Browsing Category

ମନୋରଞ୍ଜନ

“ସଲାକାର’ରେ ଗୁଇନ୍ଦାଗିରି କରିବେ ମୌନି

ନୂଆଦିଲ୍ଲୀ : ବଲିଉଡ୍ ଅଭିନେତ୍ରୀ ମୌନି ରାୟ  ଭୂତନୀ' ପରେ ପୁଣି ଦମ୍ଦାର ଅନ୍ଦାଜରେ କମ୍ବ୍ୟାକ୍ କରିବାକୁ ଯାଉଛନ୍ତି । ତାଙ୍କୁ ଖୁବ୍ ଶୀଘ୍ର ଏକ ସ୍ପାଏ ଥ୍ରିଲର ଫିଲ୍ମ "ସଲାକାର'ରେ ଦେଖିବାକୁ ମିଳିବ । ସେଥିରେ ସେ ଗୁଇନ୍ଦାଗିରି କରୁଥିବା ନଜର ଆସିବେ । ଫିଲ୍ମଟି ଜାତୀୟ ସୁରକ୍ଷା…

ସୁଶାନ୍ତ-ରିୟାଙ୍କ ପ୍ରେମ କାହାଣୀକୁ ନେଇ ତିଆରି ହେବ ଫିଲ୍ମ!

ମୁମ୍ବାଇ, : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ୧୪ ଜୁନ୍ ୨୦୨୦ରେ ଏ ଦୁନିଆ ଛାଡି ଚାଲିଯାଇଥିଲେ । ତାଙ୍କ ଶୋଇବା ଘରୁ ତାଙ୍କର ମୃତଦେହ ମିଳିବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । ତାଙ୍କ ଦେହାନ୍ତଙ୍କୁ ୫ବର୍ଷ ବିତିଥିବା ବେଳେ ପ୍ରଶଂସକମାନେ ଏବେ ବି ତାଙ୍କୁ ବହୁତ ମନେ ପକାଉଛନ୍ତି…

‘ହାଉସଫୁଲ ୫\’ ରିଲିଜର କମିଲା କ୍ରେଜ

ମୁମ୍ବାଇ, : ତରୁଣ ମନସୁଖାନୀଙ୍କ ନିର୍ଦ୍ଦେଶିତ ହାଉସଫୁଲ ୫ ଗତ ୬ତାରିଖରେ ରିଲିଜ ହୋଇଛି । ଏହି ଫିଲ୍ମ ମାତ୍ର ୪ ଦିନରେ ୧୦୦କୋଟି ଟଙ୍କା ଅତିକ୍ରମ କରିଥିଲା କିନ୍ତୁ ଏବେ ଏହାର ହ୍ରାସ ପାଇଛି ରୋଜଗାର । ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ କଲେକ୍ସନ ବିଷୟରେ କହିବାକୁ ଗଲେ, ନିର୍ମାତାମାନେ…

କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ,ଓଡ଼ିଶା ଛାତ୍ର କଂଗ୍ରେସ ତରଫରୁ ଦାବି ପତ୍ର ପ୍ରଦାନ।

କୋରାପୁଟ : କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ,ଓଡ଼ିଶା ଛାତ୍ର କଂଗ୍ରେସ ତରଫରୁ ରାଜ୍ୟପାଳ ଙ୍କ ଉଦ୍ୟସରେ ଦାବି ପତ୍ର ପ୍ରଦାନ। କୋରାପୁଟ ଜିଲ୍ଲା ଛାତ୍ର କଂଗ୍ରେସ,ଓଡ଼ିଶା ଛାତ୍ର କଂଗ୍ରେସ ତରଫରୁ ଏକ ରାଲି ରେ ଆସି କୋରାପୁଟ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଠାରେ ପହଁଞ୍ଚ ବିକ୍ଷୋଭ ପ୍ରଦର୍ଶନ…

ଦ ଗ୍ରେଟ୍ ଇଣ୍ଡିଆନ କପିଲ ଶୋ’କୁ ଫେରିଲେ ସିଦ୍ଧୁ

ମୁମ୍ବାଇ, : ବଲିଉଡର ଜଣାଶୁଣା କମେଡିଆନ୍ କପିଲ ଶର୍ମାଙ୍କ ଲୋକପ୍ରିୟ ଶୋ' ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ' ଏହାର ତୃତୀୟ ସିଜିନ୍ ସହିତ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛି । ଏହି ସମୟରେ, ଶୋ'ର ନିର୍ମାତାମାନେ ଏକ ବଡ଼ ଘୋଷଣା କରିଛନ୍ତି । ପ୍ରକୃତରେ, ନବଜୋତ ସିଂହ ସିଦ୍ଧୁ ଏହି ନୂତନ…

