Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଙ୍କ ମୋଟେର ମଣ୍ଡି ପରିଦର୍ଶନ, ସ୍ଥାନୀୟ ଚାଷି ଙ୍କ ସହ ଆଲୋଚନା।
ଧର୍ମଗଡ଼ : ମଙ୍ଗଳବାର ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ବର ସାହୁ କଳାହାଣ୍ଡି ଜିଲ୍ଲା ଗସ୍ତ ସମୟରେ କୋକସରା ବ୍ଲକ ମୋଟେର ଧାନ ମଣ୍ଡି ପରିଦର୍ଶନ ରେ ଆସି ମଣ୍ଡି ର ଆନୁସଙ୍ଗିକ ବ୍ୟବସ୍ଥା ତଦାରଖ ସହ ସ୍ଥାନୀୟ ଅଞ୍ଚଳର ଚାଷି ଙ୍କ ସହ ମଣ୍ଡି ରେ ଧାନ ବିକ୍ରି ନେଇ ଆଲୋଚନା କରିଛନ୍ତି।…
ଲାଞ୍ଚ ପାଇଁ ଗାଇସିଲେଟ୍ ବ୍ଲକ କନିଷ୍ଠ ଯନ୍ତ୍ରୀ ଗିରଫ
ବରଗଡ଼ ଜିଲ୍ଲାରେ, ଗାଇସିଲେଟ୍ ବ୍ଲକରେ କନିଷ୍ଠ ଯନ୍ତ୍ରୀ (JE) ସୁଶ୍ରୀ ସୁସ୍ମିତା ଓରାମଙ୍କୁ ଆଜି ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଜଣେ ଠିକାଦାରଙ୍କଠାରୁ 8,000 ଟଙ୍କା ଲାଞ୍ଚ ଦାବି ଏବଂ ଗ୍ରହଣ କରିବା ଅଭିଯୋଗରେ ଗିରଫ କରାଯାଇଛି। ଏହି ଦେୟ ଥିଲା ମୋଟ 32,000 ଟଙ୍କା ଏକ ବଡ଼ ଲାଞ୍ଚ ଅନୁରୋଧର…
ଶାହାରୁଖ-ଭେତ୍ରିମାରନଙ୍କ ଫଟୋ ଭାଇରାଲ୍; ତାମିଲ୍ ଫିଲ୍ମ କାଷ୍ଟିଂକୁ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ, : ଲୋକପ୍ରିୟ ତାମିଲ ଫିଲ୍ମ ମେକର୍ ଭେତ୍ରିମାରନଙ୍କ ସହ ଶାହରୁଖ ଖାନଙ୍କ ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯାହାକୁ ନେଇ ବଲିଉଡରେ କୋଲାବରେସନ୍ ଚର୍ଚ୍ଚା ଜୋର ଧରିଛି । ଏହି ଫଟୋରେ ଏକ ରେନି ଇଭିନିଂରେ ନିର୍ଦ୍ଦେଶକଙ୍କ ପାଖରେ ଠିଆ ହୋଇ ଶାହରୁଖ…
ହାଉସଫୁଲ-୫ର ଆୟ ଉପରେ ଅକ୍ଷୟ କୁମାରଙ୍କ ପ୍ରତିକ୍ରିୟା
ମୁମ୍ବାଇ, ୯ା୬ : ଅକ୍ଷୟ କୁମାର ଆଜିକାଲି ଶିରୋନାମାରେ ଅଛନ୍ତି । ତାଙ୍କର କମେଡି ଫିଲ୍ମ ହାଉସଫୁଲ-୫ ବକ୍ସ ଅଫିସରେ ଧମାକା କରୁଛି । ଫିଲ୍ମଟି ମାତ୍ର ତିନି ଦିନରେ ୮୭ କୋଟି ରୋଜଗାର କରିଛି । କିଛି ସମୟ ଧରି ଅକ୍ଷୟ କୁମାରଙ୍କ ଫିଲ୍ମଗୁଡ଼ିକ ଫ୍ଲପ୍ ହେଉଥିଲା । ଏବେ ହାଉସଫୁଲ-୫ ଭଲ କଲେକ୍ସନ…
ପଡ଼ିଆ ମଝିରେ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଆଖିରେ ଲୁହ
ନୂଆଦିଲ୍ଲୀ, ୯ା୬ : ଫୁଟବଲ୍ ବାଦ୍ଶାହା କ୍ରିଷ୍ଟିଆନୋ ରୋନାଲ୍ଡୋ ପଡ଼ିଆରେ ଭାବପ୍ରବଣ ହୋଇପଡ଼ିଛନ୍ତି । ଏହି ଲୁହ ଆନନ୍ଦର ଥିଲା । ପର୍ତ୍ତୁଗାଲ ନେସନ୍ସ ଲିଗର ଫାଇନାଲରେ ପେନାଲ୍ଟି ସୁଟଆଉଟରେ ସ୍ପେନକୁ ୫-୩ରେ ପରାସ୍ତ କରିଥିଲା । ଏହା ପୂର୍ବରୁ, ମ୍ୟାଚ ସମୟ ଶେଷ ହେବା ପର୍ଯ୍ୟନ୍ତ ସ୍କୋର ୨-୨…
