Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଓଡ଼ିଶା କେବଳ ଗୋଟିଏ ରାଜ୍ୟ ନୁହେଁ ଭାରତର ଉଜ୍ଜ୍ୱଳ ନକ୍ଷତ୍ର : ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟସ୍ତରୀୟ ସମାରୋହରେ ଅଧ୍ୟକ୍ଷତା କରିଛନ୍ତି । ଓଡ଼ିଶାର ସାମଗ୍ରିକ ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ପାନୀୟ ଜଳ, ଜଳସେଚନ, କୃଷି…
ମନ୍ତ୍ରୀଙ୍କ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ ଓ ସମୀକ୍ଷା
ଯାଜପୁର, : ଗୁରୁବାର ଓଡ଼ିଶାର ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବସେବା, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଡାଇରିଆ ରୋଗୀଙ୍କୁ ରେଟି ଚିକିତ୍ସା ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ…
ରଥଯାତ୍ରା ପ୍ରସ୍ତୁତିର ଅନୁଧ୍ୟାନ କଲା ମନ୍ତ୍ରୀ କମିଟ
ପୁରୀ, : ନିକଟ ହୋଇ ଆସିଲାଣି ଚଳିତ ବର୍ଷର ରଥଯାତ୍ରା । ସମସ୍ତ କାର୍ଯ୍ୟକୁ ଚୁଡାନ୍ତ ରୂପ ଦେବାକୁ ସରକାର, ପ୍ରଶାସନ ଓ ସେବାୟତମାନେ ତତ୍ପର । ରଥଯାତ୍ରା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ମନ୍ତ୍ରୀ କମିଟି ଗୁରୁବାର ରଥଯାତ୍ରା ପ୍ରସ୍ତୁତିର ଅନୁଧ୍ୟାନ କରିବା ସହିତ ବିଭିନ୍ନ କାର୍ଯ୍ୟର…
କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ର୍ୟାଙ୍କିଂ ୨୦୨୬: ଓଡ଼ିଶାରେ ଶୀର୍ଷରେ କିଟ
ଭୁବନେଶ୍ୱର, : କ୍ୟୁଏସ ବିଶ୍ୱ ବିଶ୍ୱବିଦ୍ୟାଳୟ ର୍ୟାଙ୍କିଂ ୨୦୨୬ ଆଜି ପ୍ରକାଶ ପାଇଥିବାବେଳେ ଏଥିରେ କିଟ୍ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ସ୍ଥାନରେ ରହିଛି । ଏହା ସହିତ ସମଗ୍ର ଭାରତରେ କିଟ୍ ବିଶ୍ୱବିଦ୍ୟାଳୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବେଳେ…
ଡୋକରିଚଞ୍ଚରା ସୁରକ୍ଷା ନେଇ ଗର୍ଜିଲେ ସୁରକ୍ଷା ମଞ୍ଚ କର୍ମକର୍ତ୍ତା,ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ।
ଧର୍ମଗଡ଼, କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଅନ୍ତର୍ଗତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଅବସ୍ଥିତ
