Browsing Category

ମନୋରଞ୍ଜନ

‘ମୁକେଶ ସାରଙ୍କ କଥା କାଟି ନପାରି ତିନି ଖାନ ମଞ୍ଚରେ ହୋଇଥିଲୁ ଏକାଠି’

ନୂଆଦିଲ୍ଲୀ, : ବଲିଉଡ ସୁପରଷ୍ଟାର ସଲମାନ ଖାନ, ଶାହରୁଖ ଖାନ ଏବଂ ଆମିର ଖାନଙ୍କୁ ମଞ୍ଚ ଉପରେ ଏକାଠି ଦେଖିବାକୁ ଦର୍ଶକମାନେ ଉତ୍ସାହର ସହ ଅପେକ୍ଷା କରି ରହିଥାଆନ୍ତି । କିନ୍ତୁ ଏହି ତିନିଜଣ ଖାନଙ୍କୁ ମଞ୍ଚ ଉପରେ ଖୁବ କମ ଏକାଠି ହେବାର ଦେଖିବାକୁ ମିଳିଥାଏ । ନିକଟରେ ଅନନ୍ତ ଅମ୍ବାନୀଙ୍କ…

ସମନ୍ଥାଙ୍କୁ ଅଫର୍ ଥିଲା ୨୦୦ କୋଟି ଭରଣପୋଷଣ, ପ୍ରତ୍ୟାଖ୍ୟାନ କରିଥିଲେ ଅଭିନେତ୍ରୀ

ମୁମ୍ବାଇ, : ମାତ୍ର ୪ ବର୍ଷର ଦାମ୍ପତ୍ୟ ଜୀବନ ପରେ ୨୦୨୧ ମସିହାରେ ବୈବାହିକ ସମ୍ପର୍କ ଛିନ୍ନ କରିଥିଲେ ସମନ୍ଥା ରୁଥ୍ ପ୍ରଭୁ ଓ ନାଗା ଚୈତନ୍ୟ । ଆପସ ସହମତିରେ ଉଭୟଙ୍କର ବିଚ୍ଛେଦ ହୋଇଥିଲା । ନିକଟରେ କ୍ରିକେଟର୍ ଯୁଝବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ବିବାହ ବିଚ୍ଛେଦ ହୋଇଛି, ଯାହାକୁ ନେଇ…

ବଲିଉଡର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହେଲା \”ଛାବା\’

ନୂଆଦିଲ୍ଲୀ,: ବିକି କୌଶଳଙ୍କ ଚଳଚ୍ଚିତ୍ର \"ଛାବା\' ବକ୍ସ ଅଫିସରେ ରୋଜଗାରରେ ଏଭଳି ଗତି ବଜାୟ ରଖିଛି ଯେପରି ରେକର୍ଡ ସୃଷ୍ଟି କରିବାର କ୍ଷୁଧା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ହିନ୍ଦୀ ଚଳଚ୍ଚିତ୍ରର ଅଧିକାଂଶ ରେକର୍ଡ ଭାଙ୍ଗିଥିବା ଏହି ଚଳଚ୍ଚିତ୍ରଟି ଷଷ୍ଠ ସପ୍ତାହ ଶେଷରେ ଭଲ ରୋଜଗାର କରିବା…

ଅମିତାଭଙ୍କ ଉତ୍ତରାଧିକାରୀ ହେବେ ନାହିଁ ଅଭିଷେକ

ମୁମ୍ବାଇ, : ଅମିତାଭ ବଚ୍ଚନଙ୍କୁ ବଲିଉଡର ଶେହନଶାହା କୁହାଯାଏ । ସେ ଇଣ୍ଡଷ୍ଟ୍ରିକୁ ଅନେକ ହିଟ ଫିଲ୍ମ ଭେଟି ଦେଇଛନ୍ତି, ଯାହାକୁ କେବେ ଭୁଲି ହେବ ନାହିଁ । ତଥାପି, ଜୀବନର ଏହି ପର୍ଯ୍ୟାୟରେ ମଧ୍ୟ, ବିଗ ବି ଚଳଚ୍ଚିତ୍ରରେ ବହୁତ ସକ୍ରିୟ । ଆଗାମୀ ସମୟରେ ତାଙ୍କୁ ଅନେକ ଫିଲ୍ମରେ ବି ଦେଖିବାକୁ…

ଇଦ୍‌ରେ ରିଲିଜ ହେବ ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିକନ୍ଦର\’

