Browsing Category

ମୁଖ୍ୟ ଖବର

ଶୁଣିଲେନି ପଞ୍ଚାୟତ ଅଧିକାରୀ, ନିଜ ଖର୍ଚ୍ଚ ରେ ଗ୍ରାମ ରାସ୍ତା ମରାମତି କଲେ କାଶିବାହଲ ଗ୍ରାମବାସୀ

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହଲ ପଞ୍ଚାୟତ କାଶିବାହଲ ଗ୍ରାମ ତଳପଡା କୁ ସଂଯୋଗ କରୁଥିବା ରାସ୍ତା ବର୍ଷା ଯୋଗୁଁ ଗାଁ ଦାଣ୍ଡ ର ରାସ୍ତା କାଦୁଅ ହୋଇ ଗାଁ ରାସ୍ତା କର୍ଦ୍ଧମାର୍ଦ୍ଧ ହୋଇ ଗ୍ରାମବାସୀ ଙ୍କ ଯାତାୟାତ ରେ ସମସ୍ୟା ଦେଖା ଦେଇଥିବା ବେଳେ ଗ୍ରାମବାସୀ ମାନେ ଅନେକ…

ହକିରୁ ସନ୍ନ୍ୟାସ ନେଲେ ଦୁଇଥର ଅଲମ୍ପିକ୍ସ ପଦକ ବିଜେତା ଲଳିତ

ନୂଆଦିଲ୍ଲୀ, ୨୩ା୬ : ଭାରତୀୟ ହକି ଦଳର ଷ୍ଟାର ପ୍ଲେୟାର ଲଳିତ ଉପାଧ୍ୟାୟ ଅବସର ଘୋଷଣା କରିଛନ୍ତି । ଦୁଇଥର ଅଲମ୍ପିକ୍ସ ପଦକ ବିଜେତା ଲଳିତ ରବିବାର ଅନ୍ତର୍ଜାତୀୟ ହକିରୁ ସନ୍ନ୍ୟାସ ନେଇଛନ୍ତି । ବର୍ତ୍ତମାନ ସେ କେବଳ ଘରୋଇ ଓ ଲିଗ୍ ମ୍ୟାଚ ଖେଳିବେ । ଏକ ଦଶକରୁ ଅଧିକ ହକିରେ ଲଳିତଙ୍କର…

ଦିଲଜିତଙ୍କ ଫିଲ୍ମରେ ହାନିଆ ଆମିରଙ୍କୁ ଦେଖି ଦର୍ଶକ ଖପ୍ପା

ମୁମ୍ବାଇ, : ଦିଲଜିତ ଦୋସାଂଝ ତାଙ୍କ ଆଗାମୀ ପଞ୍ଜାବୀ ଚଳଚ୍ଚିତ୍ର "ସର୍ଦ୍ଦାର ଜୀ ୩'ର ଟ୍ରେଲର ରବିବାର ରିଲିଜ୍ କରିଛନ୍ତି । ଯେଉଁଥିରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ଝଲକ୍ ମଧ୍ୟ ଦେଖିବାକୁ ମିଳିଛି । ଏପ୍ରିଲ ୨୨ରେ ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ଜଣ ର୍ନିେଦ୍ଦାଷ…

ଆଦିବାସୀ ସମୁଦାୟ ଉପରେ ମନ୍ତବ୍ୟ ଦେଇ ବିବାଦରେ ବିଜୟ

ନୂଆଦିଲ୍ଲୀ, : ସାଉଥ ଅଭିନେତା ବିଜୟ ଦେବରକୋଣ୍ଡା ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ରଶ୍ମିକାଙ୍କ ସହ ରିଲେସନସିପକୁ ନେଇ ତ ଆଉ କେତେବେଳେ ପ୍ରଫେସନାଲ ଲାଇଫକୁ ନେଇ । କିନ୍ତୁ, ଗତ କିଛି ଦିନ ଧରି ବିଜୟ ତାଙ୍କର ଏକ ବୟାନ ଯୋଗୁଁ ବିବାଦ ମଧ୍ୟକୁ ଟାଣିହୋଇ ଯାଇଛନ୍ତି । ଆଦିବାସୀ…

