Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଭାରତ-ପାକ୍ ବାଣିଜ୍ୟରେ ପୂର୍ଣ୍ଣଚ୍ଛେଦ: ଆହୁରି ଭୁଶୁଡ଼ିବ ପାକିସ୍ତାନ ଅର୍ଥନୀତ
ନୂଆଦିଲ୍ଲୀ,: ପହଲଗାମ ହମଲା ପରେ ଭାରତ ପାକିସ୍ତାନ ବିରୋଧରେ ନେଇଛି କଡ଼ା ପଦକ୍ଷେପ । ପାକିସ୍ତାନରୁ ଯିବା ଆସିବା ବାଟ ବନ୍ଦ କରିଦେଇଛି । ଏହାସହିତ ସାର୍କ ଭିସା ଛାଡ଼ ଯୋଜନାକୁ ବି ରଦ୍ଦ କରିଦେଇଛି । ଏହାର ଉଦ୍ଦେଶ୍ୟ ହେଉଛି ପାକିସ୍ତାନରୁ ଆସୁଥିବା ଲୋକଙ୍କ ଉପରେ ରୋକ୍ ଲଗାଇବା । ଅଟାରୀରେ…
୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ପାଖେ ‘ସୁଭଦ୍ରା’ ପହଞ୍ଚି ପାରିଛି
ଭୁବନେଶ୍ୱର, : ମହିଳା ଓ ଶିଶୁ ବିକାଶ ଆନୁକୂଲ୍ୟରେ ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ “ଗଣମାଧ୍ୟମ ସହ କଥାବାର୍ତ୍ତା” କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ଏହି ଯୋଜନାକୁ…
ଆତଙ୍କୀର ଘର ଉଡ଼ାଇଦେଲେ, ବୁଲଡୋଜର ଚଲାଇ ମାଟିରେ ମିଶାଇ ଦେଲେ ଯବାନ
ଶ୍ରୀନଗର, : ଇଟାର ଜବାବ ପଥରରେ ଦେବ ଭାରତ । ଖୋଜି ଖୋଜି ଆତଙ୍କୀ ମରାଯିବ । ପାତାଳରେ ଥିଲେ ବି ଆତଙ୍କୀର ପ୍ରାଣ ଛଡାଇ ଆଣିବେ ଆମ ଯବାନ । ପହଲଗାମ ଆତଙ୍କୀ ହମଲା ପରେ ଆକ୍ସନ ମୁଡରେ ଥିବା ଭାରତୀୟ ଯବାନ ଏବେ ସିଧାସିଧା ଆକ୍ରମଣ କରିଛନ୍ତି । ଆରମ୍ଭ କରିଛନ୍ତି ଅପରେସନ ଆତଙ୍କୀ ସଫା ।…
ପ୍ରଧାନମନ୍ତ୍ରୀ ମୋଦି ଆମେ ଆପଣଙ୍କ ସହିତ ଅଛୁ
ନୂଆଦିଲ୍ଲୀ, : ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ବିଶ୍ୱର ବିଭିନ୍ନ ଦେଶ ଏହି ଦୁଃଖର ମୁହୂର୍ତ୍ତରେ ଭାରତ ସହିତ ଠିଆ ହୋଇଛନ୍ତି । ଗୁରୁବାର ଦିନ ଇଜିପ୍ଟ, ଇଟାଲୀ ଏବଂ ଫ୍ରାନ୍ସର ରାଷ୍ଟ୍ରମୁଖ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନରେ…
ପାକିସ୍ତାନୀ ନାଗରିକମାନଙ୍କୁ ଦେଶରୁ ବାହାର କରିବାକୁ ଅମିତ ଶାହାଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ, : ଆକ୍ସନ ମୋଡରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଭାରତ ସରକାର ପାକିସ୍ତାନୀ ନାଗରିକମାନଙ୍କ ପାଇଁ ସମସ୍ତ ଭିସା ରଦ୍ଦ କରିବା ନେଇ ନିଷ୍ପତ୍ତି ନେବାର ଗୋଟିଏ ଦିନ ପରେ କଡା କାର୍ଯ୍ୟାନୁଷ୍ଟାନ ଗ୍ରହଣ କଲେ ଅମିତ ଶାହା । ସେ ଶୁକ୍ରବାର ବିଭିନ୍ନ ବରିଷ୍ଠ ଅଧିକାରୀଙ୍କ ସମେତ…