ମୁମ୍ବାଇ,: ବର୍ତ୍ତମାନ ବେଶ୍ ଚର୍ଚ୍ଚାରେ ରହିଛି ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସିକନ୍ଦର\' । ଏଥିରେ ସଲମାନଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ଥିବାବେଳେ ଅଭିନେତା ସତ୍ୟରାଜଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ । ତେବେ ଫିଲ୍ମ ରିଲିଜ ତାରିଖକୁ ନେଇ ଗତ କିଛି…

ମୋ ଜୀବନ ବଞ୍ଚାଇଥିଲେ ସଲମାନ୍‌: ଆୟଶା

ମୁମ୍ୱାଇ, : ଆୟଶା ଜୁଲକା ନିଜ ସମୟରେ ଖୁବ୍‌ ସୁନ୍ଦରୀ ଓ ଟାଲେଣ୍ଟେଡ୍ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ । ସେ ନିଜର କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ଏବେ ଆୟଶା ନିକଟରେ ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ୯୦ ଦଶକ ବେଳେ ସେଟରେ ସେଫ୍ଟିର ବ୍ୟବସ୍ଥା ସେତେ ଭଲ ନଥିଲା । ସେ କହିଛନ୍ତି କି,…

ଇବ୍ରାହିମଙ୍କ ପରେ ଡ଼େବ୍ୟୁ କରିଲେ ଆଶୀ ତ୍ରିପାଠୀ

ମୁମ୍ବାଇ,: ନିକଟରେ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ବଲିଉଡ଼ରେ ଡ଼େବ୍ୟୁ କରିଥିଲେ । ବର୍ତ୍ତମାନ ଏବେ ଆଉ ଜଣେ ମହାନ ଅଭିନେତାଙ୍କ ଝିଅ ଅଭିନୟରେ ଡେବ୍ୟୁ କରିଛନ୍ତି । ସେ ଆଉ କେହି ନୁହଁନ୍ତି ପଙ୍କଜ ତ୍ରିପାଠୀଙ୍କ ଝିଅ ଆଶୀ ତ୍ରିପାଠୀ । ତାଙ୍କୁ ନିକଟରେ ଏକ ମ୍ୟୁଜିକ୍…

ଫିଲ୍ମ ‘କିଙ୍ଗଡ଼ମ୍‌\’ର ଟିଜର ଆଉଟ୍‌

ମୁମ୍ବାଇ, : ପୁଣି ପରଦାରେ ନିଜ ଜଲୱା ଦେଖାଇବାକୁ ପ୍ରସ୍ତୁତ ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା । ଅଭିନେତା ଫିଲ୍ମ ‘କିଙ୍ଗଡ଼ମ୍‌\' ସହ ଫେରୁଥିବା ବେଳେ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମର ଟିଜର ରିଲିଜ ହୋଇଯାଇଛି । ଯାହାର ଭିଡି଼ଓ…

ବିବାହ ଗିପ୍ଟରୁ ଖୁଲାସା ହେବ ରାନ୍ୟା ସୁନା ଚୋରା ଚାଲାଣ ରହସ୍ୟ

ମୁମ୍ବାଇ, : ବିବାହ ଉପହାରରୁ ଖୁଲାସା ହେବ ଅଭିନେତ୍ରୀ ରାନ୍ୟା ରାଓଙ୍କ ସୁନା ଚୋରା ଚାଲାଣର ରହସ୍ୟ । ରାନ୍ୟାଙ୍କୁ ବିବାହରେ ମହଙ୍ଗା ଉପହାର ଦେଇଥିବା ଲୋକଙ୍କୁ ଚିହ୍ନଟ କରୁଛି ସିବିଆଇ । ଏଥିପାଇଁ କଡ଼ାକଡ଼ି ଭାବେ ଯାଞ୍ଚ ହେଉଛି ବିବାହ ସମୟର ଫୁଟେଜ୍ ଏବଂ ଅତିଥି ତାଲିକା । ସୂଚନା ମୁତାବକ,…

ସମାଜର ମୃତ୍ୟୁ ହୋଇଯାଇଛ

ମୁମ୍ବାଇ, : ସମ୍ପ୍ରତି ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କର ଫିଲ୍ମ \"ଛାବା\' ବକ୍ସ ଅଫିସରେ ନିଜ ଜଲୱା ଦେଖାଇଚାଲିଛି । ରିଲିଜ୍ ହେବାର ମାତ୍ର ୫ ଦିନ ମଧ୍ୟରେ ଏହି ଫିଲ୍ମ କେବଳ ଭାରତୀୟ ଫିଲ୍ମ ହଲଗୁଡ଼ିକରୁ ୨୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି । ତେବେ ଏହି…