Browsing Category

ଭିଡ଼ିଓ

ଫେବୃଆରୀରୁ ଅସହ୍ୟ ତାତି, ୩୮ ଡିଗ୍ରୀ ଛୁଇଁଲା ରାଜଧାନୀର ତାପମାତ୍ରା

ଭୁବନେଶ୍ୱର : ଫେବୃଆରୀ ମାସରେ ଅସହ୍ୟ ତାତି । ଯେଉଁ ସମୟରେ ଶୀତ ଲାଗିରହିଥାଏ, ସେହି ସମୟରେ ଲୋକ ଖରା ଗରମରେ କଲବଲ ହେବାକୁ ଲାଗିଲେଣି । ପୂରା ଓଡ଼ିଶାରେ ଉଭୟ ଦିନ ଓ ରାତିର ତାପମାତ୍ରା ଧୀରେ ଧୀରେ ବୃଦ୍ଧି ପାଉଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଅନେକ ସ୍ଥାନର ତାପମାତ୍ରା ୩୫ ଡିଗ୍ରି…

ଓଡ଼ିଶାରୁ ଦୂର ହେବ ମ୍ୟାଲେରିଆ

ଭୁବନେଶ୍ୱର : ଓଡ଼ିଶାରୁ ଦୂର ହେବ ମ୍ୟାଲେରିଆ । ନୋ ମୋର ମ୍ୟାଲେରିଆ ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଆଗାମୀ ୨୦୨୭ ସୁଦ୍ଧା ଓଡ଼ିଶାରୁ ମ୍ୟାଲେରିଆ ସମ୍ପୂର୍ଣ୍ଣ ଦମନ କରିବା ପାଇଁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ । ୨୦୨୭ ସୁଦ୍ଧା ଓଡ଼ିଶାରେ ମ୍ୟାଲେରିଆ ଦମନ…

ନୂଆ ରୂପରେ ସୁଆଣ୍ଡୋ, ୨୩ରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ପୁରୀ : ନୂଆରୂପ ପାଇଛି ଉକ୍ରଳମଣିଙ୍କ ଜନ୍ମମାଟି । ଐତିହାସିକ ଗ୍ରାମରେ ହୋଇଛି ରୂପାନ୍ତର । ଗୋପବନ୍ଧୁଙ୍କ ଜନ୍ମସ୍ଥାନକୁ ମିଳିଛି ସ୍ୱତନ୍ତ୍ର ପରିଚୟ । ୨୩ ତାରିଖରେ ପୂନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୫ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ମଧ୍ୟରେ…

ଆମେରିକା ଆକାଶରେ ଏକ ଗୁଇନ୍ଦା ବେଲୁନ

ନୂଆଦିଲ୍ଲୀ : ଆମେରିକା ଆକାଶରେ ପୁଣି ଏକ ଗୁଇନ୍ଦା ବେଲୁନ ଦେଖିବାକୁ ମିଳିଛି । ଖବର ଅନୁସାରେ, ଏହି ବେଲୁନ ହୋନୁଲୁଲୁ ଅଞ୍ଚଳର ପୂର୍ବଭାଗରେ ଉଡ଼ୁଥିବା ଦେଖିବାକୁ ମିଳିଛି । ସୂଚନାଥାଉକି, ଯେଉଁ ଅଞ୍ଚଳରେ ଏହି ଗୁଇନ୍ଦା ବେଲୁନ ଦେଖିବାକୁ ମିଳିଛି, ସେହି ମାର୍ଗରେ ଅନେକ ବିମାନ ଉଡ଼ାଣ ଭରିବା…

ସମବାୟ ସମିତିର ହେବ ଦକ୍ଷତା ମୂଲ୍ୟାଙ୍କନ

ଭୁବନେଶ୍ୱର : ରାଜ୍ୟରେ ସମ୍ପ୍ରତି ୨୭୦୮ଟି ପ୍ରାଥମିକ କୃଷି ସମବାୟ ସମିତି ଧାନ ଉଠାଣ ପ୍ରକ୍ରିୟାରେ ସାମିଲ ରହିଥିବା ବେଳେ ·ଷୀଙ୍କର ଆବଶ୍ୟକତାକୁ ଦେଖି ଅତିରିକ୍ତ ୧୩ଶହ ଇତିମଧ୍ୟରେ ପ୍ରାଥମିକ କୃଷି ସମବାୟ ସମିତି ଓ ବୃହତ ଅଞ୍ଚଳ ବହୁମୁଖୀ କୃଷି ସମବାୟ ସମିତିଗୁଡ଼ିକର ଦକ୍ଷତା ମୂଲ୍ୟାଙ୍କନ…

ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ଦାବି, ଅବହେଳିତ ଅନନ୍ତେଶ୍ୱର ମହାଦେବ

