Browsing Category

ଭିଡ଼ିଓ

ସଂଘାଇରେ ଜନସଂଖ୍ୟାର ୭୦ ପ୍ରତିଶତ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଚୀନରେ କରୋନା ଭୂତାଣୁର ତାଣ୍ଡବ ଜାରି ରହିଛି । ଲୋକଙ୍କୁ ହସ୍ପିଟାଲରେ ସ୍ଥାନ ମିଳୁ ନଥିବା ଭିଡିଓ ସାମନାକୁ ଆସୁଛି । ଶ୍ମଶାନ ଗୁଡିକରେ ମୃତ ଶରୀରର ଲମ୍ୱା ଲାଇନ ଲାଗି ରହିଛି । ଦେଶରେ ଜରୁରୀ ଔଷଧ ଗୁଡିକର ଭୟଙ୍କର ସଂକଟ ରହିଛି । ଏହାରି ଭିତରେ ସଂଘାଇର ଏକ ବଡ଼ ହସ୍ପିଟାଲର ଜଣେ…

ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଛିଡ଼ା ହେବ ବିଜେଡି ମିଡ଼ିଆ ଟିମ

ଗତ ଡିସେମ୍ବର ୩୧ ତାରିଖରେ ପୁନର୍ଗଠିତ ହୋଇଥିବା ବିଜେଡିର ନୂଆ ମିଡିଆ ଟିମ୍‌ ଆଜି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ନୀବନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ବିଜେଡିର ଜାତୀୟ ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର ଗଣମାଧ୍ୟମକୂ…

ମାଷ୍ଟର ପ୍ଲାନ୍‌କୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଚମକିବ ଶିଖରଚଣ୍ଡୀ ମନ୍ଦିର

ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ୱର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ । ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ ଏବଂ ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି…

୧୫ ଦିନରେ ୩ ଋଷ ନାଗରିକଙ୍କ ମୃତ୍ୟୁ

୧୫ଦିନ ଭିତରେ ଓଡ଼ିଶାରେ ୩ ଋଷ ନାଗରିକଙ୍କ ମୃତ୍ୟୁକୁ ନେଇ ହଇଚଇ ସୃଷ୍ଟି ହୋଇଛି । ବର୍ଷ ଶେଷ ଓ ବର୍ଷ ଆରମ୍ଭ ଭିତରେ ୩ ଋଷ ନାଗରିକଙ୍କ ମୃତ୍ୟୁ ପରେ ସାରା ରାଜ୍ୟରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି । ଏହି ତୃତୀୟ ଋଷ ନାଗରିକ ହେଲେ ସର୍ଜେଇ ମିଲ୍ୟାକୋଭ୍‌(୫୧) । ମିଲ୍ୟାକୋଭ୍‌ ଜାହାଜର…

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆବର୍ଷ ଭେଟି ପୁଣି ବର୍ଷେ ମିଳିବ ମାଗଣା ଚାଉଳ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୩ ନୂଆ ବର୍ଷ ଆରମ୍ଭରୁ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ହୀତାଧିକାରୀଙ୍କୁ ଆହୁରି ବର୍ଷେ ପର୍ଯ୍ୟନ୍ତ ମାଗଣା ·ଉଳ ମିଳିବ । ମାସକୁ ୫ କେଜି ଲେଖାଏଁ ମିଳିବ ମାଗଣା ଚାଉଳ । ଏଥିପାଇଁ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ…

କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୬ ଡିସେମ୍ବର – ବଢୁଥିବା କରୋନା ଭୟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚ ସ୍ତରୀୟ ବୈଠକରେ ସମୀକ୍ଷା କରିବେ । ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତା କାଲି ଅପରାହ୍ନ ୪.୩୦…

ତାଳବଣିଆରେ ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସ ସମାରୋହ

ପୁରୀ, ୨୬ ଡିସେମ୍ବର - ବିଜୁ ଜନତା ଦଳ (ବିଜେଡ଼ି) ର ୨୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଆଜି ପୁରୀ ତାଳବଣିଆ ଇନଡୋର ଷ୍ଟାଡ଼ିୟମରେ ରାଜ୍ୟସ୍ତରିୟ ସମାବେଶ ଅନୁଷ୍ଠିତ ହୋଇଛି । ଏଥିରେ ଯୋଗଦେବା ସହ ସାଧାରଣ ସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଓଡ଼ିଶାର ସ୍ଵାଭିମାନ…

ବିଜେଡିର ୨୫ବର୍ଷର ଜୟଯାତ୍ରା

୨୫ ପୂରି ୨୬ବର୍ଷରେ ପାଦ ଦେବ ବିଜେଡି । ପୁରୀ ତାଳବଣିଆ ପଡ଼ିଆରେ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ସମାବେଶ ପାଇଁ ବ୍ୟାପକ ଆୟୋଜନ କରାଯାଉଛି । ବିଜେଡିର ରୌପ୍ୟଜୟନ୍ତୀ ସମାରୋହରେ ସାମିଲ ହେବେ ୫୦ହଜାରରୁ ଊଦ୍ଧ୍ୱର୍କା ର୍ଯ୍ୟକର୍ତ୍ତା । ୨୦୨୪ ପାଇଁ ଶ୍ରୀକ୍ଷେତ୍ରରୁ ଶଙ୍ଖ ଫୁଙ୍କିବେ ନବୀନ ।…

ଭୁବନେଶ୍ୱର ଏମ୍‌ସର ନୂଆ  ସଫଳତା

ଗତ ଡିସେମ୍ବର ୯। ରାତି ୧୦। ଭୁବନେଶ୍ୱର ଏମ୍ସ ଏମର୍ଜେନ୍ସି ଓ୍ବାର୍ଡରେ ପହଞ୍ଚିଲେ ପୁରୀ କୃଷ୍ଣପ୍ରସାଦ ବ୍ଲକ୍ ସାମନ୍ତରାପୁର ଗାଁର ସ୍ୱାଧୀନ ଦାସ। ସାଙ୍ଗରେ ବରଫ ପ୍ୟାକେଟରେ ଥିଲା ଏକ କଟା ହାତ, ଯାହାକି ତାଙ୍କ ଭଉଣୀ  ବର୍ଷାଙ୍କର।  ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିଲେ ବର୍ଷା।  କାଳ ବିଳମ୍ବ…

ଆଇପିଏଲ୍ ୨୦୨୩ ପାଇଁ ଆଜି ହେବ ଖେଳାଳିମାନଙ୍କର ମିନି ଅକ୍ସନ

କିଏ କେଉଁ ଦଳକୁ ଯିବ? କେଉଁ ଆଇପିଏଲ୍ ଟିମ କେଉଁ ପ୍ଲେୟାରକୁ କିଣିବ ? ତାହା ଆଜି ପକ୍କା ହେଇଯିବ । ଆଇପିଏଲ୍ ୨୦୨୩ ପାଇଁ ଆଜି ହେବ ଖେଳାଳିମାନଙ୍କର ମିନି ଅକ୍ସନ । କୋଚିରେ ହେବାକୁ ଥିବା ଏ ଖେଳାଳି ନିଲାମରେ ଭାଗ୍ୟ ପରୀକ୍ଷା କରିବେ ୪୦୫ ଜଣ ବିଦେଶୀ ଓ ଭାରତୀୟ ଖେଳାଳି । ତେବେ ବର୍ତମାନ…