Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଐତିହାସିକ ବିଜୟ ପରେ ପ୍ରଥମ ପୋଷ୍ଟ କଲେ କୋହଲି
ନୂଆଦିଲ୍ଲୀ, ୪ା୬ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ ·ମ୍ପିୟନ୍ ହୋଇଛି । ଏହି ଐତିହାସିକ ବିଜୟ ପରେ, ଦଳର ସବୁଠାରୁ ବରିଷ୍ଠ ଖେଳାଳି ବିରାଟ କୋହଲି ତାଙ୍କର ପ୍ରଥମ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ନିଜର ଭାବନା ଶେୟାର କରିଥିଲେ । ୪ ଜୁନ ୨୦୨୫ ସକାଳ ୮ଟାରେ ଶେୟାର…
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ
ନୂଆଦିଲ୍ଲୀ, : ଅଷ୍ଟ୍ରେଲିଆର ଉପ-ପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ, ରି·ର୍ଡ ମାର୍ଲେସ୍ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଅଷ୍ଟ୍ରେଲିଆରେ ହୋଇଥିବା ଫେଡେରାଲ୍ ନିର୍ବାଚନରେ ଅଷ୍ଟ୍ରେଲୀୟ ଲେବର ପାର୍ଟିର ଐତିହାସିକ…
ଜୁଲାଇ ୨୧ରୁ ସଂସଦର ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ, : ଆସନ୍ତା ଜୁଲାଇ ୨୧ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ଅଗଷ୍ଟ ୧୨ ଯାଏ ·ଲିବ । ଏ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । ଜୁଲାଇ ୨୧ରୁ ଅଗଷ୍ଟ ୧୨ ତାରିଖ ଯାଏ ସଂସଦର ଉଭୟ ଗୃହରେ ମୌସୁମୀ ଅଧିବେଶନ ·ଲିବ । ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ…
ତହସିଲଦାରମାନେ ହେଉଛନ୍ତି ତୃଣମୂଳସ୍ତରରେ ରାଜ୍ୟ ପ୍ରଶାସନର ମେରୁଦଣ୍ଡ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୪ା୬: ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ । ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ଅଫିସ୍ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ ବୋଲି…
ଢେଙ୍କାନାଳରେ ପ୍ରାୟ ୩୦୮ କୋଟିର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଢେଙ୍କାନାଳ, ୪ା୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଢେଙ୍କାନାଳ ଠାରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉଦ୍ଧ୍ୱର୍ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ, ପ୍ରାୟ ୧୮୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପ୍ରାୟ ୧୨୦…
ଭୁଲ ଇଞ୍ଜେକ୍ସନ ପାଇଁ ଚାଲିଗଲା ୬ ଜଣଙ୍କ ଜୀବନ
କୋରାପୁଟ, : କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କେଲଜ ଓ ହସ୍ପିଟାଲ ଅଭିଭକ୍ତ କୋରାପୁଟ ଜିଲ୍ଲାକୁ ନେଇ ଗର୍ବ ଅନୁଭବ କରୁଥିବା ବେଳେ ମେଡିକାଲ କଲେଜରେ ଚିକିତ୍ସା କମ ରୋଗୀ ମୃତ୍ୟୁହାର ଅଧିକ । ଯାହାକୁ ନେଇ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କେଲଜ ଓ ହସ୍ପିଟାଲ ଉପରେ ରୋଗୀଙ୍କ ଭରଷା…
କେସିଙ୍ଗା ସରକାରୀ ବାଳିକା ବିଦ୍ୟାଳୟ ରେ ବିଶ୍ଵ ପରିବେଶ ଦିଵସ ପାଲିତ୍
ଆଜି ସାରା ବିଶ୍ୱ ରେ ଗୋଟିଏ ହିଁ ଚର୍ଚା ପରିବେଶ କେମିତି ଭଲ ରହିବ ସେହି ପରିପେକ୍ଷିରେ ଆଜି ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ବିଶ୍ୱ ପରିବେଶ ଦିବସ ବିଦ୍ୟାଳୟର ଇକୋ କ୍ଲବ ଭାରପ୍ରାପ୍ତ ଶିକ୍ଷକ ଶ୍ରୀ ସୁନୀଲ୍ କୁମାର ପାତ୍ରଙ୍କ ନେତୃତ୍ବରେ ପାଳିତ ହୋଇଯାଇଛି।…
ଆମୋନିଆ ଗ୍ୟାସ୍ ଟାଙ୍କୀ ଫାଟି ଚାରି ଅସୁସ୍ଥ
ପାରାଦୀପ :-ଫାଟିଲା ଆମୋନିଆ ଗ୍ୟାସ ଟାଙ୍କୀ , ଲିକ୍ ହେଲା ଗ୍ୟାସ , ଚାରି ଅସୁସ୍ଥ, ଲିକେଜ୍ ଗ୍ୟାସ କୁ ଆୟତ କରିବା ପାଇଁ ନିୟୋଜିତ ଅଗ୍ନିଶମ ବାହିନୀ। ଘଟଣା ସ୍ଥଳରେ ଅନୁଧ୍ୟାନ କଲେ ପ୍ରଶାସନ। ଘଟଣା ଘଟିଛି ପାରାଦୀପ ଗଡ ଇଣ୍ଡରଷ୍ଟିଆଲ୍ ଏରିଆରେ। ଆମୋନିଆ ଗ୍ୟାସ ଲିକ୍ ହୋଇ ୪ ଜଣ ଅସୁସ୍ଥ।…
କଲେଜର ମୁଖ୍ଯ ଫାଟକ ଆଗରେ ଧାରଣା କଥା ନ ମାନିଲେ ତାଙ୍କୁ ଫେଲ୍ କରାଇବା ଏବଂ ଅଧ୍ୟକ୍ଷ ଙ୍କୁ ଦାବି ଜଣାଇଲେ ଛାତ୍ରଛାତ୍ରୀ
ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା ଅଙ୍କୁଶପୁର କୁକୁଡ଼ାଖଣ୍ଡି ଅନ୍ତର୍ଗତ K.A.T.S Ayurvedic ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ରେ ବ୍ୟାପକ ଅନିୟମିତତା ଓ ଛାତ୍ର ଛାତ୍ରୀ ଙ୍କୁ ମାନସିକ ନିର୍ଯ୍ୟାତନା ଯୋଗୁଁ କଲେଜ ଅଧ୍ୟକ୍ଷ ଏବଂ ଦୁଇଜଣ ଅଧ୍ୟାପକ ଅଧ୍ୟାପିକା ବିରୁଦ୍ଧ ରେ ଛାତ୍ରଛାତ୍ରୀ ଙ୍କୁ ନେଇ…
ମହିଳା ଥାନାର ଏଏସଆଇ ବବିତା ସୁନାକୁ ୧୦ ହଜାର ଟଙ୍କା ଲାଞ୍ଚ ଭିଜିଲାନ୍ସ ଜାଲରେ ମହିଳା
ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ମହିଳା ପୋଲିସ ଅଧିକାରୀ । ଘରୋଇ ମାମଲାର ସମାଧାନ ପାଇଁ ଟଙ୍କା ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ବ୍ରହ୍ମପୁର ମହିଳା ଥାନାର ଏଏସଆଇ ବବିତା ସୁନାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିଛି ଭିଜିଲାନ୍ସ । କେ.ନୂଆଗାଁ ଥାନା ଅନ୍ତର୍ଗତ…