Browsing Category

ମୁଖ୍ୟ ଖବର

ଗ୍ରାମାଞ୍ଚଳ ରେ ପାନୀୟ ଜଳର ସଙ୍କଟ ! ବିରାଟ ଅଭିଯୋଗ ଆଣିଛି ବ୍ଲକ କଂଗ୍ରେସ

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ପାନୀୟଜଳ ଘୋର ସଙ୍କଟ ଦେଖାଯାଉଛି। ବିଗତ କିଛି ବର୍ଷ ହେବ ଗ୍ରୀଷ୍ମ ପୂର୍ଵ ରୁ ବ୍ଲକ ର ଭିନ୍ନ ପଞ୍ଚାୟତ ତଥା ଅପହଞ୍ଚ ଉପାନ୍ତ ଅଞ୍ଚଳରେ ଲୋକେ ପିଇବା ପାଣି ପାଇଁ ନାହିଁଥିବା ସମସ୍ୟା ର ଶମ୍ବୁଖୀନ ହୋଉଥିବା ର ଅବିକଳ ଚିତ୍ର ଯେମିତି କି ମହିଳା ପୁରୁଷ,…

ଶ୍ରୀହୀନ ହୋଇ ପଡିଛି ସରକାରୀ କୃଷି ଫାମ

କଲ୍ୟାଣସିଂହପୁର,: ଦିନ ଥିଲା କୃଷି ଫାର୍ମକୁ ଲୋକମାନେ ଦେଖିବାକୁ ଯାଉଥିଲେ । ସେଠାରେ ଉତ୍ପାଦିତ ହେଉଥିବା ଙ୍ଗୁର,କମଳା, ପିଜୁଳି ଆମ୍ବ ନଡ଼ିଆ ସୀତା ଫଳ ଲେମ୍ବୁ ବରକୋଳି ଓ ଧାନ ·ଷକୁ ଦେଖି କେମିତି ଉନ୍ନତ ମାନର କାର୍ଯ୍ୟ କରି ବି ଓ ଦୁଇ ପଇସା ରୋଜଗାର କରିବି ବୋଲି । କିନ୍ତୁ ସରକାରୀ…

କ୍ରେଡାଇ ଓଡ଼ିଶା ହୋମ୍ ଆଣ୍ଡ ଡେକୋର ଏକ୍ସପୋ ୨୦୨୫ ସଫଳତାର ସହ ଶେଷ

ଭୁବନେଶ୍ୱର,: ଗୃହ ନିର୍ମାଣ ଓ ଆଭ୍ୟନ୍ତରୀଣ ଡିଜାଇନ୍‌ କ୍ଷେତ୍ରରେ ଉଦ୍ଭାବନ ଓ ଉତ୍କର୍ଷତାର ୧୦ ଦିନିଆ ଉତ୍ସବର ସମାପନ ଅବସରରେ କ୍ରେଡାଇ ଓଡ଼ିଶାର ଫ୍ଲାଗସିପ୍ କାର୍ଯ୍ୟକ୍ରମ ହୋମ୍ ଆଣ୍ଡ ଡେକୋର ଏକ୍ସପୋ୨୦୨୫ ଆଜି ଏକ ଭବ୍ୟ ସମାପନୀ ସମାରୋହରେ ଶେଷ ହୋଇଛି । ଏପ୍ରିଲ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ…

ଭୂତକୋଠି ପାଲଟିଛି ନୂଆଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା

ପାରଳାଖେମୁଣ୍ଡି,: ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଅନ୍ତର୍ଗତ ଖଜୁରୀପଦା ଠାରେ ରହିଥିବା ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ଏବେ ଭୂତକୋଠି ପାଲଟିଛି । ବିଭାଗୀୟ ଅଧିକାରୀଙ୍କ ସୁରକ୍ଷା ପ୍ରତି ଦାୟିତ୍ୱହୀନତା ସହ ରକ୍ଷଣବେକ୍ଷଣର ଅଭାବ ଏବଂ ଖାମଖିଆଲି ନୀତି ଯୋଗୁ ଏଭଳି ପଡ଼ି ରହିଥିବା ଅଭିଯୋଗ ହେଉଛି ।…

ବ୍ରାଉନସୁଗାର୍ ଡିଲ୍ ବେଳେ ମାଡ଼ି ବସିଲା ପୋଲିସ

ପାରାଦ୍‌ୀପ: ବିପୁଳ ପରିମାଣ ବ୍ରାଉନ ସୁଗାର ଜବତ କରିବା ସହ ଆସାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପାରାଦୀପ ଅଭୟଚାନ୍ଦ୍‌ପୁର ପୋଲିସ୍ । କୌଣସି ବିଶେଷ ସୂତ୍ରରୁ ଖବରପାଇ ଅଭୟଚାନ୍ଦପୁର ଥାନା ପୋଲିସ୍ ଢିଙ୍କିଆ ମାହଳ ଗାଁରେ ବ୍ରାଉନସୁଗାର କାରବାର ଚାଲିଥିବା ଖବର ପାଇ ଅଚାନକ ଚଢାଉ କରିଥିଲା…

