Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ପାକିସ୍ତାନୀ କ୍ରିକେଟର ଜୁନୈଦ ଖାନ ଦେଲେ ଉତ୍ତେଜନାପୂର୍ଣ୍ଣ ବୟାନ
ନୂଆଦିଲ୍ଲୀ, : ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ, ପାକିସ୍ତାନୀ କ୍ରିକେଟରମାନେ ଲଜ୍ଜାଜନକ ବୟାନ ଦେଇ ଆସୁଛନ୍ତି । ଶାହିଦ ଆଫ୍ରିଦି ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତୀୟ ସେନାକୁ ଦାୟୀ କରିଥିଲେ । ତଥାପି, ଏବେ ଆଉ ଜଣେ ପାକିସ୍ତାନୀ କ୍ରିକେଟର ଆଉ ଗୋଟିଏ ପାଦ ଆଗକୁ ଯାଇ ଏକ…
୧୭ ବର୍ଷ ପରେ ସୈଫ୍, ଅକ୍ଷୟ ଏକାଠି
ମୁମ୍ବାଇ, : ବଲିଉଡର ୨ ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାର ଏବଂ ସୈଫ୍ ଅଲୀ ଖାନ୍ ୧୭ ବର୍ଷର ଲମ୍ବା ଅପେକ୍ଷା ପରେ ପୁଣିଥରେ ବଡ଼ ପରଦାରେ ଏକାଠି ନଜରକୁ ଆସିବେ । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୨୦୧୬ରେ ରିଲିଜ୍ ହୋଇଥିବା ଅଭିନେତା ମୋହନଲାଲଙ୍କ ସୁପରହିଟ ମାଲୟାଲମ ଫିଲ୍ମ…
ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ପବନଦୀପ ରାଜନ
ନୂଆଦିଲ୍ଲୀ, : ଇଣ୍ଡିଆନ ଆଇଡଲ ସିଜିନ ୧୨ର ବିଜେତା ଏବଂ ଉତ୍ତରାଖଣ୍ଡର ବ୍ରାଣ୍ଡ ଆମ୍ବାସାଡର ପବନଦୀପ ରାଜନ ଦିଲ୍ଲୀ-ଲକ୍ଷ୍ନୌ ଜାତୀୟ ରାଜପଥରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ତାଙ୍କର ଦୁଇ ଜଣ ସାଥୀ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲରେ ପ୍ରାଥମିକ…
ବ୍ରହ୍ମପୁର ଡାକ୍ତରଖାନାରେ ଡାକ୍ତରଙ୍କ ଘୋର୍ ଅଭାବ
ବ୍ରହ୍ମପୁର,: ବ୍ରହ୍ମପୁର ଡାକ୍ତରଖାନାରେ ଡାକ୍ତରଙ୍କ ଘୋର୍ ଅଭାବ । ଏଥିଯୋଗୁଁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ବି ବ୍ୟାଘାତ ହେଉଛି । ଏଭଳି ସ୍ଥିତିରେ ବିନା ସରକାରୀ ଅନୁମତିରେ ବର୍ଷବର୍ଷ ଧରି ଏକାଧୂକ ବରିଷ୍ଠ ଡାକ୍ତର ଛୁଟିରେ ରହିବା, ସମସ୍ୟାକୁ ଅଧିକ ଜଟିଳ କରୁଛି । କିନ୍ତୁ…
ପହଙ୍ଗା ଘାଟ ଆଳରେ କାଳଖରୁ ବିକ୍ରି ହେଉଛି ବାଲି
ନିଆଳି,: ସଞ୍ଜ ନଇଁବା କ୍ଷଣି ନଦୀ ପଠାରେ ଟ୍ରକର ଲମ୍ବା ଧାଡ଼ି । ରାତିର ଅନ୍ଧାରରେ ନଦୀର ଗର୍ଭ ଚିରି ମନଇଚ୍ଛା ହେଉଛି ବାଲି ଚୋରି । ସୂର୍ଯ୍ୟକିରଣ ପଡ଼ିବା ପୂର୍ବରୁ ଶହ ଶହ ବାଲି ଚୋରା ଚାଲାଣ କରାଯାଉଛି । ଖଣି ବିଭାଗ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ବଳି ପଡୁଛି କି ନଦୀ ? କଟକ ଜିଲ୍ଲା ନିଆଳି…
ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣି ଶିବିର
ଖୋର୍ଦ୍ଧା,: ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ମିଳିତ ଜନ ଶୁଣକ୍ଷଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଖୋର୍ଦ୍ଧା ଜ଼ିଲ୍ଲା ଆରକ୍ଷୀ ଅଧି୍କ୍ଷକ ଶାଗରୀକା ନାଥ, ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରତାପ ଚନ୍ଦ୍ର ବେଉରା, ଅତିରିକ୍ତ ଜିଲ୍ଲାପାଳ…
ସାବାଡ୍ ହେବେ ମଦ୍ୟପ ଚାଳକ, ରାସ୍ତାରେ ଜଗିବ ସର୍ଭେଲାନ୍ସ କ୍ୟାମେରା
ପାରାଦ୍ୱୀପ, : ସାବାଡ୍ ହେବେ ମଦ୍ୟପ ଟ୍ରକ୍ ଚାଳକ । ଲାଇସେନ୍ସ ରଦ୍ଧ ହେବା ସହ ବନ୍ଧା ହେବେ ମାଲିକ । ଯଗିବ ଆରଟିଓ ସର୍ଭେଲାନ୍ସ କ୍ୟାମେରା ଆଇନ କି ଉଲଂଘନ କଲେ ମାଲିକଙ୍କ ଆକାଉଣ୍ଟରୁ କଟିବ ମୋଟା ଅଙ୍କର ଯୋରିମନା ସହ ଚାଳକର ରଦ୍ଦ ହେବ ଲାଇସେନ୍ସ । ପାରାଦୀପ ସର୍କିଟ ହାଉସ ଠାରେ ଜିଲ୍ଲା…
ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଆସିଲା ତଦନ୍ତ ରିପୋର୍ଟ
ଭୁବନେଶ୍ୱର, : ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଆସିଲା ତଦନ୍ତ ରିପୋର୍ଟ । ଶ୍ରୀମନ୍ଦିରରୁ ଦୀଘା ଯାଇନି ଦାରୁ । ଲିମ୍ବ କାଠରେ ତିଆରି ହୋଇଛନ୍ତି ମହାପ୍ରଭୁ । ବଳକା ଦାରୁରୁ ମୂର୍ତ୍ତି ତିଆରି ହେବା କଥା ସମ୍ପୂର୍ଣ୍ଣ ମିଛ । ଧାମ ଶବ୍ଦର ନାମ କେବଳ ଚାରି ଧାମରେ ଲାଗିବ । ଦୀଘା ବେଳାଭୂମିର…
ପାକିସ୍ତାନ ସହ ତିକ୍ତତା ମଧ୍ୟରେ ପିଏମ୍ ମୋଦିଙ୍କ ସହ କଥାବାର୍ତ୍ତା ହେଲେ ପୁଟିନ
ନୂଆଦିଲ୍ଲୀ, : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରି ପହଲଗାମରେ ହୋଇଥିବା ଆତଙ୍କୀ ହମଲାର କଡ଼ା ନିନ୍ଦା କରିଛନ୍ତି । ରାଷ୍ଟ୍ରପତି ପୁଟିନ ଏହି ହମଲାରେ ନିର୍ଦ୍ଦୋଷ ଲୋକଙ୍କ ମୃତ୍ୟୁରେ ସମ୍ୱେଦନା ବ୍ୟକ୍ତ କରି କହିଛନ୍ତି କି, ଆତଙ୍କବାଦ ବିରୋଧରେ ଭାରତର…
ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧର୍ମଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ।
ଧର୍ମଗଡ଼ : ସରକାରୀ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ଯୋଜନା ଭଳି ପାଇଲଟ ପ୍ରୋଜେକ୍ଟକୁ ସଫଳ କରିବା ପାଇଁ ପାଚିକା ସହାୟିକା ମାନେ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ବିନା ଛୁଟି ରେ ବହୁ ଅସୁବିଧା ମଧ୍ୟରେ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟାହ୍ନ ଭୋଜନ କାମ କରିବା ସହ ସେମାନଙ୍କୁ…