Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଓଡ଼ିଶା ପାଇଁ ବଡ଼ କ୍ଷତି : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୭ା୧୧: ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ବାର୍ତ୍ତାରେ ସେ କହିଛନ୍ତି ଯେ ମହେଶ୍ୱର ମହାନ୍ତି ଜଣେ ଲୋକ ପ୍ରିୟ ଜନ ନେତା ଭାବରେ ସୁନାମ ଅର୍ଜନ କରିଥିଲେ । ଜଣେ ଦକ୍ଷ ସଂଗଠକ ଭାବରେ ତଙ୍କର…
ବିଜେଡି ପକ୍ଷରୁ ବିଶାଳ ବାଇକ ଶୋଭାଯାତ୍ରା
ନୟାଗଡ଼, : ନୟାଗଡ଼ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ନୟାଗଡ଼ କଇଥଗାଡ଼ିଆଠାରୁ ଏହି ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଖୁଣ୍ଟୁବନ୍ଧ, ଜେମାଦେଇପୁରପାଟଣା ଓ କାଳିକାପ୍ରସାଦ ପଞ୍ଚାୟତ ସମେତ…
ବିଧାନସଭା ପରିସରରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧବାର୍ଷିକୀ
ଭୁବନେଶ୍ୱର, : ପଣ୍ଡିତ ନୀଳକଣ୍ଠ ଦାସଙ୍କ ୫୬ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ବିଧାନସଭା ପରିସରରେ ଆୟୋଜିତ ଉତ୍ସବରେ ବାଚସ୍ପତି ପ୍ରମିଳା ମଲ୍ଲିକ, ସଂସଦୀୟ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ବିଧାୟକ…
ବିଜେଡ଼ି ତରଫରୁ ନୂଆଖାଇ ଭେଟ୍ ଘାଟ ଏବଂ କର୍ମୀ ସମ୍ମିଳନୀ
ବଲାଂଗୀର, : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ରେ ବିଜେଡ଼ି ତରଫରୁ ଯୁବ ନେତା ଗିରିରାଜ ସିଂ ମାଝୀଙ୍କ ନେତୃତ୍ୱରେ ନୂଆଖାଇ ଭେଟ୍ ଘାଟ ଏବଂ ବିଜେଡ଼ି କର୍ମୀ ସମ୍ମିଳନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟ କ୍ରମରେ ସମସ୍ତ ଅଞ୍ଚଳ ବାସୀଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇବା ସହ ବିଜେଡ଼ି…
୭ରୁ ଶସ୍ତାରେ ଅଟା ବିକିବେ ସରକାର!
ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ପକ୍ଷରୁ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନୁଯାୟୀ
କେନ୍ଦ୍ର ୮୧.୩୫ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇ ଦେଉଛନ୍ତି । ଗତ ବର୍ଷ
ସରକାର ୨୦୨୩ ଡିସେମ୍ୱର ୩୧ ପର୍ଯ୍ୟନ୍ତ ମାଗଣା ରାସନ ପ୍ରଦାନ କରିବାକୁ
ଘୋଷଣା କରିଥିଲେ । ଏହି ସମୟସୀମା ଶେଷ ହେବାକୁ ଯାଉଛି ।…
ୱାର୍ଲଡ ଫୁଡ ଇଣ୍ଡିଆ ପ୍ରଦର୍ଶନୀ ଉଦ୍ଘାଟିତ ଏସ୍ଏଚ୍ଜି ସଦସ୍ୟାଙ୍କୁ ୩୮୦ କୋଟିର ପୁଞ୍ଜି ସହାୟତା
ନୂଆଦିଲ୍ଳୀ,୩ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାରନୂଆଦିଲ୍ଲୀର ପ୍ରଗତି ମଇଦାନ ଭାରତ ମଣ୍ଡପମରେ "ୱାର୍ଲଡ ଫୁଡଇଣ୍ଡିଆ ୨୦୨୩' ପ୍ରଦର୍ଶନୀକୁ ଉଦ୍ଘାଟନ କରିଛନ୍ତି । ଖାଦ୍ୟ
ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ପକ୍ଷରୁ ଏହି ତିନି ଦିନିଆ କାର୍ଯ୍ୟକ୍ରମଆୟୋଜିତ ହେଉଛି । ଏହାର ଉଦେ୍ଦଶ୍ୟ…
ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା!
ପୁରୀ,୩ା୧୧(ଡିକେ ନୁ୍ୟଜ): ଶ୍ରୀକ୍ଷେତ୍ର ଇତିହାସରେଯୋଡିହେବ ନୂଆ ଅଧ୍ୟାୟ । ଜାନୁଆରୀ ୧୭ତାରିଖରେହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା । ଶ୍ରୀମନ୍ଦିର
ପରିକ୍ରମା ପ୍ରକଳ୍ପ ନେଇ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଜିର ଆଲୋଚନା ନେଇ କାଲିର ପରିଚାଳନା କମିଟି…
ନବୀନ ଓଡ଼ିଶାରେ ଗାଁ ହେବ ରୂପାନ୍ତରର ପ୍ରକୃତ କେନ୍ଦ
ଭୁବନେଶ୍ୱର,୩ା୧୧(ଡିକେ ନୁ୍ୟଜ): ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ୱକାଂକ୍ଷୀ ଯୋଜନା "ଆମ ଓଡ଼ିଶା ନବୀନ ଓଡ଼ିଶା' ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁୟ…
ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର
ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ତଥାପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତିଗୁରୁତର ଅବସ୍ଥାରେ ଭୁବନେଶ୍ୱରରକେୟାର ହସ୍ପିଟାଲରେ ଚିକିତ୍ସାଧୀନଅଛନ୍ତି । ମହେଶ୍ୱର ମହାନ୍ତିଙ୍କ ସ୍ୱାସ୍ଥ୍ୟ
ଅବସ୍ଥା ନେଇ ହସ୍ପିଟାଲ ପକ୍ଷରୁ ସୂଚନାମିଳିଛି । ସେ ଏବେ ଆଇସିୟୁରେଚିକିତ୍ସିତ ହେଉଥିବା ବେଳେ…
ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ଅଲିମ୍ପିକ୍ସ ଟିକେଟ୍
ଭୁବନେଶ୍ୱର, ୩୧ା୧୦ (ଡିକେନୁ୍ୟଜ୍): ୨୦୨୪ ପ୍ୟାରିସ ଅଲିମ୍ପିକ୍ସପାଇଁ ଟିକେଟ ହାସଲ କରିଛନ୍ତିଓଡ଼ିଆ ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ । ୫୦
ମିଟର ଥ୍ରୀ ପୋଜିସନ ରାଇଫଲଇଭେଣ୍ଟ ପାଇଁ ସେ ପାଇଛନ୍ତି ଅଲିମ୍ପିକ୍ସଟିକେଟ୍ । କୋରିଆରେ ·ଲିଥିବାଏସିଆନ ଶୁଟିଂ ·ମ୍ପିୟନ ସିପରେ
ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ…