Browsing Category

ରାଜନୀତି

ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭୁବନେଶ୍ୱର,୭ା୧୨ : ଖୋର୍ଦ୍ଧା ଇନଫୋଭ୍ୟାଲିରେ ଅନ୍ତର୍ଜାତୀୟ ସ୍ତରର ବିଶ୍ୱବିଦ୍ୟାଳୟ । ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ସହିତ ଉକ୍ରର୍ଷ ପ୍ରତିପାଦନ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ । ଆଜି ଏସଭିକେଏମ୍‌ଏସ୍‌ଏନଏମଆଇଏମଏସ ୟୁନିଭରସିଟିର ଭିତ୍ତିପ୍ରସ୍ତର ସ୍ଥାପାନ ହୋଇଛି ।…

ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଉଛି ସାରା ଓଡ଼ିଶା

ଭୁବନେଶ୍ୱର,୫ା୧୨ : ୫- ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଦ୍ୱିତୀୟ ଇନିଂସ ପାଇଁ ଭିକେଙ୍କୁ ଶୁଭେଚ୍ଛା ଜଣାଉଛି ସାରା ଓଡ଼ିଶା । ପ୍ରତିଦିନ ନବୀନ ନିବାସରେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପାଇଁ ଜମୁଛି ଭିଡ଼ । ରାଜ୍ୟର ସାମଗ୍ରିକ ବିକାଶରେ ସରକାରଙ୍କ…

ସେୟାର ବଜାରରେ ଉତ୍ସାହ, ୬ ଲକ୍ଷ କୋଟି ଲାଭ କଲେ ନିବେଶକ |

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ତିନି ରାଜ୍ୟର ବିଧାନସଭା ନିର୍ବାଚନ ଜିତିବା ପରେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି । ସୋମବାର ସେନସେକ୍ସ ୧୪୦୦ ପଏଣ୍ଟ ଏବଂ ନିଫ୍ଟି ୪୩୦ ପଏଣ୍ଟ ବୃଦ୍ଧି ସହିତ ବଜାର ବନ୍ଦ ହୋଇଥିଲା । ସୋମବାର କାରବାର ଆରମ୍ଭରୁ…

ବିଜୟ ସୁନାମୀ ଆଣିଲା ମୋଦି ମ୍ୟାଜିକ |

ନୂଆଦିଲ୍ଲୀ,୩ା୧୨: ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଫୁଟିଲା ପଦ୍ମ । କାମ ଦେଲା ମୋଦି ମ୍ୟାଜିକ୍‌ । ମୂଳପୋଛ ହେଲା କଂଗ୍ରେସ ।୩ ରାଜ୍ୟର ବିପୁଳ ବିଜୟ ପରେ ବିଜୟ ଉତ୍ସବ ମନାଇଲେ ବିଜେପିର ନେତା ଓ କର୍ମୀ । କେଉଁଠି ନାଚଗୀତର ଆସର ତ ଆଉ କେଉଁଠି ଅଦିନିଆ ଦୀପାବଳୀ ପାଳନ । ମିଠା ଖୁଆଇ ଝୁମିଲେ ସମସ୍ତେ…

ନେତାଙ୍କ ଛାତି ଧଡ଼ଧଡ |

ନୂଆଦିଲ୍ଲୀ,୨ା୧୨: ଆସନ୍ତା କାଲି ପ୍ରକାଶ ପାଇବ ଜନକିଏ ମାରିବ ବାଜି । ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାରେ କିଏ ପିନ୍ଧିବ ମୁକୁଟ ।ତାଙ୍କ ରାୟ । ଏହାକୁ ନେଇ ସାରା ଦେଶବାସୀଙ୍କ ରହିଛି ପ୍ରତୀକ୍ଷା । ୨୪ ଫାଇନାଲ ପୂର୍ବରୁ ସେମିଫାଇନାଲ ପାଇଁ ଭୋଟର ଏଥର କାହାକୁ ସିରପା…