ଜବତ୍ ହେଲା ଚୋରା ଏଲପିଯି ଗ୍ୟାସ୍ ସିଲିଣ୍ଡର୍
ପାରାଦ୍ଵୀପ :- ବିପୁଳ ପରିମାଣ ର ଜବତ୍ ଗ୍ୟାସ୍ ସିଲିଣ୍ଡର୍ କାରବାର ନେଇ ପାରାଦ୍ଵୀପ ଲକ୍ ପୋଲିସ୍ ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ।ବେଆଇନ ଭାବେ ଏଲପିଯି ଗ୍ୟାସ୍ ସିଲିଣ୍ଡର୍ ରଖିଥିବା ଅଭିଯୋଗ ରେ ପାରାଦ୍ଵୀପ ଲକ୍ ଥାନା ର ଚଢାଉ। ବିପୁଳ ପରିମାଣ ର ଗ୍ୟାସ୍ ସିଲିଣ୍ଡର୍ ଜବତ୍ କରିବା ସହ ଆକ୍ସାନ…
ପହଲଗାମ ଘଟଣାକୁ ନେଇ ସଲମାନ-ଶାହରୁଖଙ୍କ ପ୍ରତିକ୍ରିୟା
ମୁମ୍ବାଇ,: ପହଲଗାମ ଆତଙ୍କୀ ଆକ୍ରମଣ ଉପରେ ଜଣଙ୍କ ପରେ ଜଣେ ଷ୍ଟାରଙ୍କ ରିଆକ୍ସନ ସାମ୍ନାକୁ ଆସୁଛି । ଶାହରୁଖ ଖାନ ଏବଂ ସଲମାନ ଖାନ ବି ଏହାକୁ ନେଇ ପୋଷ୍ଟ କରିଛନ୍ତି । ସଲମାନ ଖାନ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି କି କୌଣସି ଏକ ନିର୍ଦ୍ଦୋଶକୁ ମାରିବା ପୂରା ଦୁନିଆକୁ ମାରିବା ସମାନ । ସଲମାନ…
ଡନ୍-୩\’ର ନାୟିକା ହେବେ କ୍ରିତି ସାନନ
ମୁମ୍ବାଇ, : ଅମିତାଭ ବଚ୍ଚନ ଓ ଶାହରୁଖ୍ ଖାନ୍ଙ୍କ ପରେ ବଲିଉଡର ନୂଆ ଡନ୍ ରଣବୀର ସିଂହ ହେବେ ବୋଲି ୨୦୨୪ରେ ଘୋଷଣା ହୋଇଥିଲା । \"ଡନ୍-୩\' ଜରିଆରେ ଦୀର୍ଘ ୧୦ ବର୍ଷ ପରେ ଫରହାନ ହଖ୍ତର ନିର୍ଦ୍ଦେଶନା ଦୁନିଆକୁ ଫେରୁଛନ୍ତି ବୋଲି ମଧ୍ୟ ଘୋଷଣା ହୋଇଥିଲା । ଫିଲ୍ମର ଫିମେଲ୍ ଲିଡ୍ ଭାବେ…
ଭାରତର ଅଭିବୃଦ୍ଧିକୁ ୦.୫% ପ୍ରଭାବିତ କରିବ ଆମେରିକା ଟାରିଫ: ଅର୍ଥ ସଚିବ
ନୂଆଦିଲ୍ଲୀ,: ଆମେରିକାର ଟାରିଫ୍ ଯୋଗୁ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ଉପରେ ସିଧାସଳଖ ପ୍ରଭାବ ରହିବ ୦.୨%ରୁ ୦.୫% । ଅର୍ଥ ସଚିବ ଅଜୟ ସେଠ୍ ବୁଧବାର ଏହା ପ୍ରକାଶ କରିଛନ୍ତି । ଶ୍ରୀ ସେଠ୍ କହିଲେ ଯେ, ଚଳିତ ଆର୍ଥିକବର୍ଷ ଭାରତୀୟ ଅର୍ଥନୀତି ପ୍ରାୟ ୬.୫% ବଢ଼ିପାରେ । ବର୍ତ୍ତମାନର…
ପାହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ କ୍ୟାଣ୍ଡେଲ ଶୋଭାଯାତ୍ରା
ପାରାଦୀପ,: ଜମ୍ମୁ ଓ କାଶ୍ମୀରର ପାହଲଗାମ ଠାରେ ହୋଇଥିବା ଆତଙ୍କବାଦୀ ବର୍ବର ଆକ୍ରମଣକୁ ଦୃଢ଼ ନିନ୍ଦା କରି ପାରାଦୀପ ମହାବିଦ୍ୟାଳୟ ଓ ଏନସିସି ପ୍ରାକ୍ତନ ଛାତ୍ର ସଂସଦ ମିଳିତ ଆନୁକୂଲ୍ୟରେ ଗୁରୁବାର ସନ୍ଧ୍ୟାରେ ଏକ ପ୍ରତିବାଦ ସୂଚକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି…