Browsing Category

ମୁଖ୍ୟ ଖବର

ଜାତୀୟ ପତାକା ଅବମାନନା ନେଇ ବାପି ସାର୍ଖେଲ ଙ୍କ ନାମରେ ଥାନାରେ ଅଭିଯୋଗ।

ପାରାଦୀପ -ଶ୍ରମିକନେତା ବାପି ସର୍ଖେଲ୍ ଙ୍କ ନାମରେ ଅଭିଯୋଗ ଓ ଗିରଫ ଦାବି । ଭାରତୀୟ ଜାତୀୟ ପତାକା ମର୍ଯ୍ୟାଦା ଉଲଂଘନ କାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ଗିରଫ ଦାବୀକରି ପାରାଦୀପ ଆଦର୍ଶ ଥାନାରେ ପୃଥକ ପୃଥକ ଭାବେ ଦୁଇଟି ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି । କିଛିଦିନ ତଳେ ସୋସିଆଲ…

ଭଦ୍ରକରେ ଗ୍ରୀଷ୍ମକାଳୀନ କ୍ରିକେଟ୍ ପ୍ରଶିକ୍ଷଣ ଶିବିର ଉଦଘାଟିତ

ଭଦ୍ରକ : ଭଦ୍ରକ ଜିଲ୍ଲା କ୍ରିକେଟ୍ ଆସୋସିଏସନ୍, ଜିଲ୍ଲା ପ୍ରଶାସନ ଓ ଓଡିଶା କ୍ରିକେଟ୍ ଆସୋସିଏସନ୍ ର ମିଳିତ ସହଯୋଗରେ ଆୟୋଜିତ, ଗ୍ରୀଷ୍ମକାଳୀନ କ୍ରିକେଟ୍ ପ୍ରଶିକ୍ଷଣ ଶିବିର ଜୁନ୍ ୨ ତାରିଖ, ସୋମବାର, ସକାଳ ୮ଟା ବେଳେ ରେଳବାଇ କ୍ରୀଡାଙ୍ଗନରେ ଉଦଘାଟିତ ହୋଇଯାଇଛି। ଭଦ୍ରକ ଜିଲ୍ଲାର ବନ୍ତ,…

ନାଲକୋ ଦ୍ୱାରା ସ୍ମାର୍ଟ ମାଇନିଂ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର, : ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରତ୍ନ ଉଦ୍ୟୋଗ, ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍ (ନାଲକୋ) ପକ୍ଷରୁ ଭୁବନେଶ୍ୱର ଠାରେ \"ଇଣ୍ଡଷ୍ଟ୍ରି ୪.୦: ସ୍ମାର୍ଟ ମାଇନିଙ୍ଗ ଆଣ୍ଡ ମାନୁଫ୍ୟାକ୍‌ଚରିଙ୍ଗ\' ନାମକ ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ବିଶେଷ କରି,…

ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୭ ମୃତ, ୩୦ ଆହତ

ନୂଆଦିଲ୍ଲୀ, : ୟୁକ୍ରେନ୍ ସୀମା ନିକଟବର୍ତ୍ତୀ ଋଷରେ ଭୟଙ୍କର ଟ୍ରେନ ଦୁର୍ଘଟଣା ହୋଇଛି । ପୋଲ ଭାଙ୍ଗି ଏକ ଯାତ୍ରୀବାହୀ ଟ୍ରେନ ଟ୍ରାକରୁ ଖସି ପଡ଼ିଛି । ଏଥିରେ ୭ଜଣଙ୍କର ମୃତ୍ୟୁ ହୋଇଛି । ୩୦ ଜଣ ଆହତ ହୋଇଛନ୍ତି । ଟ୍ରେନଟି ମସ୍କୋରୁ କ୍ଲିମୋଭ ଯାଉଥିବା ସମୟରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣାର…

