Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
କିଛି ଦିନ ପରେ ଅଗଷ୍ଟ ପନ୍ଦର କିନ୍ତୁ କାକୀ ମନ୍ଦିର ଛକରେ ଆଉ ଉଡ଼ୁନି ପତାକା
ପୁରୁଷୋତ୍ତମପୁର ସହରର କାଳୀ ମନ୍ଦିର ଛକରେ ଏକ ବର୍ଷ ଦଶ ମାସ ପୂର୍ବରୁ ଅର୍ଥାତ ୩୧/0୮/୨୦୨୩ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ଵାରା ପୂର୍ବତନ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଙ୍କ କର କମଳ ରେ ଏବଂ ପୂର୍ବତନ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ,କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ…
ଉର୍ଫି ଜାଭେଦଙ୍କ ଫୁଲିଗଲା ମୁହ
ମୁମ୍ବାଇ, : ସୋସିଆଲ ମିଡିଆ ଷ୍ଟାର ଉର୍ଫି ଜାଭେଦ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି, କିନ୍ତୁ ଏଥର ତାଙ୍କର ବୋଲ୍ଡ ଫ୍ୟାଶନ ପାଇଁ ନୁହେଁ । ୯ ବର୍ଷ ପୂର୍ବେ କରାଯାଇଥିବା ଲିପ୍ ଫିଲର ହଟାଇବା ପରେ ତାଙ୍କର ଫୁଲା ମୁହଁର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓ ଦେଖି ଅନେକ…
ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣା ବେଜେଡି, କଂଗ୍ରେସକୁ ହାଇକୋର୍ଟଙ୍କ ନୋଟିସ
କଟକ, : ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଜଳିଯିବା ଘଟଣାକୁ ନେଇ ରୁଜୁ ମାମଲାରେ ହାଇକୋର୍ଟରେ ମଙ୍ଗଳବାର ଆଡ଼ଭୋକେଟ ଜେନେରାଲ ପକ୍ଷ ରଖିଥିଲେ । କ୍ରାଇମବ୍ରାଞ୍ଚ ତଦନ୍ତ ସଂକ୍ରାନ୍ତ ରିପୋର୍ଟ ଅଦାଲତରେ ଦାଖଲ କରିଥିଲେ । ଅପରପକ୍ଷରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ବେଜେଡି ଏବଂ…
ସବୁ ପଞ୍ଚାୟତରେ ପହଞ୍ଚିବ ଆର୍ଥିକ ଅନ୍ତର୍ଭୁକ୍ତୀକରଣ
ଭୁବନେଶ୍ୱର,: କେନ୍ଦ୍ର ସରକାର ଚଳିତ ମାସ ୧ରୁ ଆରମ୍ଭ କରିଥିବା ଜାତୀୟ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ସାଚୁରେସନ୍ ଅଭିଯାନ ରାଜ୍ୟର ୬୨୧ଟି ପଞ୍ଚାୟତରେ ପହଞ୍ଚିଛି । ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ମାସିଆ ଅଭିଯାନ ରାଜ୍ୟର ସମସ୍ତ ୬୭୯୪ ପଞ୍ଚାୟତରେ ପହଞ୍ଚିବ…
ରାଜ୍ୟରେ ହେବ ୬ ନୂଆ ବୟନ ପା
ଭୁବନେଶ୍ୱର,: ରାଜ୍ୟ ସରକାର ଛଅଟି ନୂଆ ବୟନ, ପୋଷାକ ଓ ଓୟାରେବଲ୍ ପାର୍କ ବିକାଶ କରୁଛନ୍ତି । ଏହି ପାର୍କଗୁଡ଼ିକରେ ଅତ୍ୟାଧୁନିକ ସୁବିଧାସୁଯୋଗ ରହିବ । ବୟନ କ୍ଷେତ୍ରର କମ୍ପାନୀଗୁଡ଼ିକ ସିଧାସଳଖ ଆସି ସେହି ପାର୍କଗୁଡ଼ିକରେ ନିଜ କାରଖାନା ବସାଇ ପାରିବେ । ଚଳିତ ମାସ ୨୫ରେ ଭୁବନେଶ୍ୱରରେ…
୩୦ରେ ଲଞ୍ଚ୍ ହେବ ପୃଥିବୀ ରକ୍ଷକ \”ନିସାର\’
ନୂଆଦିଲ୍ଲୀ, : ଆସନ୍ତା ୩୦ ତାରିଖରେ ଲଞ୍ଚ ହେବ ମାନବ ଇତିହାସର ସବୁଠୁ ଶକ୍ତିଶାଳୀ ସାଟେଲାଇଟ୍ ‘ନିସାର’ । ୩୦ ତାରିଖ ସନ୍ଧ୍ୟା ୫.୪୦ରେ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଏହାର ଉତ୍କ୍ଷେପଣ ହେବ । ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ଓ ଆମେରିକୀୟ ମହାକାଶ ଏଜେନ୍ସି ନାସା ମିଳିତ…
ଆସୁଛି ଆଉ ଏକ ଲଘୁଚାପ, ବର୍ଷା ନେଇ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାର
ଭୁବନେଶ୍ୱର, : ଆଗାମୀ ୨୪ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ (ବାତ୍ୟା ୱିଫାର ଅବଶିଷ୍ଟାଂଶ ଘୂର୍ଣ୍ଣିବଳୟ ରୂପରେ ପ୍ରବେଶ କରିବାର ସମ୍ଭାବନା ରହିଛି) ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟାରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର…
ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର, ୨୨ା୭: ମଙ୍ଗଳବାର ରାଜଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ଶାସନ, ବିପର୍ଯ୍ୟୟ ପରିଚାଳନା ଏବଂ ରାଜ୍ୟର ସାମଗ୍ରିକ ବିକାଶ ସଂପର୍କରେ ଆଲୋଚନା…
ରାଷ୍ଟ୍ରପତିଙ୍କୁ ଭେଟିଲେ ହରିବଂଶ ନାରାୟଣ
ନୂଆଦିଲ୍ଲୀ,: ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ଜଗଦୀପ ଧନଖରଙ୍କ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାର ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କ ସହ ଉପାଧ୍ୟକ୍ଷଙ୍କ ସାକ୍ଷାତକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବିବେଚନା…
ସୁଭଦ୍ରା ସମୀକ୍ଷାର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : ସୁଭଦ୍ରା ଆଜି ଓଡ଼ିଶାର କୋଣେ ଅନୁକୋଣରେ ପହଂଚି ମା ଓ ଭଉଣୀମାନଙ୍କର ଆର୍ôଥକ ଆବଶ୍ୟକତାକୁ ପୂରଣ କରୁଛି ଏବଂ ସେମାନଙ୍କ ଇଛା ତଥା ସ୍ୱପ୍ନକୁ ନୂଆ ରୂପ ପ୍ରଦାନ କରୁଛି । ରାଜ୍ୟର ମହିଳାମାନଙ୍କ ଆର୍ôଥକ ସଶକ୍ତିକରଣ ସୁଭଦ୍ରା ଯୋଜନା ଆରମ୍ଭର ମୂଳ ଲକ୍ଷ୍ୟ । ସୁଭଦ୍ରା ସହାୟତା…