Browsing Category

ରାଜନୀତି

ସୋମବାର ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ !

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଚୂଡ଼ାନ୍ତ ହୋଇଛି । ଆସନ୍ତା ସୋମବାର ସକାଳ ସାଢ଼େ ୯ଟାରେ ନୂଆ ମନ୍ତ୍ରୀମାନେ ନେବେ ଶପଥ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନୂଆ ମନ୍ତ୍ରୀମାନଙ୍କୁ ଗୋପନୀୟତାର ଶପଥ ପାଠ କରାଇବେ । ତେବେ ନବୀନଙ୍କ ନୂଆ…

କାଶ୍ମୀରରେ ହେବାକୁ ଯାଉଥିବା ଗ୍ରୁପ-୨୦ ଟୁରିଜିମ୍ ଓ୍ବାର୍କିଂ ଗ୍ରୁପ ବୈଠକରେ ଯୋଗ ଦେବ ନାହିଁ ଚୀନ୍

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ କାଶ୍ମୀରରେ ହେବାକୁ ଯାଉଥିବା ଗ୍ରୁପ-୨୦ ଟୁରିଜିମ୍ ଓ୍ବାର୍କିଂ ଗ୍ରୁପ ବୈଠକରେ ଯୋଗ ଦେବ ନାହିଁ ଚୀନ୍ । ଏକ ବିବାଦୀୟ ଅଞ୍ଚଳରେ ହେବାକୁ ଯାଉଥିବା ବୈଠକରେ ଚୀନ ଯୋଗଦେବ ନାହିଁ ବୋଲି କହିଛନ୍ତି ଚୀନ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ଓ୍ବାଙ୍ଗ୍ ଓ୍ବେନବିନ୍ । ସେ…

ଖୁବ୍ କମ୍ ସମୟରେ କାର୍ଯ୍ୟକ୍ଷମ ହେବ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଛେଳିଗଡ଼ ଜଳସେଚନ ପ୍ରକଳ୍ପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନର ଛେଳିଗଡ଼ ଜଳସେଚନ ପ୍ରକଳ୍ପ । ଖୁବ୍ କମ୍ ସମୟରେ ହେବ କାର୍ଯ୍ୟକ୍ଷମ । ହସିବ କ୍ଷେତ, ଦୂର ହେବ ଜଳକଷ୍ଟ । ଚୂଡ଼ାନ୍ତ ପର୍ଯ୍ୟାୟରେ ଛେଳିଗଡ଼ ଜଳସେଚନ ପ୍ରକଳ୍ପ କାମ । ପାହାଡ଼କୁ କାଟି ପାଣି ଆଣିବା ଛୋଟ କଥା ନୁହେଁ । ଏହା ଏକ ବୃହତ ପ୍ରକଳ୍ପ । ୧.୩…

ଗିରଫ ହେଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍, ଇସଲାମାବାଦ ହାଇକୋର୍ଟ ବାହାରେ ଗିରଫ କଲା ପାକ୍…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ପାକ୍ ରେଞ୍ଜର୍ସ ଇମ୍ରାନ ଖାନଙ୍କୁ ଗିରଫ କରିଛି । ପାକିସ୍ତାନ ତହରିକ-ଏ-ଇନସାଫ (ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାନକୁ ଇସଲାମାବାଦ ହାଇକୋର୍ଟ ବାହାରେ ଗିରଫ କରାଯାଇଛି । ଏହି…

ଝାରସୁଗୁଡ଼ାରେ ବିଜେପିକୁ ପୁଣି ଝଟ୍‌କା

ଭୁବନେଶ୍ୱର : ଝାରସୁଗୁଡ଼ା ଉପନିର୍ବାଚନରେ ଆଜି ଆଉ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଝାରସୁଗୁଡ଼ା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ଦଳ ଛାଡ଼ି ବିଜେଡିରେ ମିଶିଛନ୍ତି। ଭୁବନେଶ୍ବରର 'ଶଙ୍ଖ ଭବନ'ରେ ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲା ପରେ ନବୀନ ନିବାସ ଯାଇ ବିଜେଡି…

ବିଜେଡି ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’

ଭୁବନେଶ୍ୱର : ଲୋକାର୍ପିତ ହେଲା ବିଜେଡି କାର୍ଯ୍ୟାଳୟ । ପବିତ୍ର ଅକ୍ଷୟ ତୃତୀୟ ଅବସରରେ ବିଜୁ ଜନତା ଦଳର ନୂଆ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନ କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସେବା, ତ୍ୟାଗ ଓ ସ୍ବାଭିମାନର ପ୍ରତୀକ ସାଜିବ ଶଙ୍ଖ ଭବନ । ଭୁବନେଶ୍ବର…

କେରଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ, ଗୁଇନ୍ଦା ବିଭାଗର ଛାନଭିନ୍

: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ ସମୟରେ ଆତ୍ମଘାତୀ ଆକ୍ରମଣ ହେବା ନେଇ ଧମକପୂର୍ଣ୍ଣ ଚିଠି ମିଳିଛି । ବିଜେପି ରାଜ୍ୟ କାର୍ଯ୍ୟଳୟକୁ ଏହି ଚିଠି ଆସିଛି । ଏନେଇ ସୂଚନା ପାଇବା ପରେ କେରଳ ପୋଲିସ ଓ ଗୁଇନ୍ଦା…

ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରିବ ବିଜେଡି

ଭୁବନେଶ୍ୱର: ଲୋକଙ୍କ ପାଖରେ ପହଞ୍ଚୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ । ଯାହା ଘରେ ଘରେ ଗ୍ରହଣୀୟ ହୋଇଛି । ଏବେ ଏହାକୁ ଆହୁରି ଗ୍ରହଣୀୟ କରିବା ପାଇଁ ସୋସିଆଲ ମିଡିଆ ଜରିଆରେ ନୀରିକ୍ଷଣ ପାଇଁ ଲୋକଙ୍କୁ ସୁଯୋଗ ଦେବ ବିଜେଡି । ବିଶ୍ବରେ ଯୁବକମାନଙ୍କ…

ଝାରସୁଗଡ଼ା ଉପନିର୍ବାଚନ: କମିଟି ଗଠନ କରିବ ବିଜେଡି

ଝାରସୁଗଡ଼ା: ଖୁବ୍‌ଶୀଘ୍ର ବିଜେଡି ଗଠନ କରିବ ଝାରସୁଗଡ଼ା ଉପନିର୍ବାଚନ ପାଇଁ କମିଟି । ଏ ନେଇ ଆଜି ଭୁବନେଶ୍ୱରରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଝାରସୁଗୁଡ଼ା ବିଜେଡି ପର୍ଯ୍ୟବେକ୍ଷକ ସାରଦା ନାୟକ, ଦିବଙ୍ଗତ ମନ୍ତ୍ରୀ ନବକିଶୋର ଦାସଙ୍କ ପୁଅ ତଥା…

ଦିଲ୍ଲୀରେ ପୁଣି ବିରୋଧୀ ମେଳି, ଏକାଠି ହେବେ ୧୪ ଅଣ ବିଜେପି ଦଳର ନେତା

ନୂଆଦିଲ୍ଲୀ : ଆଗାମୀ ୨୦୨୪ରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟକ୍କର ଦେବାକୁ ବିରୋଧୀ ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି । ସୋମବାର ଦିଲ୍ଲୀରେ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ ମହାସଭା ହେବାକୁ ଯାଉଛି । ଏଥିରେ ରାଜସ୍ଥାନ…