Sign in
Sign in
Recover your password.
A password will be e-mailed to you.
Browsing Category
ଭିଡ଼ିଓ
ରାଜ୍ୟବାସୀଙ୍କୁ ଦୁର୍ଗାପୂଜାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, (ଡିକେ ନୁ୍ୟଜ୍):ଶାରଦୀୟ ଦୁର୍ଗାପୂଜା ଅବସରରେରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତିମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମା'ଙ୍କ ନିକଟରେ ରାଜ୍ୟବାସୀଙ୍କସୁଖ, ଶାନ୍ତି ଓ ସମୃଦ୍ଧି କାମନାକରିଛନ୍ତି । ପାର୍ବଣର ଅମୃତ ଲଗ୍ନରେମା'ଙ୍କ ଆଶୀର୍ବାଦ ସମସ୍ତଙ୍କଜୀବନରେ ଶାନ୍ତି ଓ ଆନନ୍ଦ…
ଗତଜନନୀ ମା’ ଦୁର୍ଗାଙ୍କ ଆଗମନରେ ଗାଁ’ରୁ ସହର ଉତ୍ସବମୁଖର ହୋଇ ଉଠିଥିବା ବେଳେ ଆଜି ପବିତ୍ର ମହାନବମୀ
ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନରେ ଗାଁ’ରୁ ସହର ଉତ୍ସବମୁଖର ହୋଇ ଉଠିଥିବା ବେଳେ ଆଜି ପବିତ୍ର ମହାନବମୀ
ଉପଲକ୍ଷେ ବିଶ୍ୱରେ ଶାନ୍ତି , ମୈତ୍ରୀ ଓ ସୌହାର୍ଦ୍ୟ ପ୍ରତିଷ୍ଠା ପାଇଁ ଡୁମାଣୀ ପରିବାର ପକ୍ଷରୁ ବିଶିଷ୍ଟ ସମାଜସେବୀ,
ଆଇନଜୀବୀ ତଥା ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ, ମା’ଙ୍କ ପୀଠରେ…
ଓଡ଼ିଶାର “ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍’କୁ ପ୍ରଶଂସା
ଭୁବନେଶ୍ୱର,୧୫ା୧୦(ଡିକେ ନୁ୍ୟଜ):ସାରା ଦେଶ ପାଇଁ ମଡେଲ ସାଜିଥିବାଓଡ଼ିଶାର ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନାକୁବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସାକରାଯାଉଛି । ଏହି ଯୋଜନାର ପ୍ରଶଂସକତାଲିକାରେ ଯୋଡ଼ି ହୋଇଛନ୍ତିଲଣ୍ଡନସ୍ଥିତ ଆନ୍ତର୍ଜାତିକ ଜଳସଂଘରକାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଡ.…
ପୁଣି ସାମ୍ନାକୁ ଆସିଲା ପୁଣି ପୁରୀ ଶ୍ରୀମନ୍ଦିର ଭିତରର ଭିଡିଓ ଭାଇରାଲ
ଶ୍ରୀ ମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚାଲିଛି ଟଣା ଓଟରା । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ନିନ୍ଦନୀୟ ଘଟଣା । ଶ୍ରୀମନ୍ଦିର ଭିତରେ ରିଲ ଭିଡିଓ । ରୋହିତ ଯୟସ୍ଵାଲ ନାମକ ଜଣେ ବ୍ୟକ୍ତି ତାଙ୍କ Instagarm I'd ରେ ଛାଡିଛନ୍ତି ଏହି ଭିଡ଼ିଓ । ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଘୋର…
ମହିଳା ଟି-୨୦ ବିଶ୍ୱକପ୍, ପାକିସ୍ତାନର ଲଜ୍ଜାଜନକ ପରାଜୟ: ସେମିରେ ଭାରତ
କେପଟାଉନ : ଆଇସିସି ଟି-୨୦ ମହିଳା ବିଶ୍ୱକପ୍ ୨୦୨୩ର ସେମିରେ ଟିମ୍ ଇଣ୍ଡିଆର ଏଣ୍ଟ୍ରି । ଭାରତୀୟ ଟିମ୍ ବ୍ୟତୀତ ଆଉ ୩ଟି ଦଳ ମଧ୍ୟ ସେମିରେ ଏଣ୍ଟ୍ରି କରିଛନ୍ତି । ଗ୍ରୁପ୍-୨ରେ ଇଂଲଣ୍ଡ ଟପ୍ ରହିଥିବା ବେଳେ ଟିମ୍ ଇଣ୍ଡିଆ ୨ୟ ନମ୍ବରର ରହି ସେମି ପାଇଁ କ୍ୱାଲିଫାଇ କରିଛନ୍ତି । ସେହିପରି…
ଶେଷ ଆଇପିଏଲ୍ ଖେଳିବେ କ୍ୟାପଟେନ୍ କୁଲ୍ !