ଫ୍ରେଞ୍ଚ ଓପନ: ଫାଇନାଲରେ ବିଶ୍ୱର ୧ନଂ ସିନରଙ୍କୁ ହରାଇ ଅଲକାରାଜ ଚାମ୍ପିଅନ୍
ପ୍ୟାରିସ, ୯ା୮ : ବିଶ୍ୱର ଏକ ନମ୍ବର ଖେଳାଳି ଜାନିକ ସିନରଙ୍କୁ ୪-୬, ୬-୭ (୪-୭), ୬-୪, ୭-୬ (୭-୪), ୭-୬ (୧୦-୨) ସେଟରେ ପରାଜିତ କରି ଦୁଇ ନମ୍ବର ଖେଳାଳି କାର୍ଲୋସ ଅଲକାରାଜ ଫ୍ରେଞ୍ଚ ଓପନ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ସିନର ଏବଂ ଅଲକାରାଜ ଦୁଇ ଯୁବ ଖେଳାଳି । ଜଣେ ବିଶ୍ୱର ୧…
ମେଘାଳୟରୁ ନିଖୋଜ ଇନ୍ଦୋର ଦମ୍ପତି ମାମଲାରେ ପତ୍ନୀ ସୋନମ ୟୁପିରୁ ଗିରଫ
ନୂଆଦିଲ୍ଲୀ, ୯ା୬ : ହନିମୁନ ଟ୍ରିପ ବେଳେ ସ୍ୱାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଥିବା ବେୱାଫା ସୋନମ ରଘୁବଂଶୀଙ୍କ ସମ୍ପର୍କରେ ଆଉ ଏକ ସାଂଘାତିକ ତଥ୍ୟ ଆସିଛି । ସେ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହନିମୁନ ଟ୍ରିପରେ ଯିବା ବେଳେ ନିଜ ପାଖରେ ଥିବା ୧୦ ଲକ୍ଷ ଟଙ୍କା ମୂଲ୍ୟରେ ସୁନା…
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପରିଚାଳନା ପାଇଁ ଦ୍ୱିତୀୟ ସମନ୍ୱୟ ବୈଠକ
ପୁରୀ, ୯ା୬ : ରଥଯାତ୍ରା ସମୟରେ ଆମ୍ବୁଲାନ୍ସ କରିଡ଼ର ହେବ । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ସଦର ମୁଖ୍ୟ ଚିକିତ୍ସାଳୟ ସହ ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୀତତାପ ନିୟନ୍ତ୍ରିତ ଶଯ୍ୟାର ବ୍ୟବସ୍ଥା ହେବ । ସ୍ଥାନୀୟ ଟାଉନହଲଠାରେ ଚଳିତ ବର୍ଷ ରଥଯାତ୍ରାର…
ଇକୋ ଟୁରିଜିମକୁ ଆହୁରି ତ୍ୱରାନ୍ୱିତ କରାଯିବ: ମୁଖ୍ୟମନ୍ତ୍ରୀ
କେନ୍ଦ୍ରାପଡା, ୯ା୬ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରିଛନ୍ତି । ଜିଲ୍ଲା ପ୍ରଦକ୍ଷଣ ଗୃହ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷର ଆରମ୍ଭ କେନ୍ଦ୍ରାପଡ଼ା…
ପୁସ୍ତକ ଉନ୍ମୋଚନ ପାଠ, ଧର୍ମଗଡ଼
ଧର୍ମଗଡ଼,: ନାରୀ ମନସ୍ତତ୍ତ୍ୱର ସଫଳ ଚିତ୍ରଣ ଗଳ୍ପ ଗୁଡ଼ିକୁ କରିଛି ପ୍ରାଣବନ୍ତ ଗାଳ୍ପିକା ରଶ୍ମି ରଞ୍ଜିତା ସିଂହ ଙ୍କ ଗଳ୍ପ ସଂକଳନ"ଫୁଲ ପାଖୁଡ଼ା ରେ ଶୀତ" ଉନ୍ମୋଚିତ। ମନସ୍ତତ୍ତ୍ୱର ସଫଳ ଚିତ୍ରଣ ଗଳ୍ପ ଗୁଡ଼ିକୁ କରିଛି ପ୍ରାଣବନ୍ତ । ସାମ୍ପ୍ରତିକ ସମୟ ର ଘଟଣା ସମୂହ କୁ ଅତି ଉଚ୍ଚକୋଟୀର…