Browsing Category

ମୁଖ୍ୟ ଖବର

ଜାତୀୟ ରାଜପଥ କଡରୁ ମିଳିଲା ପୋଲିସ ଏଏସଆଇ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବନମାଳିପୁର ଜାତୀୟ ରାଜପଥ ୨୬ ରାସ୍ତାରୁ ଏ.ଏସ.ଆଇ ପବିତ୍ର ଗୋଲାପିଙ୍କ ମୃତଦେହ ଉଦ୍ଧାର ହୋଇଛି । ବାଇକର ଅଧା ଅଂଶ ମଧ୍ୟ ପୋଡିଯାଇଛି । ପବିତ୍ର ଗୋଲାପି କିଛି ଦିନ ହେବ ଭବାନୀପାଟଣା ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିଲେ ।କଳାହାଣ୍ଡି ଜିଲ୍ଲା…

ବ୍ରହ୍ମପୁର ଏମ. କେ. ସି. ଜି ମେଡିକାଲରେ ଓଡିଶା ବିଧାନସଭା ଗୃହର ଷ୍ଟେଣ୍ଡିଙ୍ଗ କମିଟି -5, ବିଭିନ୍ନ ସମସ୍ୟା…

ବ୍ରହ୍ମପୁର --- ବ୍ରହ୍ମପୁର ଏମ. କେ. ସି. ଜି ମେଡିକାଲରେ ଓଡିଶା ବିଧାନସଭା ଗୃହର ଷ୍ଟେଣ୍ଡିଙ୍ଗ କମିଟି -5, ବିଭିନ୍ନ ସମସ୍ୟା ସମ୍ପର୍କରେ କରିଲେ ସମୀକ୍ଷା, ସମାଧାନ ନେଇ ସରକାରଙ୍କୁ ଅବଗତ କରାଇବୁ କହିଲେ କମିଟି - ବ୍ରହ୍ମପୁର ଏମ. କେ. ସି. ଜି ମେଡିକାଲରେ ପରିଦର୍ଶନ କରିଲେ ଓଡିଶା…

ନାଟକ ପରିବେଷଣ କରି ସମ୍ମାନୀତ ହେଲେ ଦୁଇ ନିର୍ଦେଶକ

ବୁଗୁଡ଼ା, : ଆଧୁନିକତାର ସ୍ବର୍ଶ ରେ ଅନେକ ଲୋକକଳା ହଜିଯାଉଥିବାବେଳେ, ଗଞ୍ଜାମ ର ଅନେକ ଅନୁଷ୍ଠାନ ଏହାକୁ ବଞ୍ଚାଇ ରଖିବାର ପ୍ରୟାସ କରି ଆଜି ସଂମ୍ମାନୀତ ହୋଇଛନ୍ତି,ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ଠାକୁରାଣୀ ଯାତ୍ରା ଅବସରରେ ଚାକୁଣ୍ଡା ଏବଂ ଗୋଲାପଡା ଉଭୟ ଦଳ ମହାଭାରତ ନାଟକ…

ପାକିସ୍ତାନରେ ହିନ୍ଦୁ କ୍ରିକେଟରଙ୍କ ୨ ଗୋଡ଼ କାଟି ଦେଲେ

ଇସଲାମାବାଦ୍, : ପାକିସ୍ତାନର ଜଣେ ହିନ୍ଦୁ କ୍ରିକେଟର ତାଙ୍କର ଦୁଇଟି ଗୋଡ ହରାଇଛନ୍ତି । ମୋହିନ୍ଦର କୁମାର ନାମକ ଏହି କ୍ରିକେଟର ପାକିସ୍ତାନ ପାଇଁ ପ୍ରଥମ ଶ୍ରେଣୀ ଏବଂ "ଲିଷ୍ଟ ଏ' ଖେଳିଛନ୍ତି । ପାକିସ୍ତାନ ପାଇଁ ଘରୋଇ କ୍ରିକେଟ ଖେଳିଥିବା ପୂର୍ବତନ କ୍ରିକେଟର ଏବଂ କୋଚ ମୋହିନ୍ଦର କୁମାରଙ୍କ…

ପୁଣି ଫେରୁଛନ୍ତି କପିଲ ଶର୍ମା ଓ ତାଙ୍କ ଟିମ

ନୂଆଦିଲ୍ଲୀ, : ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ ଦଳ ସହିତ ପୁଣିଥରେ ପରଦାରେ ଲୋକଙ୍କୁ ହସାଇବା ପାଇଁ ନଜର ଆସିବେ । ଖବର ଅଛି ଯେ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ର ସିଜିନ୍ ୩ ଏବେ ଖୁବ୍ ଶୀଘ୍ର ଓଟିଟିରେ ଷ୍ଟ୍ରିମ୍ ହେବାକୁ ଯାଉଛି । ଯଦି ନିର୍ମାତାଙ୍କ କଥାକୁ ବିଶ୍ୱାସ…