ତାଳଚେର କୋଇଲା ଖଣି ମଜଦୂର ସଂଘ ପକ୍ଷରୁ ଗଣ ଧାରଣା

ଅନୁଗୁଳ,: ଜିଲ୍ଲାର ତାଳଚେର ଅଞ୍ଚଳରେ ମହାନଦୀ କୋଲ ଫିଲ୍ଡ ଲିମିଟେଡର ଅନେକ କୋଇଲା ଖଣି ଅବସ୍ଥିତ । ଓଡ଼ିଶାରୁ ପର୍ଯ୍ୟାପ୍ତ ପରିମାଣର କୋଇଲା ଏଠାରୁ ଉତ୍ପାଦନ ଓ ପରିବହନ ହୋଇ ସରକାରଙ୍କୁ ସିଂହଭାଗ ରାଜସ୍ୱ ମିଳେ । ଏହା କେବଳ କୋଇଲା ଖଣିରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ଯୋଗୁଁ ସମ୍ଭବ ହୋଇଥାଏ ।…

ଅଖି ମୁଠି ଅନୁକୂଳ କଲେ ରାଜ୍ୟପାଳ

ଭୁବନେଶ୍ୱର,: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଖି ମୁଠି ଅନୁକୂଳ କରିଛନ୍ତି ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି । ବୁଧବାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କୃଷି ବିଜ୍ଞାନ କେନ୍ଦ୍ର (ଗଞ୍ଜାମ-୨), ଗୋଳନ୍ଥରା ଠାରେ ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ଅଖି ମୁଠି ଅନୁକୂଳ…

ଅକ୍ଷୟ ତୃତୀୟା: ସୁନାର ଦରରେ ସାମାନ୍ୟ ହ୍ରାସ

ଭୁବନେଶ୍ୱର,: ଅକ୍ଷୟ ତୃତୀୟା ଅବସରରେ ଭାରତରେ ସୁନାର ଦରରେ ସାମାନ୍ୟ ହ୍ରାସ ଦେଖାଯାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ପ୍ରାୟ ୦.୫% ହ୍ରାସ ପାଇଛି । ଯେତେବେଳେ ରୂପାର ଦର ପ୍ରାୟ ୧% କମିଛି । ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୮୭,୫୧୪ ରହିଥିବା…

ଏଟିଏମ୍‌ରୁ ମିଳିବ ୧୦୦ ଓ ୨୦୦ ଟଙ୍କିଆ ଛୋଟ ନୋଟ୍

ନୂଆଦିଲ୍ଲୀ,: ଆଗକୁ ଏଟିଏମ୍‌ଗୁଡ଼ିକରେ ଅଧିକ ଛୋଟ ନୋଟ୍‌ ମିଳିବ । ୧୦୦ ଏବଂ ୨୦୦ ଟଙ୍କିଆ ନୋଟ୍ ଅଧିକ ମାତ୍ରାରେ ଉପଲବ୍ଧ କରାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ସମସ୍ତ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ଆରବିଆଇ ପକ୍ଷରୁ ବ୍ୟାଙ୍କଗୁଡ଼ିକୁ କୁହାଯାଇଛି ଯେ, ଏଟିଏମ୍‌ରେ ଅଧିକରୁ…

ପାକିସ୍ତାନ ମହିଳାଙ୍କୁ ପୋଲିସ ପକ୍ଷରୁ ନୋଟିସ

ବ୍ରହ୍ମପୁର, : ବ୍ରହ୍ମପୁରରେ ରହୁଥିବା ପାକିସ୍ତାନ ମହିଳାଙ୍କୁ ପୋଲିସ ପକ୍ଷରୁ ନୋଟିସ୍ । ଟାଉନ ଥାନା ମିଲିଟାରୀ ଲାଇନ ସ୍ଥିତ ରହୁଥିବା ପାକିସ୍ତାନ ମହିଳାଙ୍କୁ ନୋଟିସ୍ । ପାକିସ୍ତାନ ମହିଳା ଜଣକ ହେଲେ ମିଲିଟାରୀ ଲାଇନ ବଡ ମସଜିଦ ସାହିର ରାହିମା ଆରା । ରାହିମା ଦୀର୍ଘ ୨୫ ବର୍ଷ ହେଲା…