‘ମ୍ୟାଜିକ୍‌ ଅଫ୍‌ ୫-ଟି ମନ୍ତ୍ର, ଏ ଟେଲ୍‌ ଅଫ୍‌ ଟ୍ରାନ୍ସଫରମିଙ୍ଗ ନବରଙ୍ଗପୁର’ ଲୋକାର୍ପିତ

ଭୁବନେଶ୍ୱର, : ଆଜି ସନ୍ଧ୍ୟାରେ ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବରିଷ୍ଠ ପ୍ରଶାସକ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ରଙ୍କ ଲିଖିତ ପୁସ୍ତକ "ମ୍ୟାଜିକ୍‌ ଅଫ୍‌ ଫାଇଭ୍‌ ଟି ମନ୍ତ୍ର: ଏ ଟେଲ୍‌ ଅଫ୍‌ ଟ୍ରାନ୍ସଫରମିଙ୍ଗ'…

ଏଣିକି ଗାଁରେ ହାତ ପାହାନ୍ତାରେ ବ୍ୟାଙ୍କ ସେବା

ଭୁବନେଶ୍ୱର,୨୮ା୧୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳ ପାଇଁ ଯୁଗାନ୍ତକାରୀ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ୱାରା ବ୍ୟାଙ୍କ ସୁବିଧା ନ ଥିବା ୪୩୭୩ ପଞ୍ଚାୟତରେ ଲୋକମାନେ ବ୍ୟାଙ୍କିଙ୍ଗ ସୁବିଧା ପାଇବେ । ୨୦୨୪ ମାର୍ଚ୍ଚ…

ରାଜନୀତିରେ ପାଣ୍ଡିଆନଙ୍କ ନୂଆ ଇନିଂସ

ଭୁବନେଶ୍ୱର, ୨୭ା୧୧ : ସବୁ କଳ୍ପନାଜଳ୍ପନାର ଅବସାନ । ରାଜନୀତି ମଇଦାନରେ ଭିକେ ପାଣ୍ଡିଆନ । ଆଜି ବିଧିବଦ୍ଧ ଭାବରେ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ଦଶହରାରେ ଆଇଏଏସ ଚାକିରି ଛାଡିଥିଲେ ଆଉ କାର୍ତ୍ତିକ ପୂର୍ଣ୍ଣିମାରେ ରାଜନୈତିକ ଯାତ୍ରା…

ବିଜେଡ଼ିର ମିଶ୍ରଣପର୍ବ ଶଙ୍ଖ ଧରିଲେ ତ୍ରିପୁରାରୀ ଗୋରଡ଼ା

ଭୁବନେଶ୍ୱର,୨୨ା୧୧ : ବିଜେପି ଛାଡି ବିଜେଡିକୁ ଫେରିଛନ୍ତି ଗତ ୨୦୧୯ ନିର୍ବାଚନରେ କୋରାପୁଟର ବିଜେପି ପ୍ରାର୍ଥୀ ହୋଇଥିବା ତ୍ରିପୁରାରୀ ଗୋରଡ଼ା । ବୁଧବାର ଶଙ୍ଖ ଭବନରେ ଆୟୋଜିତ ବିଜେଡିର ଏକ ମିଶ୍ରଣ ପର୍ବରେ ତ୍ରିପୁରାରୀ ଶଙ୍ଖ ଫୁଙ୍କିଛନ୍ତି । ବିଜେଡିର ବରିଷ୍ଠ ନେତା ତଥା ସାଂସଦ ମାନସ…

ଜଗତସିଂହପୁରରେ ସଶକ୍ତ ହେଲା ବିଜେଡ଼ି ଶଙ୍ଖ ଧରିଲେ କଂଗ୍ରେସ ନେତା ନାରାୟଣ

ଭୁବନେଶ୍ୱର,୧୭ା୧୧ : ବିଜେଡ଼ିର ମିଶ୍ରଣ ପର୍ବ । ଜଗତସିଂହପୁରରେ ଆହୁରି ବଢିଲା ବିଜେଡିର ଶକ୍ତି । କଂଗ୍ରେସ ଛାଡି ଆଜି ବିଜେଡିରେ ମିଶିଛନ୍ତି ଜଗତସିଂହପୁର ଜିଲ୍ଲାର ବରିଷ୍ଠ ନେତା ନାରାୟଣ ଜେନା । ପୂର୍ବରୁ ଛାତ୍ର ଓ ଯୁବ କଂଗ୍ରସର ସେ ବହୁ ଦାୟିତ୍ୱ ତୁଲାଇଛି । ତିର୍ତ୍ତୋଲରେ କଂଗ୍ରେସର ସେ…