Browsing Category

ମୁଖ୍ୟ ଖବର

ଅବୀର ଗୁଲାଲ୍‌\’ ରିଲିଜ୍ ହେବା ଉଚିତ: ପ୍ରକାଶ ରାଜ

ନୂଆଦିଲ୍ଲୀ, : ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ପ୍ରକାଶ ରାଜ୍ ତାଙ୍କର ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଟ୍ୱିଟ୍ ଏବଂ ଭିଡିଓ ବିବାଦରେ ରହିବା ସହ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ । ଏବେ ଅଭିନେତାଙ୍କର ଆଉ ଏକ ବୟାନ ଆସିଛି ଯାହା ସବୁଠି ଚର୍ଚ୍ଚାରେ…

ମେଟ୍ ଗାଲାରେ ଡେବ୍ୟୁ କରି ମାତୃତ୍ୱ ମନାଇଲେ କିଆରା

ମୁମ୍ବାଇ,: ମେଟ୍ ଗାଲାରେ ଡେବ୍ୟୁ କରିଛନ୍ତି ଗର୍ଭବତୀ ଥିବା ଅଭିନେତ୍ରୀ କିଆରା ଆଡଭାନୀ । ସେ ତାଙ୍କ ସ୍ୱାମୀ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିବା ବେଳେ ଡିଜାଇନର ଗୌରବ ଗୁପ୍ତାଙ୍କ ଦ୍ୱାରା ନିର୍ମିତ ଏକ ସ୍ୱତନ୍ତ୍ର ଗାଉନ ପିନ୍ଧି ମେଟ୍ ଗାଲାରେ…

ଖବର ପ୍ରସାରଣର କିଛି ମାସ ଭିତରେ ତାଳଦା ପଞ୍ଚାୟତକୁ ଗଡ଼ିଲା ସରକାରୀ ବସ

କକଟପୁର/ଅସ୍ତରଙ୍ଗ, : ୧୫ଟି ପଞ୍ଚାୟତକୁ ନେଇ ଗଠିତ ଅସ୍ତରଙ୍ଗ ପଞ୍ଚାୟତ ସମିତି, ସେଥିମଧ୍ୟରୁ ତାଳଦା ଏକ ଦୀପାଞ୍ଚଳ ପଞ୍ଚାୟତ ମାତ୍ର ବିଜୁ ସେତୁ ଯୋଜନାରେ ଆସିଥିବା ଅର୍ଥରେ ଦୀପାଞ୍ଚଳକୁ ସଂଯୋଗୀ କରଣ କରାଯାଇ ଏକ ସେତୁନିର୍ମାଣ କରାଗଲା ସତ, ଏଥିରେ ୩ଟି ଜିଲ୍ଲା ସମେତ ଦୀପାଞ୍ଚଳ ଲୋକଙ୍କ…

ଦୁଇ ଗୋଷ୍ଠୀର ୮ ଜଣଙ୍କୁ ବାନ୍ଧିଲା ନିମଖଣ୍ଡି ଥାନା ପୋଲିସ

ବ୍ରହ୍ମ୍ମପୁର,: ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗାଁ\'ରେ ଦୀର୍ଘ ବର୍ଷ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ପତିଆରା ପାଇଁ ଛକାପଞ୍ଜା ଲାଗି ରହିଛି । ଶାନ୍ତି କମିଟି ଗଠନ ହୋଇ ତାକୁ କେହି ନ ମାନି ଆକ୍ରମଣ ଓ ପ୍ରତି ଆକ୍ରମଣ ଭଳି ଘଟଣା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ହେଲେ ସେଠାରେ…

ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମଙ୍କ ସାମ୍ବାଦିକ ସମ୍ମିଳନୀ

ଜଗତସିଂହପୁର,: ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିର ମୁକାବିଲା ନିମନ୍ତେ ପାଇଁ ସମସ୍ତ ନାଗରିକଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଗୃହ ବିଭାଗ ନିର୍ଦ୍ଦେଶ ଅନୁସାରେ ଓଡିଶାର ଯେଉଁ ୧୨ଗୋଟି ଜିଲ୍ଲାକୁ ସମ୍ଭାବ୍ୟ ଯୁଦ୍ଧକୁ ନେଇ ସତର୍କ ସୂଚନା ଦିଆଯାଇଛି ।…