ମୁମ୍ବାଇ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମଧ୍ୟ ଆଇପିଏଲରେ ନିଜର ଜଲୱା ଦେଖାଉଛନ୍ତି । ନିଜ ନେତୃତ୍ୱରେ ୪ ଥର ଚେନ୍ନାଇ ସୁପର କିଙ୍ଗ୍ସକୁ ·ମ୍ପିଅନ କରାଇଛନ୍ତି । କିନ୍ତୁ ଏବେ କ୍ୟାପଟେନ କୁଲଙ୍କ ପ୍ରଶଂସକଙ୍କ ପାଇଁ ଆସିଛି…
ଆଦିଦାସ ଟିମ୍ ଇଣ୍ଡିଆ କିଟ୍ ସ୍ପନ୍ସର
ନୂଆଦିଲ୍ଲୀ : ବଦଳିବ ଭାରତୀୟ କ୍ରିକେଟ୍ ଦଳର କିଟ୍ ସ୍ପୋନସର । ନୂତନ ବର୍ଷରେ ପୋଷାକର ବ୍ରାଣ୍ଡ "କିଲର' ଭାରତୀୟ କ୍ରିକେଟ୍ ଦଳର କିଟ୍ ସ୍ପୋନସର ବା ପ୍ରାୟୋଜକ ସାଜିଥିଲା । ଏମପିଏଲର ଜାଗା ନେଇଥିଲା କିଲର । ତେବେ ଏହାର କିଛି ସପ୍ତାହ ପରେ ଭାରତୀୟ ଜର୍ସିର ସ୍ପୋନସରକୁ ନେଇ ଆସିଛି ବଡ…
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ କଳାହାଣ୍ଡି ଗସ୍ତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ କଳାହାଣ୍ଡି ଗସ୍ତରେ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟସ୍ଥଳୀ ଗୁଡ଼ିକୁ ପରିଦର୍ଶନ କରିଛନ୍ତି । ଏହି କ୍ରମରେ ସେ ପ୍ରଥମେ ମଦନପୁରରାମପୁର ପାଇକପଡ଼ାଠାରେ ନୂତନ…
ଆଦିବାସୀ ମେଳାରେ ଜମୁଛି ଭିଡ
ଭୁବନେଶ୍ୱର : ଆଦିବାସୀ ମେଳାରେ କଳାବସ୍ତୁ ପ୍ରଭାଗରେ ସମୁଦାୟ ୧୩ଟି ଷ୍ଟଲ ରହିଛି । ଧରଣୀପେନୁ ଢୋକରା କାରିଗରୀ ସମିତି, ବାଲିଗୁଡ଼ା, କନ୍ଧମାଳ ପକ୍ଷରୁ ଢୋକରା ସାମଗ୍ରୀ ଯଥା: କଇଁଛ, ମାଣ, ଘଣ୍ଟି, ଫରୁଆ, ପିତଳ କବାଟ ହ୍ୟାଣ୍ଡେଲ, ମୂର୍ତି ଇତ୍ୟାଦି ପ୍ରଦର୍ଶନ ଓ ବିକ୍ରୟ ନିମନ୍ତେ ରଖାଯାଇଛି…
ସେୟାର ବଜାର: ରେଡ୍ ମାର୍କରେ ବନ୍ଦ ହେଲା ସେନସେକ୍ସ ଓ ନିଫ୍ଟି
ନୂଆଦିଲ୍ଲୀ : ଭାରତୀୟ ସେୟାର ବଜାରରେ ମଙ୍ଗଳବାର ମିଶ୍ରିତ କାରବାର ଦେଖିବାକୁ ମିଳିଛି । ଉଭୟ ସେନସେକ୍ସ ଓ ନିଫ୍ଟି ସୂଚକାଙ୍କ ସାମାନ୍ୟ ହ୍ରାସ ପାଇ ବନ୍ଦ ହୋଇଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୧୮.୮୨ ପଏଣ୍ଟ ହ୍ରାସ ପାଇ ୬୦,୬୭୨.୭୨ରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ୍…