ମେ’ ମାସରେ ଜିଏସ୍‌ଟି ସଂଗ୍ରହ ୨ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ,: ନିକଟରେ ସମାପ୍ତ ମେ’ ମାସରେ ଦେଶର ଜିଏସଟି ରାଜସ୍ୱ ୧୬.୪ ପ୍ରତିଶତ ବୃଦ୍ଧି ପାଇ ୨ ଲକ୍ଷ ୧ ହଜାର ୫୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହା ୨ୟ ସର୍ବାକାଳୀନ ମାସିକ ଜିଏସଟି ସଂଗ୍ରହ । ଏହା ପୂର୍ବରୁ ଗତ ଏପ୍ରିଲ ମାସରେ ଜିଏସଟି ସଂଗ୍ରହ ରେକର୍ଡ ୨ ଲକ୍ଷ ୩୬ ହଜାର କୋଟିକୁ…

ଖୁବ୍‌ଶୀଘ୍ର ୟୁପିଆଇ-ଏଟିଏମ୍‌ରୁ ସିଧାସଳଖ ଉଠାଇ ପାରିବେ ଇପିଏଫ୍‌ଓ ଟଙ୍କା

ନୂଆଦିଲ୍ଲୀ,: ଖୁବ୍‌ଶୀଘ୍ର ୟୁପିଆଇ ଏବଂ ଏଟିଏମ୍‌ରୁ ସିଧାସଳଖ ଟଙ୍କା ଉଠାଇପାରିବେ ଇପିଏଫ୍‌ଓ ଉପଭୋକ୍ତା । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଏ ନେଇ ଜୋରଦାର ପ୍ରସ୍ତୁତି ଚଳାଇଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଇପିଏଫ୍‌ଓ-୩.୦ର ବ୍ୟବସ୍ଥା ଅନୁସାରେ କର୍ମଚାରୀଙ୍କୁ…

ଶିବ ଓ ପାବର୍ତୀଙ୍କ ବିବାହ ସମ୍ପନ୍ନ ଭକ୍ତ କରିବେ ଯୁଗଳ ଦର୍ଶନ

ସମ୍ବଲପୁର, : ଜ୍ୟୈଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ପରିଣୟ ସମ୍ପନ୍ନ ହୋଇଯାଇଛି । ଏଥିପାଇଁ ବିଭିନ୍ନ ଶିବାଳୟ ଗୁଡିକୁ ରଙ୍ଗୀନ ଲୋକମାଳାରେ ସଜ୍ଜିତ କରାଯାଇଛି । ପରମ୍ପରା ଅନୁଯାୟୀ ପୂର୍ବ ବର୍ଷ ପାର୍ବତୀଙ୍କ କନ୍ୟା ପିତାମାତା ଭୂମିକା ନେଇଥିବା…

ଦ୍ରୁତ ଗତିରେ ବଢୁଛି କୋଭିଡ୍ ମାମଲା

ନୂଆଦିଲ୍ଲୀ, : ଭାରତରେ କୋଭିଡ୍‌ ମାମଲା ପୁଣି ବୃଦ୍ଧି ପାଇଛି । ଗତ ସପ୍ତାହରେ ସଂକ୍ରମଣ ୫ ଗୁଣ ବୃଦ୍ଧି ପାଇ ୨,୭୧୦ରୁ ଅଧିକ ସକ୍ରିୟ ମାମଲା ରେକର୍ଡ ହୋଇଛି । କେରଳରେ ସର୍ବାଧିକ ୧,୪୦୦ ମାମଲା ଚିହ୍ନଟ ହୋଇଥିବାବେଳେ ମହାରାଷ୍ଟ୍ରରେ ୪୮୫ ଓ ଦିଲ୍ଲୀରେ ୪୩୬ ମାମଲା ରିପୋର୍ଟ ହୋଇଛି । ଗତ ୨୪…

କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧ା୬ (ହି.ସ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର ପ୍ରସ୍ତୁତ କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଲିଟର ପିଛା ୩ ଟଙ୍କା ଅଧିକ ପାଇବେ ଦୁଗ୍ଧ ଚାଷୀ

ଭୁବନେଶ୍ୱର, ୧ା୬: ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକସେବା ଭବନ ସମ୍ମେଳନ କକ୍ଷଠାରେ ରାଜ୍ୟସ୍ତରୀୟ ବିଶ୍ୱ ଦୁଗ୍ଧ ଦିବସ-୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଓମଫେଡ଼ ଦୁଗ୍ଧ ଉତ୍ପାଦକମାନଙ୍କୁ ସରକାରଙ୍କ ତରଫରୁ ଲିଟର…