ଲୋକଙ୍କ ସରକାର ଲୋକଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ସଦାସର୍ବଦା କାର୍ଯ୍ୟରତ : ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର, : ଆଜି ଭଦ୍ରକ ଜିଲ୍ଲା ଧାମନଗର ପଂଚାୟତ ସମିତି ଅଧୀନସ୍ଥ ରଇପୁରଠାରେ ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଆଜିର ଏହି ଜନ ଅଭିଯୋଗ ଶୁଣାଣି…

ରାଜ୍ୟ ବିଦ୍ୟୁତ ଭାର ପ୍ରେରଣ କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟପାଳ

ଭୁବନେଶ୍ୱର, : ଆଜି ଅପରାହ୍ନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ମଞ୍ଚେଶ୍ୱର ରେଲୱେ ରୋଡସ୍ଥିତ ରାଜ୍ୟ ବିଦ୍ୟୁତ ଭାର ପ୍ରେରଣ କେନ୍ଦ୍ର (ଏସ୍‌ଏଲ୍‌ଡିସି) ପରିଦର୍ଶନ କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ଏସଏଲଡିସିର ଦୈନନ୍ଦିନ କାର୍ଯ୍ୟ ପରିଚାଳନା ସହିତ ଏହାର ନିୟନ୍ତ୍ରଣ କକ୍ଷ…

ପାକିସ୍ତାନ ବିରୋଧରେ ପ୍ରସ୍ତୁତି ଜୋରଦାର

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଙ୍ଗଳବାର ସକାଳେ ସାକ୍ଷାତ କରିଛନ୍ତି । ଗତ ୪୮ ଘଣ୍ଟା ଭିତରେ ଡୋଭାଲ ଦ୍ୱିତୀୟ ଥର ପିଏମ୍‌ ନରେନ୍ଦ୍ର ମୋଦିଙ୍କ ସହ ବୈଠକ କରିଛନ୍ତି । ପାକିସ୍ତାନ ସହ ଯେଉଁଭଳି ଭାବରେ ବିବାଦୀୟ ସ୍ଥିତି…

ବିଜେଡିର ଭରସା କିଏ ଗଞ୍ଜାମରେ ବିକ୍ରମ ନା ପୁଣି ଚ୍ଯାଉବାବୁ

ବ୍ରହ୍ମପୁର ରାଜ୍ୟ ରାଜନୀତିରେ ଗଞ୍ଜାମ ସବୁବେଳେ ଚର୍ଚ୍ଚିତ । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି l ବିଜେଡିର ଗଡ଼ କୁହାଯାଉଥିବା ଗଞ୍ଜାମରେ ଗତସାଧାରଣ ନିର୍ବାଚନରେ କେବଳ ନବୀନ ପଟ୍ଟନାୟକ ହିଁ ବିଜୟୀ ହୋଇଛନ୍ତି। ସର୍ବାଧ‌ିକ ୧୩ଟି ନିର୍ବାଚନମଣ୍ଡଳୀ…

ସରିଲା ଦଣ୍ଡ ଓ ବୁଢ଼ୀଠାକୁରାଣୀ ଯାତ୍ରା, ଏବେ ଦାଦନ ଚାଲ

ବ୍ରହ୍ମପୁର, : ଏପ୍ରିଲ୍ ୧୫ ତାରିଖ ପଣା ସଂକ୍ରାନ୍ତି ପରେ ଗଞ୍ଜାମ ଜିଲ୍ଲାର ଗଣପର୍ବ ଦଣ୍ଡଯାତ୍ରା ଶେଷ ହୋଇଛି। ସେହିପରି ଗତ ୨୮ ତାରିଖରେ ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ ବ୍ରହ୍ମପୁରର ମା' ବୁଢ଼ୀଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା। ଏପ୍ରିଲ୍ ୩ ତାରିଖରୁ ଆରମ୍ଭହୋଇଥିବା ଏହି ଯାତ୍ରାରେ ମା’…