Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଋଷଭ ପନ୍ତଙ୍କୁ ଦଣ୍ଡିତ କଲା ଆଇସିସ
ନୂଆଦିଲ୍ଲୀ, : ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଦୁଇଟି ଯାକ ଇନିଂସରେ ଶତକ ହାସଲ କରିଥିବା ଋଷଭ ପନ୍ତଙ୍କୁ ଦଣ୍ଡିତ କରିଛି ଆଇସିସି । ସେ ଅମ୍ପାୟାରଙ୍କ ଗୋଟିଏ ନିଷ୍ପତ୍ତିକୁ ବିରୋଧ କରି ଅସନ୍ତୋଷ ପ୍ରକାଶ କରିଥିବାରୁ ତାଙ୍କୁ ଆଇସିସି ପକ୍ଷରୁ ଦଣ୍ଡିତ କରାଯାଇଛି । ଲିଡ୍ସରେ ଖେଳା ଯାଉଥିବା…
ନଭେମ୍ବରରେ କ୍ରିକେଟର ରିଙ୍କୁ ସିଂଙ୍କ ବଧୂ ସାଜିବେନି ପ୍ରିୟା ସରୋଜ
ନୂଆଦିଲ୍ଲୀ,: ଭାରତୀୟ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟିର ଯୁବ ଏମପି ପ୍ରିୟା ସରୋଜଙ୍କ ବିବାହ ସମ୍ପର୍କରେ ଏକ ବଡ଼ ସୂଚନା ଆସିଛି । କୁହାଯାଉଛି ଯେ ବିବାହ ୧୮ ନଭେମ୍ବରରେ ବାରାଣସୀରେ ହେବାର ଥିଲା । କିନ୍ତୁ ଏବେ ଏହି ବିବାହ ଏହି ମାସରେ ହେବ ନାହିଁ । ଇଣ୍ଡିଆନ ପ୍ରିମିୟର…
ଦିଲଜିତ ଦୋସାଂଝଙ୍କ ଗିରଫଦାରୀ ଦାବ
ବରେଲୀ, : ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଂଝଙ୍କ ଫିଲ୍ମ "ସର୍ଦ୍ଦାର ଜୀ ୩' ଉପରେ କଡ଼ା ପ୍ରତିକ୍ରିୟା
ଦେଇଛନ୍ତି ଅଲ ଇଣ୍ଡିଆ ମୁସଲିମ ଜମାତର ରାଷ୍ଟ୍ରୀୟ ଅଧ୍ୟକ୍ଷ ମୌଲାନା ଶହାବୁଦ୍ଦିନ ରଜଭି ବରେଲଭି । ମୌଲାନା କହିଛନ୍ତି ଯେ, ଦିଲଜିତ ଦୋସାଂଝ ଏହି ଚଳଚ୍ଚିତ୍ରରେ ପାକିସ୍ତାନୀ…
ଭୁଷୁଡି ପଡିଛି ପରିମଳ ବ୍ୟବସ୍ଥା, ବାରମ୍ବାର ଅଭିଯୋଗ କରିବା ପରେ ବି ଶୁଣୁ ନାହାନ୍ତି ଅଧିକାରୀ
ପାରାଦୀପ, : ପାରାଦୀପର ପ୍ରମୁଖ ପରିବା ମାର୍କେଟରେ ଭୁଶୁଡି ପଡିଛି ପରିମଳ ବ୍ୟବସ୍ଥା । କୁଢ଼ କୁଢ଼ ଅଳିଆ, ଆବର୍ଜନା ସାଙ୍ଗକୁ ପରିବା ବ୍ୟବସାୟର ପ୍ରମୁଖ ମାର୍କେଟରେ ପାଣି ଜମିରହିବା ଫଳରେ ଦୁର୍ଗନ୍ଧରେ ଫାଟି ପଡୁଛି ପରିବା ମାର୍କେଟ । ଯାହାଦ୍ୱାରା ବ୍ୟବସାୟୀମାନଙ୍କ ବ୍ୟବସାୟ ପ୍ରଭାବିତ…
ଭିସା ପାଇଁ ସାର୍ବଜନିକ କରିବାକୁ ପଡ଼ିବ ସୋସିଆଲ୍ ମିଡିଆ ଆକାଉଣ୍ଟ
ନୂଆଦିଲ୍ଲୀ, : ସାଧାରଣ ଲୋକଙ୍କ ସୁରକ୍ଷା ପ୍ରଥମ ପ୍ରାଥମିକତା । ଜାତୀୟ ସୁରକ୍ଷାକୁ ନେଇ କଠୋର ହେଲା ଆମେରିକା । ଏନେଇ ସଂଯୁକ୍ତ ରାଷ୍ଟ୍ର ଆମେରିକା ନେଇଛି ବଡ଼ ପଦକ୍ଷେପ । ଭିସା ଆବେଦନ କଲେ ସାର୍ବଜନିକ କରିବାକୁ ପଡ଼ିବ ସୋସିଆଲ୍ ମିଡିଆ ଆକାଉଣ୍ଟ । ବିଦେଶୀ ଛାତ୍ରାଛତ୍ରୀ ଓ ଅନ୍ୟ ମାନଙ୍କ…
ପୁଞ୍ଜି ବ୍ୟୟରେ ଓଡ଼ିଶା ପଞ୍ଚମ ଶ୍ରେଷ୍ଠ
ଭୁବନେଶ୍ୱର, : ଦୀର୍ଘକାଳୀନ ସମ୍ପତ୍ତି ସୃଷ୍ଟି କରିବା ଲାଗି ସରକାର କରୁଥିବା ବ୍ୟୟକୁ ପୁଞ୍ଜି ବ୍ୟୟ କୁହାଯାଏ, ଯାହାର ଦୀର୍ଘକାଳୀନ ଲାଭ ମିଳିଥାଏ । ସେହି ବ୍ୟୟ କରୁଥିବା ଦେଶର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ଭିତରେ ଓଡ଼ିଶା ରହିଛି । ବ୍ୟାଙ୍କ ଅଫ୍ ବରୋଦାର ଏକ ରିପୋର୍ଟ ଅନୁସାରେ ୨୦୨୫- ୨୬ରେ…
ଜୁଲାଇରୁ ଟ୍ରେନ ଯାତ୍ରା ହେବ ମହଙ୍ଗା
ନୂଆଦିଲ୍ଲୀ,: ଆପଣ ଟ୍ରେନ୍ରେ ଯାତ୍ରା କରନ୍ତି, ତେବେ ଆପଣଙ୍କ ପାଇଁ ବଡ଼ ଖବରୟ ଆଗାମୀ ମାସରୁ ରେଳ ଯାତ୍ରୀଙ୍କୁ ବଡ଼ ଝଟକା ଲାଗିପାରେ । ଭାରତୀୟ ରେଲୱେ କୋଭିଡ୍-୧୯ ମହାମାରୀ ପରେ ପ୍ରଥମ ଥର ଯାତ୍ରୀଙ୍କ ଟ୍ରେନ୍ ଭଡା ବୃଦ୍ଧି କରିବାକୁ ଯାଉଛନ୍ତି । ଭଡାରେ ମାମୁଲି ବୃଦ୍ଧି ୧ ଜୁଲାଇ ୨୦୨୫ ରୁ…
ଯୁଦ୍ଧବିରତି ପରେ ଇସ୍ରାଏଲକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ
ନୂଆଦିଲ୍ଲୀ, : ମଙ୍ଗଳବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ ସେମାନେ ବୋମା ଫୋପାଡ଼ନ୍ତୁ ନାହିଁ ଏବଂ ତୁରନ୍ତ ତାଙ୍କ ପାଇଲଟମାନଙ୍କୁ ଘରକୁ ଫେରାଇ ଆଣନ୍ତୁ । ଏହି ଚେତାବନୀ ଏକ ସମୟରେ ଆସିଛି ଯେତେବେଳେ ଇରାନ ପୁନର୍ବାର ମିସାଇଲ ଆକ୍ରମଣ…
୬ ଥର ଘୁଞ୍ଚିଲା ପରେ ଆଜି ଆକ୍ସିଓମ୍ ମିଶନ୍ ଲଞ୍ଚିଂ
ନୂଆଦିଲ୍ଲୀ,: ମିଶନ୍ ଲଞ୍ଚ ନେଇ ଗୋଟିଏ ଗୋଟିଏ ତାରିଖ ଫାଇନାଲ ହେଉଥାଏ । ହେଲେ କିଛି ସମସ୍ୟା ପାଇଁ ଲଞ୍ଚକୁ ବାତିଲ କରାଯାଉଥିଲା । ଲାଗାତାର ୬ ଥର ଲଞ୍ଚିଂ ତାରିଖ ବଦଳିବା ପରେ ଏବେ ଆକ୍ସିଓମ୍ ମିଶନର ନୂଆ ତାରିଖ ଜାରି କହିଛି । ଖୁବଶୀଘ୍ର ମହାକାଶକୁ ଉଡ଼ାଣ ଭରିବେ କ୍ୟାପ୍ଟେନ୍ ଶୁଭାଂଶୁ…
ମୁଖ୍ୟମନ୍ତ୍ରୀଙ୍କୁ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ
ଭୁବନେଶ୍ୱର, : ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଆଜି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷର ସଫଳତା ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ଶ୍ରୀ କମ୍ଭମପାଟି…