ଶୃଙ୍ଖଳିତ ରଥଯାତ୍ରା ପାଇଁ ମକ ଡ୍ରିଲ

ପୁରୀ, : ଆଗାମୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ଲାଗି ବିଭିନ୍ନ ବିଭାଗ ମଧ୍ୟରେ ସୁସମନ୍ୱୟର ଏକ ମକ ଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ଟାଉନ ଥାନା ପରିସରର ସମନ୍ୱିତ ନିୟନ୍ତ୍ରଣ କକ୍ଷ (ଇଣ୍ଟିଗ୍ରେଟେଡ କମାଣ୍ଡ ଓ କଣ୍ଟ୍ରୋଲ କେନ୍ଦ୍ର)ରେ ଅନୁଷ୍ଠିତ ଏହି ମକ ଡ୍ରିଲରେ ଅଧ୍ୟକ୍ଷତା…

ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ପାଠଚକ୍ର ଓ ଅଧ୍ୟାପକ ସମ୍ମେଳନର ନୂଆ କର୍ମକର୍ତ୍ତା ମନୋନୟନ

ଭୁବନେଶ୍ୱର, : ରବିବାର ନିଖିଳ ଭାରତ ଓଡ଼ିଆ ଅଧ୍ୟାପକ ସମ୍ମେଳନର ଅଷ୍ଟାଦଶ ବାର୍ଷିକ ଉତ୍ସବ ଓ ‘ଜାତୀୟ ଶିକ୍ଷା ନୀତି ୨୦୨୦: ଓଡ଼ିଆ ଓ ଆଦିବାସୀ ଭାଷା -ସାହିତ୍ୟ\' ବିଷୟରେ ଏକ ଜାତୀୟ ପାଠଚକ୍ର କିସ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ନୂତନ ଶିକ୍ଷାନୀତି ଓଡ଼ିଆ ଓ ଅନ୍ୟାନ୍ୟ…

ଆମରି ଶିଶୁ ୱେବ ପୋର୍ଟାଲ୍ ଲୋକାର୍ପଣ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ଭୁବନେଶ୍ୱର, : ମହିଳା ଓ ଶିଶୁ ବିକାଶ ବିଭାଗ ଆନୁକୂଲ୍ୟରେ ସୋମବାର ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ଠାରେ ଶିଶୁମାନଙ୍କ ଯତ୍ନ, ସୁରକ୍ଷା ଓ ପୁନର୍ବାସ ସେବାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ କରକମଳରେ ଆମରି ଶିଶୁ ୱେବ ପୋର୍ଟାଲ୍…

ସାଇବର ସୁରକ୍ଷା ପାଇଁ ବ୍ୟାପକ ଜନସଚେତନତା ଏକାନ୍ତ ଆବଶ୍ୟକ: ରାଜ୍ୟପାଳ

ଭୁବନେଶ୍ୱର, : ସଂପ୍ରତି ବିଶ୍ୱରେ ସାଇବର ଅପରାଧ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଛି ଏବଂ ସାଇବର ସୁରକ୍ଷା ବ୍ୟକ୍ତି, ସଂଗଠନ ଏବଂ ସରାକରଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏଣୁ ସାଇବର ସୁରକ୍ଷା ପାଇଁ ବ୍ୟାପକ ଜନସଚେତନା ଏକାନ୍ତ ଆବଶ୍ୟକ ବୋଲି…

ଇପିଏଫ୍‌ଓରେ ଯୋଡ଼ିହେଲେ ୧୯ ଲକ୍ଷ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ରେ ଚଳିତ ବର୍ଷ ଏପ୍ରିଲରେ୧୯.୧୪ ଲକ୍ଷ ସଦସ୍ୟ ଯୋଡ଼ି ହୋଇଛନ୍ତିୟ ସେଥିରୁ ୮.୪୯ ଲକ୍ଷ ହେଉଛନ୍ତି ନୂଆ ସଦସ୍ୟ । ବର୍ଦ୍ଧିତ ନିଯୁକ୍ତି ସୁଯୋଗ, କର୍ମଚାରୀ ଲାଭକୁ ନେଇ ସଚେତନତାରେ ବୃଦ୍ଧି ଓ ଇପିଏଫ୍‌ଓର ଆଉଟ୍ରିଚ୍ କାର୍ଯ୍ୟକ୍ରମ…

ନ୍ୟୁ ରାୟପୁରରେ ସୁରକ୍ଷାକର୍ମୀଙ୍କ ସହ ମତ ବିନିମୟ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଛତିଶଗଡ଼, : କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଛତିଶଗଡ଼ର ନ୍ୟୁ ରାୟପୁରରେ ସୁରକ୍ଷାକର୍ମୀଙ୍କ ସହ ମତ ବିନିମୟ କରିଛନ୍ତିୟ ଏହି ମତ ବିନିମୟ କାର୍ଯ୍ୟକ୍ରମରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଇ, ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା…