Sign in
Sign in
Recover your password.
A password will be e-mailed to you.
Browsing Category
ମନୋରଞ୍ଜନ
ସଲମାନ ଖାନଙ୍କ “ସିକନ୍ଦର’ ଭାଙ୍ଗିଲା ଭିକି କୌଶଳଙ୍କ “ଛାବା’ର ରେକର୍ଡ
ମୁମ୍ୱାଇ, : ଆକ୍ସନ ଥ୍ରୀଲର ଫିଲ୍ମ "ସିକନ୍ଦର' ଦ୍ୱିତୀୟ ଦିନ ବକ୍ସ ଅଫିସରେ ଭଲ ଆୟ କରିଛି । ସଲମାନ ଖାନ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସ ଠାରୁ ମିଶ୍ର ପ୍ରତିକ୍ରିୟା ମିଳିଛି । ଏହି ଫିଲ୍ମ ସାରା ବିଶ୍ୱରେ ବକ୍ସ ଅଫିସରେ ୧୦୦ କୋଟି ଟଙ୍କାର ସଂଖ୍ୟା ଅତିକ୍ରମ କରିବାରେ…
କୁମାର ସଙ୍ଗକାରାଙ୍କୁ ଡେଟ୍ କରୁଛନ୍ତି ମଲାଇକା
ମୁମ୍ବାଇ,: ବଲିଉଡର ଫିଟନେସ୍ କ୍ୱିନ୍ ମଲାଇକା ଆରୋରା ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ତାଙ୍କ ଫିଟନେସକୁ ନେଇ ତ ଆଉ କେତେବେଳେ ଆଫେୟାର୍ସକୁ ନେଇ । ନିକଟରେ ଅଭିନେତ୍ରୀଙ୍କର କିଛି ସମୟ ପୂର୍ବରୁ ଅର୍ଜୁନ କପୁରଙ୍କ ସହ ବ୍ରେକଅପ୍ ହୋଇଥିଲା । ଏହାପରେ ତାଙ୍କ ନାଁ ପ୍ରତିଦିନ କାହା…
ଆୟୋଜକଙ୍କ ୪.୫୨ କୋଟି ଟଙ୍କାର କ୍ଷତି ଦାବି ଉପରେ ନେହାଙ୍କ ଜବାବ
ନୂଆଦିଲ୍ଲୀ, : ମେଲବର୍ଣ୍ଣ କନସର୍ଟରେ ବିଳମ୍ବରେ ପହଞ୍ଚିବା ନେଇ ବିବାଦରେ ଅଛନ୍ତି ବଲିଉଡର ପ୍ରସିଦ୍ଧ ଗାୟିକା ନେହା
କକ୍କର । ୩ ଘଣ୍ଟା ବିଳମ୍ବରେ ପହଞ୍ଚିବା ଯୋଗୁଁ ହଟହଟା ହୋଇଥିଲେ ନେହା । ଲୋକେ ତାଙ୍କୁ ଟ୍ରୋଲ ମଧ୍ୟ କରିଥିଲେ । ଖାଲି ଏତିକି ନୁହେଁ ଗୋ ବ୍ୟାକ୍ ନାରାରେ କମ୍ପିଥିଲା…
\”ସିକନ୍ଦର\’ ପୂର୍ବରୁ ରଶ୍ମିକାଙ୍କୁ ମୁଁ ଜାଣିନଥିଲେ: ସଲମାନ
ମୁମ୍ୱାଇ, : ସଲମାନ ଖାନଙ୍କ ଫିଲ୍ମ \"ସିକନ୍ଦର\' ରିଲିଜ୍ ପାଇଁ ପ୍ରସ୍ତୁତ । ଫିଲ୍ମରେ ସଲମାନଙ୍କ ସହ ରଶ୍ମିକା ମନ୍ଦାନା ଲିଡ୍ ରୋଲରେ ଅଛନ୍ତି । ଦୁହିଁଙ୍କ ଅନସ୍କ୍ରିନ୍ ଯୋଡ଼ିକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହେଉଛି । କିଛି ଲୋକଙ୍କୁ ଦୁହିଁଙ୍କ (ସଲମାନ ଓ ରଶ୍ମିକା)ର ବୟସର ବ୍ୟବଧ୍ୟାନ ପସନ୍ଦ…
\”ଦ ଭୁତନୀ\’ ଟ୍ରେଲର ଲଞ୍ଚ: ଷ୍ଟାଇଲିଶ୍ ଲୁକରେ ନଜର ଆସିଲେ ସଞ୍ଜୟ ଦତ୍ତ
ମୁମ୍ବାଇ, : ବଲିଉଡ଼ର ଭେଟରାନ ଅଭିନେତା ସଞ୍ଜୟ ଦତ୍ତ ଖୁବଶୀଘ୍ର ମୋନୀ ରାୟଙ୍କ ସହ ଫିଲ୍ମ \"ଦ ଭୁତନୀ\'ରେ ନଜର ଆସିବାକୁ ଅଛନ୍ତି । ଏହାର ଟ୍ରେଲର ଲଞ୍ଚ ହୋଇଛି । ଯାହାର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଅଭିନେତା ବହୁତ ଷ୍ଟାଇଲିଶ ଲୁକରେ ନଜର ଆସିଛନ୍ତି । \"ଦ ଭୁତନୀ\'ର ପୂରା ଷ୍ଟାରକାଷ୍ଟ ଆଜି…
