Sign in
Sign in
Recover your password.
A password will be e-mailed to you.
Browsing Category
ଭିଡ଼ିଓ
୧୯ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ସୃଷ୍ଟି ହେବ ୪୫୦୦ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୯ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିମଧ୍ୟରୁ ୧୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ଦୁଇଟିର ଉଦ୍ଘାଟନ କରାଯାଇଛି । ପ୍ରକଳ୍ପରେ ମୋଟ ୧୬୫୦କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୪୫୦୦…
ନୂଆ ଜୀବନ ଦେଲା ବିଏସ୍କେୱାଇ
ଭୁବନେଶ୍ୱର: ଜୀବନ ଦେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ସଂଜୀବନୀ ସାଜିଛି ବିଏସ୍କେୱାଇ କାର୍ଡ । ନିଜ ମାଆର ଜୀବନ ଫେରି ପାଇଲା ପରେ ଜଣେ ରୋଗୀଙ୍କ ଆତ୍ମୀୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଯାଜପୁର ଜିଲ୍ଲା ନାଉବାଙ୍କ ଗ୍ରାମର ସୁମନ୍ତ କୁମାର ସାହୁ କହନ୍ତି ମୁଖ୍ୟମନ୍ତ୍ରୀ ନବୀନ…
ସେଲ୍ଫୀ ଦେବାକୁ ମନା କରିବାରୁ ପୃଥ୍ୱୀଙ୍କୁ ଆକ୍ରମଣ, ୮ଜଣଙ୍କ ନାରେ ମାମଲା ରୁଜୁ
ମୁମ୍ବାଇ, ୧୬ା୨: ସେଲ୍ଫୀ ଦେବାକୁ ମନା କରିବାରୁ କ୍ରିକେଟର ପୃଥ୍ୱୀ ଶଙ୍କ ଉପରେ ଆକ୍ରମଣ । ମୁମ୍ବାଇର ଏକ ହୋଟେଲ୍ ସାମ୍ନାରେ ଏହି ଆକ୍ରମଣ ହୋଇଛି । ପୃଥ୍ୱୀ ବନ୍ଧୁଙ୍କ ସହ କାର୍ ଭିତରେ ବସିଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ସେଲ୍ଫୀ ନେବାକୁ ବାଧ୍ୟ କରିଥିଲେ । ହେଲେ କ୍ରିକେଟର ମନା…
ଜୟନାରାୟଣଙ୍କ ବହିଷ୍କାର ଦାବିରେ ରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ
ଭୁବନେଶ୍ୱର,୧୬ା୨(ଡିକେ ନ୍ୟୁଜ): ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିରୋଧରେ ତେଜୁଛି ଅସନ୍ତୋଷ । ରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ । ପିଏମଜିରେ ଶହ ଶହ ମହିଳା ଯୋଗ ଦେଇ ଜୟନାରାୟଣଙ୍କର ବିରୋଧରେ ସ୍ୱର ଉତ୍ତୋଳନ କରଥିଲେ ।…
ଟ୍ରାଫିକ୍ ସମସ୍ୟାରେ କଲବଲ ଜନଜୀବନ, ବିଶ୍ୱର ୧୦ ଭିଡ ସହର ତାଲିକାରେ ବେଙ୍ଗାଲୁରୁ-ପୁଣେ
ନୂଆଦିଲ୍ଲୀ, ୧୬ା୨: ବଡ ସହରରେ ଟ୍ରାଫିକ ବୃଦ୍ଧି ସମସ୍ତଙ୍କ ପାଇଁ ଏକ ସମସ୍ୟା ପାଲଟିଛି । ଦୁନିଆର ପ୍ରତ୍ୟେକ ବଡ ସହରରେ ଯାନ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ଅଳ୍ପ ଦୂରତାକୁ ମଧ୍ୟ ଅତିକ୍ରମ କରିବାକୁ ବହୁତ ସମୟ ଲାଗୁଛି । ଏକ ଡେନମାର୍କ ସଂଗଠନ ଦ୍ୱାରା ୧୦ ଭିଡ ସହର ତାଇିକାର ଏକ ରିପୋର୍ଟ…
୮୪୦ ବିମାନ କିଣିବ ଏୟାର ଇଣ୍ଡିଆ
ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ବେସାମରିକ ବିମାନ କିଣିବା ସଉଦା ଆହୁରି ବଡ଼ ହେବ । ଏମିତିରେ କମ୍ପାନୀ ଆମେରିକା ଓ ଫ୍ରାନ୍ସ ସହ ଚୁକ୍ତି କରି ୪୭୦ ବିମାନ କିଣି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଇତିହାସ ରଚିଛି । ଏବେ ପୁଣି ୩୭୦ ଜେଟ୍ କିଣିବାକୁ ଚାହୁଁଛି କମ୍ପାନୀ । ଆସନ୍ତା ୧୦ ବର୍ଷ…
ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କୃଷିରେ ବ୍ୟବହାର କରନ୍ତୁ ନୂଆ ଟେକ୍ନୋଲୋଜି
ଭୁବନେଶ୍ୱର, ୧୬ା୨(ଡିକେ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବରମୁଣ୍ଡା ପଡିଆଠାରେ ରାଜ୍ୟସ୍ତରୀୟ ବାର୍ଷିକ କୃଷି ମହୋତ୍ସବ "କୃଷି ଓଡିଶା' ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ କୃଷକମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଫାର୍ମ ମେକାନାଇଜେସନ ଓ ଫସଲ ବିବିଧତା…
ଡ୍ରୋନ୍ ଜରିଆରେ ଘରକୁ ପଠାଯିବ ଔଷଧ
ହାୱଡା : ଟ୍ରାଫିକ୍ ଜାମ୍ର ସମସ୍ୟାରୁ ରକ୍ଷା ପାଇବା ଓ ଠିକ୍ ସମୟରେ ଔଷଧ ପହଞ୍ଚାଇବା ପାଇଁ ଟେକ୍ନେଲୋଜିର ସାହାରା ନିଆଯାଉଛି । କୋଲକାତାରେ ମଙ୍ଗଳବାର ଡ୍ରୋନ୍ ଜରିଆରେ ଔଷଧ ପଠାଇବା ସେବା ଆରମ୍ଭ ହୋଇଯାଇଛି । ଏହି ସେବାକୁ ଆରମ୍ଭ କରିଥିବା ଷ୍ଟାର୍ଟଅପ୍ ଟିଏସ୍ଏଡବ୍ଲୁ ଟେକ୍ସିନଣ୍ଟ…
ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାରକୁ ୩ଲକ୍ଷ ସହାୟତା
ଭୁବନେଶ୍ୱର : ଗତକାଲି ଗଞ୍ଜାମ ଜିଲ୍ଲା ଗୋପାଳପୁରର ମାଣ୍ଡିଆପଲ୍ଲୀରେ ମୋଟର ଦୁର୍ଘଟଣାରେ ତିନିଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ଏଥିସହ ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୩ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ…
୨୧ରୁ ବଜେଟ୍ ଅଧିବେଶନ ୨୦ରେ ସର୍ବଦଳୀୟ ବୈଠକ
ଭୁବନେଶ୍ୱର : ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ । ବିଧାନସଭାର ସୁପରି ଚ।ଳନା ନେଇ ଆସନ୍ତା ୨୦ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକରେ ବିଧାନସଭା କିପରି ଚ। ଲିବ ସେ ନେଇ ଉଭୟ ଶାସକ ଓ ବିରୋଧୀ ଦଳ ନେତାଙ୍କଠୁ ମତାମତ ନିଆଯିବ । ଏ ନେଇ ବାଚସ୍ପତି…