୩ କୋଟିର ମୁକୁଟ ପିନ୍ଧିବେ ବିଶ୍ୱ ସୁନ୍ଦରୀ-୨୦୨୫

ହାଇଦ୍ରାବାଦ, : ବୁଧବାର ତେଲଙ୍ଗାନାର ହାଇଦ୍ରାବାଦରେ ୭୨ତମ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ସବୁଠୁ କଠିନ ତଥା ଅନ୍ତିମ ପର୍ଯ୍ୟାୟ \"ଇଣ୍ଟରଭ୍ୟୁ ରାଉଣ୍ଡ୍‌\' ଆରମ୍ଭ ହୋଇଛି । ଏଥିରେ ବିଶ୍ୱରୁ ଆସିଥିବା ଶୀର୍ଷ-୪୦ ପ୍ରତିଯୋଗୀ ସେହିସବୁ ପ୍ରଶ୍ନର ଉତ୍ତର ଦେବେ, ଯାହା ଗ୍ରାଣ୍ଡ୍‌ ଫିନାଲେରେ…

ପ୍ରତ୍ୟେକ ଜିଲ୍ଲାରେ ଅନୁଷ୍ଠିତ ହେବ ସେବା ପ୍ରସାର କାର୍ଯ୍ୟକ୍ରମ

ଖୋର୍ଦ୍ଧା,: ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ସହ ଆଭାଷି ମାଧ୍ୟମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ରାଜ୍ୟ ସରକାରଙ୍କ ସେବା ପ୍ରସାର କାର୍ଯ୍ୟକ୍ରମ ଜୁନ ମାସ ୧୨ରୁ ୨୦ତାରିଖ ମଧ୍ୟରେ ପାଳନ କରାଯିବା ନିମନ୍ତେ ଆଲୋଚନା କରିଛନ୍ତି । ଜିଲ୍ଲାପାଳ ଚଞ୍ଚଳ ରାଣା ଓସ୍ୱାନ ସମ୍ମିଳନୀ କକ୍ଷରେ ଉକ୍ତ…

ହଡ଼କୋର ଏସିଏମ ମାଓବାଦୀ କୁଞ୍ଜମ ହିଡ଼ମା ଗିରଫ

କୋରାପୁଟ, : କୋରାପୁଟ ପୋଲିସକୁ ବଡ଼ ସଫଳତା । ହଡ଼କୋର ମାଓବାଦୀ କୁଞ୍ଜମ ହିଡ଼ମାକୁ ଗିରଫ କରିବାରେ ସଫଳ ହୋଇଛି । ଗତ କିଛି ଦିନ ତଳେ ଛତିଶଗଡ ବିଜେପୁର ନିକଟସ୍ଥ ଜଙ୍ଗଲରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ଅନେକ ମାଓବାଦୀ ମୃତ୍ୟୁ ବରଣ କରିଥିଲେ । ଛତିଶଗଡ ରାଜ୍ୟକୁ…

ଆଧ୍ୟାତ୍ମିକତାର ଦିବ୍ୟତା ଓ ଲୋକ ସଂସ୍କୃତିର ଭବ୍ୟତାର ବିରଳ ସଙ୍ଗମ ହେଉଛି ଶୀତଳ ଷଷ୍ଠୀ : ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର,: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭିଡ଼ିଓ ବାର୍ତ୍ତା ଜରିଆରେ ଶୀତଳ ଷଷ୍ଠୀ -୨୦୨୫ର ଶୁଭେଚ୍ଛା ଜଣାଇବା ସହ ଆସନ୍ତାକାଲି ଠାରୁ ଜୁନ ୨ ପର୍ଯ୍ୟନ୍ତ ସମ୍ବଲପୁର ଶୀତଳଷଷ୍ଠୀ ପର୍ବରେ ସାମିଲ ହେବା ପାଇଁ ସମସ୍ତଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ବିଜେପି କ୍ଷେତ୍ରୀୟ…

ଋତୁସ୍ରାବ, ଈଶ୍ୱରଙ୍କ ପ୍ରଦତ୍ତ ଆଶୀର୍ବାଦ: ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, : ସମାଜରୁ ଋତୁସ୍ରାବ ଜନିତ ନୀରବତା ଭାଙ୍ଗିବାକୁ ପଡିବ ବୋଲି ଗୁରୁବାର ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆୟୋଜିତ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମତବ୍ୟକ୍ତ କରିଛନ୍ତି । ଆଇନା ଏନଜିଓ ଏବଂ ମହିଳା ଓ…