Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଖାରବେଳ ଭବନ ପରିସରରେ ସାମୂହିକ ସ୍ୱଚ୍ଛତା ଅଭିଯାନ
ଭୁବନେଶ୍ୱର, ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନର ଅଂଶବିଶେଷ ସ୍ୱରୂପ ଖାରବେଳ ଭବନ ପରିସରରେ ଗୁରୁବାର ଏକ ସାମୂହିକ ସ୍ୱଚ୍ଛତା ଅଭିଯାନ ‘ଏକ ଦିନ ଏକ ଘଣ୍ଟା ଏକ ସାଥ‘ ସଫଳତାର ସହ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଏବଂ ବାଣିଜ୍ୟ ଏବଂ ପରିବହନ…
ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ହେବ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ
ଭୁବନେଶ୍ୱର, : ଓଡ଼ିଶାରେ ପ୍ରଥମ ଥର ପାଇଁ ଏସୀୟ ଟେବୁଲ ଟେନିସ୍ ଟିମ୍ ଚାମ୍ପିୟନସିପ୍ ପ୍ରତିଯୋଗିତାର ଆୟୋଜନ କରାଯିବ । ଅକ୍ଟୋବର ମାସ ୧୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ୍ ଆଥଲେଟିକ୍ସ ସେଣ୍ଟର ଠାରେ ୨୮ତମ ଆଇଆଇଟିଏଫ-ଏଟିଟିୟୁ ଏସୀୟ ଟେବୁଲ ଟେନିସ୍ ଟିମ୍…
‘ସ୍ୱଚ୍ଛତା ହିଁ ସେବା ୨୦୨୫’ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : ସ୍ୱଚ୍ଛତା ହି ସେବା ୨୦୨୫ ଅଭିଯାନ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରେ ଆୟୋଜିତ ଗଣସଫେଇ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ,…
ମାତାପିତା ହେବାକୁ ଯାଉଥିବା ଘୋଷଣା କଲେ କ୍ୟାଟ୍ରିନା-ବିକି
ମୁମ୍ବାଇ, : ମାତାପିତା ହେବେ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ଏବଂ ଅଭିନେତା ବିକି କୌଶଲ । ଦୁହେଁ ଏନେଇ ଇନଷ୍ଟାରେ ଏକ ପୋଷ୍ଟ କରି ଜଣାଇଛନ୍ତି । କିଛି ଦିନ ହେବ ଏନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଦୁହେଁ ଖବରକୁ ସ୍ପଷ୍ଟ କରିଛନ୍ତି । ଇନଷ୍ଟାରେ ଏକ ଫଟୋ ସେୟାର କରି ଉଭୟ ବିକି ଓ…
ଚୋରି ଅଭିଯୋଗରେ ୩ ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ
ବ୍ୟାସନଗର, : ଯାଜପୁର ରୋଡ ଆଦର୍ଶ ଥାନା ଅନ୍ତର୍ଗତ ମୁଣ୍ଡମାଳ ଅଞ୍ଚଳର ସୁବାଷ ଚନ୍ଦ୍ର ମିଶ୍ର ଅଭିଯୋଗ କରିଥିଲେ କି ଗତ ୨୪.୦୮.୨୫ ମଧ୍ୟରାତ୍ରିରେ କିଛି ଅଜଣା ଦୁର୍ବୃତ ତାଙ୍କ ଘରୁ କବାଟ ଭାଙ୍ଗି ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଚୋରି କରିଥିବାର । ଏହି ଆଧାରରେ ଯାଜପୁର ରୋଡ ଥାନା ମାମଲା ନଂ…
ସାର ପାଇଁ ସୋସାଇଟିରେ ଚାଷୀଙ୍କ ମହାସଂଗ୍ରାମ
କାକଟପୁର : ସାରା ରାଜ୍ୟ ରେ ସାର ପାଇଁ ଚାଷୀ ଙ୍କ ଭିତରେ ଆରମ୍ଭ ହୋଇଛି ମହାଭାରତ, ବର୍ଷ ତମାମ ନିଜ ଚାଷ କ୍ଷେତ ରେ ପରିଶ୍ରମ କରି ଚାଷୀ ଯେତିକି ଲାଭବାନ ହେବା କଥା ବର୍ଷ ଶେଷ କୁ ଯଦି ପ୍ରାକୃତିକ ଦୁର୍ବିପାକ କି ଲଗାଣ ବର୍ଷା ହୁଏ ତାହେଲେ ସେଠି ଚାଷୀ ଭାଇ ସମ୍ପୂର୍ଣ୍ଣ ଭାଙ୍ଗିପଡେ,କିନ୍ତୁ…
ପେଟ୍ରୋଲ ପମ୍ପରେ ଯୋଗାଣ ବିଭାଗର ଅଚାନକ ଚଢ଼ାଉ
ଭୁବନେଶ୍ୱର : ଜିଲ୍ଲା ଯୋଗାଣ ବିଭାଗର ସ୍କ୍ୱାର୍ଡ ଭୁବନେଶ୍ୱର ନୂଆଗାଁଠାରେ ଥିବା ଲିଙ୍ଗରାଜ ପେଟ୍ରୋଲ ପମ୍ପ ଉପରେ ଆଜି ଚଢ଼ାଉ କରିଛନ୍ତି । ଚଢ଼ାଉ ସମୟରେ ଅଧିକାରୀମାନେ ଡିଜେଲର ମାନରେ କିଛି ତ୍ରୁଟି ପରିଲକ୍ଷିତ ହେବାରୁ ଏହାର ନମୁନା ସଂଗ୍ରହ କରାଯାଇ ଫୋରେନ୍ସିକ୍ ଲାବୋରେଟୋରୀକୁ ପଠାଇଛନ୍ତି…
ବଢୁଛି ସୁନା ଓ ରୁପା ଦର!
ଭୁବନେଶ୍ୱର, : ବଢୁଛି ସୁନା ଏବଂ ରୁପା ଦର । ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର । ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,…
ଜିଏସଟି ୨.୦ ଆରମ୍ଭର ପ୍ରଥମ ଦିନରେ ବଜାର ମାଲାମାଲ
ନୂଆଦିଲ୍ଲୀ, : ୨୨ ସେପ୍େଟମ୍ବର ୨୦୨୫ ତାରିଖ ଦେଶର ଦୋକାନୀ, ଗାଡ଼ି ବିକ୍ରେତା ଏବଂ ପ୍ରତ୍ୟେକ ଗ୍ରାହକଙ୍କ ସ୍ମୃତିରେ ତାଜା ହୋଇ ରହିବ । କାରଣ ଜିଏସଟି ୨.୦ ଲାଗୁ ହେବାର ପ୍ରଥମ ଦିନରେ ଗ୍ରାହକଙ୍କ ମଧ୍ୟରେ ବିଭିନ୍ନ ଜିନିଷ କିଣାକିଣି ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସାରା ଦେଶରେ…
ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ଓଡ଼ିଶାବାସୀଙ୍କୁ କରିବେ ସମ୍ବୋଧିତ
ଝାରସୁଗୁଡ଼ା/ଭୁବନେଶ୍ୱର, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ । ସେ ଝାରସୁଗୁଡ଼ାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଝାରସୁଗୁଡ଼ା ଗସ୍ତ ସ୍ଥିର ହେବା ପରେ ଜିଲ୍ଲା ପ୍ରଶାସନ…