ପରଦାକୁ ଆସିବ ଯୋଗୀଙ୍କ ବାୟୋପିକ୍ “ଅଜେୟ’
ମୁମ୍ବାଇ, : ପରଦାକୁ ଆସିବ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାୟୋପିକ୍ । ଫିଲ୍ମର ଟାଇଟଲ୍ "ଅଜେୟ: ଦ ଅନ୍ଟୋଲ୍ଡ ଷ୍ଟୋରୀ ଅଫ୍ ଏ ଯୋଗୀ' । ଏହାର ଫାର୍ଷ୍ଟଲୁକ୍ ବୁଧବାର ରିଲିଜ୍ ହୋଇଛି । ସମ୍ରାଟ ସିନେମାଟିକ୍ସ ବ୍ୟାନର୍ ଅଧୀନରେ ଫିଲ୍ମ ନିର୍ମାଣ ହେଉଛି । ପ୍ରଯୋଜନା…
ଘର ଆଗରେ ଐଶ୍ୱର୍ଯ୍ୟାଙ୍କ କାରକୁ ଧକ୍କା ଦେଲା ବସ
ମୁମ୍ବାଇ, : ଦୁର୍ଘଟଣାର ଶିକାର ହୋଇଛି ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାର୍ । ବୁଧବାର ମୁମ୍ବାଇର ଜୁହୁ ଉପନଗରରେ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିଳାସମୟ ଗାଡ଼ି ସହ ଏକ ବସ୍ ଧକ୍କା ହୋଇଥିବା ଜାଣିବାକୁ ମିଳିଛି । ଜଣେ ଅଧିକାରୀ କହିଛନ୍ତି ଯେ ଦୁର୍ଘଟଣାରେ କେହି ଆହତ…
ହାଇଦ୍ରାବାଦର ଜଣେ ବିଶିଷ୍ଟ ବ୍ୟବସାୟୀଙ୍କ ଝିଅଙ୍କୁ ବିବାହ କରିବେ ପ୍ରଭାସ!
ହାଇଦ୍ରାବାଦ, : \"ବାହୁବଲୀ\' ଷ୍ଟାର ପ୍ରଭାସଙ୍କୁ ନେଇ ପୂର୍ବରୁ ଅନେକ ଚର୍ଚ୍ଚା ହୋଇଆସିଛି । ସେ କେବେ ଓ କାହାକୁ ବିବାହ କରିବେ ତାହା ଦେଖିବା ପାଇଁ ଅନାଇ ବସିଛନ୍ତି ପ୍ରଭାସଙ୍କ ପ୍ରଶଂସକ । ପୂର୍ବରୁ ତାଙ୍କ ସହ କଳାକାର ଅଭିନେତ୍ରୀ ଅନୁଷ୍କା ସେଟ୍ଟୀଙ୍କ ସହ ତାଙ୍କର ନାଁ ଯୋଡ଼ାଯିବା ସହ…
କୁନାଲ କାମ୍ରାଙ୍କ ବିବାଦ ଭିତରେ ହଂସଲ-କଙ୍ଗନା ମୁହାଁମୁହିଁ
ମୁମ୍ବାଇ, : କୁନାଲ କାମ୍ରାଙ୍କ କମେଡି ବିବାଦ ଭିତରେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ଏବଂ ଲୋକପ୍ରିୟ ଫିଲ୍ମ ନିର୍ମାତା ହଂସଲ ମେହତା ମୁହାଁମୁହିଁ ହୋଇଛନ୍ତି । କଙ୍ଗନା କହିଥିଲେ, ଯେତେବେଳେ
ମୋ ଘରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଥିଲା ସେତେବେଳେ କୁନାଲ ତାତ୍ସଲ୍ୟ…
କନ୍ସର୍ଟରେ ୩ ଘଣ୍ଟା ବିଳମ୍ବରେ ପହଞ୍ଚିଲେ ନେହା, ଫ୍ୟାନ୍ଙ୍କୁ କ୍ରୋଧିତ ଦେଖି କାନ୍ଦିଲେ ଗାୟିକା
ମୁମ୍ବାଇ,: ଏକ କନ୍ସର୍ଟକୁ ନେଇ ବିବାଦରେ ଛନ୍ଦି ହୋଇଛନ୍ତି ଗାୟିକା ନେହା କକ୍କର । ନିକଟରେ ନେହାଙ୍କର ମେଲବର୍ଣ୍ଣରେ ଏକ କନ୍ସର୍ଟ ଥିଲା, ଯାହାର ସମୟ ଥିଲା ସନ୍ଧ୍ୟା ୭.୩୦ । କିନ୍ତୁ ନେହା ପ୍ରାୟ ୩ ଘଣ୍ଟା ବିଳମ୍ବରେ ମଞ୍ଚରେ ପହଞ୍ଚିଲେ । ନେହାଙ୍କୁ ଅପେକ୍ଷା କରି ରହିଥିବା ଦର୍ଶକ ତାଙ୍କ…