍ପେନ ଫୁଟବଲ
ମହାସଂଘର ପୂର୍ବତନସଭାପତି ଲୁଇସ ରୁବେଲ୍ସଙ୍କୁ୩ ବର୍ଷ ବାସନ୍ଦ କରିଛି ।ମହିଳା ବିଶ୍ୱକପ୍ ଫାଇନାଲପରେ ଟ୍ରଫି ପ୍ରଦାନ ଉତ୍ସବବେଳେ ସେ ଜଣେ
ଖେଳାଳିଙ୍କ…
ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ଅଲିମ୍ପିକ୍ସ ଟିକେଟ୍
ଭୁବନେଶ୍ୱର, ୩୧ା୧୦ (ଡିକେନୁ୍ୟଜ୍): ୨୦୨୪ ପ୍ୟାରିସ ଅଲିମ୍ପିକ୍ସପାଇଁ ଟିକେଟ ହାସଲ କରିଛନ୍ତିଓଡ଼ିଆ ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ । ୫୦
ମିଟର ଥ୍ରୀ ପୋଜିସନ ରାଇଫଲଇଭେଣ୍ଟ ପାଇଁ ସେ ପାଇଛନ୍ତି ଅଲିମ୍ପିକ୍ସଟିକେଟ୍ । କୋରିଆରେ ·ଲିଥିବାଏସିଆନ ଶୁଟିଂ ·ମ୍ପିୟନ ସିପରେ
ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ…
ସଲମାନ ଖାନ ଓ କ୍ରିଷ୍ଟିଆନୋ ରୋନାଲଡୋଙ୍କ ମଧୁର ଆଳାପ
ମୁମ୍ବାଇ, ୩୧ା୧୦: ସାଉଦି ଆରବରେ ଏକ ବକ୍ସିଂ ମ୍ୟାଚ୍ସମୟରେ ଷ୍ଟାର ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ଓ ତାଙ୍କଗାର୍ଲଫ୍ରେଣ୍ଡ ଜର୍ଜିନା ରୋଡ୍ରିଗେଜଙ୍କ ପାଖରେ ବସି ମଧୁର ଆଳାପ
କରୁଥିବା ସଲମାନ ଖାନଙ୍କ ଅନେକ ଭିଡିଓ ଓ ଫଟୋ ସୋସିଆଲମିଡିଆରେ ଭାଇରାଲ ହୋଇଛି । ଏହା ପୂର୍ବରୁ…