ଡୋକରିଚଞ୍ଚରା ପର୍ଯ୍ୟଟନ ସ୍ଥଳୀ ର ସୁରକ୍ଷା, ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦାବି, ଇକୋ ଟୁରିଜମ ମାନ୍ୟତା,ପ୍ରାଗ ଐତିହାସିକ ଗୁଡ଼ହାଣ୍ଡି ଶିଳାଲିପି ର…
ଦିଲ୍ଲୀ ପହଞ୍ଚିଲେ ଇରାନରେ ଫସିଥିବା ୧୧୦ ଛାତ୍ରୀଛାତ୍ର
ନୂଆଦିଲ୍ଲୀ, : ଇରାନରେ ଫସି ରହିଥିବା ୧୧୦ ଜଣ ଭାରତୀୟ ଛାତ୍ରୀଛାତ୍ର ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଜମ୍ମୁ କଶ୍ମୀରର । ଏହି ଛାତ୍ରୀଛାତ୍ରମାନେ ଉର୍ମିଆ ମେଡିକାଲ ବିଶ୍ୱବିଦ୍ୟାଳୟର । ଛାତ୍ରୀମାନେ ବୁଧବାର ବିଳମ୍ବିତ…
ଜନତା ମୈଦାନରେ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ସମାରୋହ ଉପଲକ୍ଷେ ଭୁବନେଶ୍ୱର ଜନତା ମୈଦାନ ଠାରେ ଆୟୋଜିତ ସଭାସ୍ଥଳର ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ସୂଚନା ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମାରୋହ ରେ ମୁଖ୍ୟ…
ଅନ୍ତର୍ଜାତୀୟ ଉଡାଣ ସଂଖ୍ୟାରେ ୧୫ ପ୍ରତିଶତ ହ୍ରାସ କଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,: ଟାଟା ଗ୍ରୁପ ମାଲିକାନାରେ ଥିବା କମ୍ପାନୀ ଏୟାର୍ ଇଣ୍ଡିଆ ତାର ଅନ୍ତର୍ଜାତୀୟ ଉଡ଼ାଣରେ ୧୫ ପ୍ରତିଶତ ହ୍ରାସ କରିବାକୁ ଘୋଷଣା କରିଛି । ଜଣାପଡ଼ିଛି ଯେ, ଏହି ନିଷ୍ପତ୍ତି ୧୨ ଜୁନ୍ ରେ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣା ପରେ ଆରମ୍ଭ ହୋଇଥିବା ସୁରକ୍ଷା ତଦନ୍ତ, ଇରାନୀ…
ବେଦାନ୍ତ ଆଲୁମିନିୟମ ଭାରତର ୫ଜି ଏବଂ ଭିତିଭୂମି ମଧ୍ୟରେ ଆଲୁମିନିୟମ ତାର ରଡ୍ ପାଇଁ ବଢୁଥିବା ଚାହିଦା ପୂରଣ କରିବାକୁ…
ଭୁବନେଶ୍ୱର,: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଘୋଷଣା କରିଛି ଯେ ଏହାର ୟୁନିଟ୍, ଭାରତ ଆଲୁମିନିୟମ କମ୍ପାନୀ (ବାଲକୋ) ଏହାର ଚଳିତ ମୋଟ ୧ ମେଟ୍ରିକ୍ ଟନ୍ ପ୍ରତିବର୍ଷ (ଏମଟିପିଏ) ସମ୍ପ୍ରସାରଣର ଅଂଶ ଭାବରେ ତାର ରଡ୍ ଉତ୍ପାଦନ କ୍ଷମତାକୁ ବିସ୍ତାର କରୁଛି ।…
୧ କୋଟିର କାର୍ କିଣିଲେ ଭାଇରାଲ ଗର୍ଲ ମୋନାଲିସା!
ନୂଆଦିଲ୍ଲୀ, : ମହାକୁମ୍ଭରେ ନିଜର ଆଖି ପାଇଁ ଇଣ୍ଟରନେଟ୍ ସେନସେସନ ପାଲଟିଥିଲେ ମୋନାଲିସା । ଲୋକପ୍ରିୟତା ଏତେ ବଢିଥିଲା ଯେ, ତାଙ୍କ ପାଖକୁ ଫିଲ୍ମ ଓ ମ୍ୟୁଜିକ୍ ଭିଡିଓର ଅଫର ଆସିବାକୁ ଲାଗିଲା । ଏବେ ତାଙ୍କର ଏକ ମ୍ୟୁଜିକ୍ ଭିଡିଓ ସାଦଗୀ\' ରିଲିଜ୍ ହୋଇଛି, ଯାହା ତାଙ୍କୁ ଆହୁରି ଲୋକପ୍ରିୟ…