ଅମିତାଭ ବଚ୍ଚନ ଜଣେ ବହୁତ ଭଲ ଏବଂ ନମ୍ର ବ୍ୟକ୍ତ

ମୁମ୍ବାଇ,: ବଲିଉଡର ଶେହନ୍ସା ବିଗ୍ ବି ଅମିତାଭ ବଚ୍ଚନଙ୍କୁ କିଏ ବା ନ ଜଣେ । ସେ ୨୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ଦର୍ଶକଙ୍କ ସହିତ ତାଙ୍କ ସହକଳାକାରଙ୍କୁ ମଧ୍ୟ ତାଙ୍କ ପାଇଁ ପାଗଳ କରିଛନ୍ତି । ଏହାରି ମଧ୍ୟରେ ‘କଳକି ୨୮୯୮ ଏଡି\' ଅଭିନେତ୍ରୀ ଶୋଭନା ବିଗ୍ ବିଙ୍କ ବିଷୟରେ କହି…

ବିବାହ ବନ୍ଧନରେ ବାନ୍ଧିହେଲେ ସୁପରଷ୍ଟାର ନାଗାର୍ଜୁନଙ୍କ ସାନ ପୁଅ ଅଖିଲ ଆକ୍କିନେନ

ନୂଆଦିଲ୍ଲୀ, : ସାଉଥ ସୁପରଷ୍ଟାର ନାଗାର୍ଜୁନ ଏବଂ ଅମାଲା ଆକ୍କିନେନିଙ୍କ ସାନ ପୁଅ ତଥା ଅଭିନେତା ଅଖିଲ ଆକ୍କିନେନି ଜୈନବ ରାଓଜୀଙ୍କୁ ବିବାହ କରିଛନ୍ତି ଏବଂ ସେମାନଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଜି ହାଇଦ୍ରାବାଦରେ ପ୍ରେମୀଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।…

ବାହୁଡ଼ାରେ ପରଦାକୁ ଆସିବ ‘ଆଇ ଆମ୍ କାଳିଆ

ଭୁବନେଶ୍ୱର, : ଲି ବ୍ଲିସ୍‌ ଏଣ୍ଟରଟେନମେଣ୍ଟ ବ୍ୟାନରରେ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ଆଇ ଆମ୍‌ କାଳିଆ- ଲଭ୍ ଅର୍ ଡିଭୋସନ୍‌?\'ର ଫାଷ୍ଟ୍ ଲୁକ୍ ଉନ୍ମୋଚନ ହୋଇଛି । ଚଳଚ୍ଚିତ୍ରର ପୂରା ଟିମ୍ ଏବଂ ବିଶିଷ୍ଟ ଅତିଥିବୃନ୍ଦ ଯୋଗଦେଇ ଏହାକୁ ଉନ୍ମୋଚନ କରିଥିଲେ । ଆଜିକା ସମୟରେ ମହାପ୍ରଭୁଙ୍କୁ ଖୁବ୍…

“ଧୂମ୍‌-୪\’ରେ ନଜର ଆସିବେ ରଣବୀର କପୁର

ମୁମ୍ବାଇ,: \"ଧୂମ୍‌୪\'ରେ ନଜର ଆସିବେ ରଣବୀର କପୁର । ଫିଲ୍ମରେ ତାଙ୍କ ଲୁକ୍‌ ପୂରାପୂରି ନୂଆ ଓ ଅଲଗା ହେବ । ଏହାର ପ୍ରସ୍ତୁତି ସେ ଏବେଠୁ ଆରମ୍ଭ କରିଦେଇଛନ୍ତି । ସଦ୍ୟ ରିପୋର୍ଟ ଅନୁସାରେ, \"ଧୂମ୍‌-୪\' ଏପର୍ଯ୍ୟନ୍ତ ମୁକ୍ତିପ୍ରାପ୍ତ ସବୁ \"ଧୂମ୍‌\' ଫିଲ୍ମଠୁ ଦମ୍‌ଦାର ହେବ । ଏଥିରେ…

ଦ ରାଜା ସାହବ\’ର ବଦଳିଲା ରିଲିଜ ଡେଟ

ମୁମ୍ବାଇ, : ଫିଲ୍ମ ନିର୍ମାତା- ନିର୍ଦ୍ଦେଶକ ମାଋତିଙ୍କ ବହୁ ପ୍ରତିକ୍ଷୀତ ହରର୍‌କମେଡ଼ି ‘ଦ ରାଜା ସାହବ\'ର ରିଲିଜ ଡେଟ୍‌ ସାମ୍ନାକୁ ଆସି ସାରିଛି । ନିର୍ମାତା ଘୋଷଣା କରିଛନ୍ତି କି ପ୍ରଭାସ ଷ୍ଟାରର ଫିଲ୍ମ ୫ ଡିସେମ୍ବରରେ ହଲରେ ରିଲିଜ ହେବ । ସୂଚନା ଅନୁସାରେ ଫିଲ୍ମକୁ ବହୁ ବଡ଼ ଆକାରରେ…