ନିଶ୍ଚିନ୍ତକୋଇଲି : ଅଷ୍ଟମ ଶତାବ୍ଦୀରେ ଯେତେବେଳେ ସମଗ୍ର ଓଡିଶା ନିଜର ଅସ୍ମିତା, ଗର୍ବୀତ ପ୍ରାଦେଶିକତା, ସାଂସ୍କୃତିକ ଆରୋହଣ ତଥା ସୃଜନ ଶୀଳ ପ୍ରତିଭାର ବିକାଶ ପାଇଁ ସଙ୍ଘର୍ଷ କରୁଥିଲା ଠିକ୍‌ ସେତିକିବେଳେ ମହାନଦୀ ଚିତ୍ରୋତ୍ପଳା ତ୍ରିକୋଣ ଭୂମି ଅଞ୍ଚଳ ନିଜର ଏକ ସ୍ପର୍ଦ୍ଧିତ ପରିଚୟ ସୃଷ୍ଟି…

ଆଇସିସିର ସବୁଜ ସଙ୍କେତ, ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ହୋଇପାରେ ଡବ୍ଲୁଟିସି ଫାଇନାଲ୍‌ ମ୍ୟାଚ୍‌

ନୂଆଦିଲ୍ଲୀ : କେଉଁ ଦୁଇ ଦଳ ମଧ୍ୟରେ ବିଶ୍ୱ ଟେଷ୍ଟ ଚ୍‌ମ୍ପିଅନସିପର ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ତାକୁ ନେଇ ସୂଚନା ଦେଇଛି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ(ଆଇସିସି) । ଜୁନ ମାସର ପ୍ରଥମ ସପ୍ତାହରେ ଡବ୍ଲ୍ୟୁଟିସିର ଫାଇନାଲ୍‌ ମ୍ୟାଚ୍‌ ଇଂଲଣ୍ଡରେ ଖେଳାଯିବ । ବର୍ତ୍ତମାନ କେବଳ ତିନୋଟି ଦଳ…

ଜାଗା ମିଶନ ପାଇଁ ଆସିବ ସାଟେଲାଇଟ୍‌ ଇମେଜ

ଭୁବନେଶ୍ୱର  : ଜାଗା ମିଶନରେ ଡ୍ରୋନ୍‌ ସର୍ଭେ ପାଇଁ ହେଉଥିବା ସମସ୍ୟାର ସମାଧାନ କରିବ ଓଡ଼ିଶା ସ୍ପେସ ଆପ୍ଲିକେସନ ସେଣ୍ଟର (ଓରସାକ) । ବର୍ତ୍ତମାନ କିଛି ସହରାଞ୍ଚଳରେ ବିଭିନ୍ନ କଟକଣା ପାଇଁ ଡ୍ରୋନ୍‌ ଉଡ଼ାଇବା ସମ୍ଭବ ହେଉନାହିଁ । ଏହାଦ୍ୱାରା ଡ୍ରୋନ୍‌ ସର୍ଭେ କାମ ଅଟକି ରହୁଛି । ବିଶେଷ କରି…

ବ୍ରାଜିଲ୍‌ରେ ବର୍ଷା ଓ ଭୂସ୍ଖଳନରେ ୨୪ ମୃତ

ନୂଆଦିଲ୍ଲୀ: ଦକ୍ଷିଣ ଆମେରିକା ଦେଶରେ ପ୍ରକୃତିର କୋପ । ବ୍ରାଜିଲ୍‌ରେ ବନ୍ୟା ତାଣ୍ଡବ ରଚିଛି । ବାଦଲ ଫଟା ବର୍ଷା ପରେ ଦେଶରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ଯୋଗୁ ପ୍ରାୟ ୨୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକଲୋକ ପ୍ରଭାବିତ ହୋଇଛନ୍ତି । ସ୍ଥାନୀୟ…

ଆଜିଠୁ କମ୍ପିବ ବିଧାନସଭା, ମୁହାଁମୁହିଁ ହେବେ ଶାସକ-ବିରୋଧୀ, ୨ଲକ୍ଷ ୨୦ହଜାର କୋଟି ହୋଇପାରେ ବଜେଟ୍‌ ଆକାର

ଭୁବନେଶ୍ୱର : ଆଜିଠୁ ବିଧାନସଭା ଭିତରେ ଲଢେ଼ଇ । ବଜେଟ୍‌ ଅଧିବେଶନରେ ମୁହାଁମୁହିଁ ହେବେ ଶାସକ-ବିରୋଧୀ । ଉଭୟଙ୍କ ପାଖରେ ରହିଛି ମାଳମାଳ ପ୍ରସଙ୍ଗ । ନବଦାସଙ୍କ ହତ୍ୟା ମାମଲା ଓ ତଦନ୍ତ ପ୍ରକ୍ରିୟାକୁ ନେଇ ବିରୋଧୀ ଗୃହ ହୁଲସ୍ତୁଲ କରିବାକୁ ଥିବାବେଳେ ଆଇନଶୃଙ୍ଖଳା, ଚାଷୀ-ଚାଷ,…