Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ ପାଇକମାଳ ପିଏଚ୍ସି ହେଲା ସିଏଚ୍ସ
କଥା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାଇକମାଳରେ ହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ବରଗଡ଼ ଜିଲ୍ଲା ପାଇକମାଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭାବରେ ଉନ୍ନୀତ କରାଯାଇଛି । ପାଇକମାଳ ଅଞ୍ଚଳର ଜନସାଧାରଣଙ୍କ ବହୁ ଦିନର ଦାବି ପୂରଣ ହୋଇଛି ।…
ଫେରିଲେ ମହାମହିମ : ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୧ା୨(ଡିକେ ନ୍ୟୁଜ): ଦୁଇଦିନିଆ ଓଡିଶା ଗସ୍ତରେ ଆସି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦିଲ୍ଲୀ ଫେରିବା ସମୟରେ ଭୁବନେଶ୍ୱର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସାକ୍ଷାତ କରିଥିଲେ । ଏହି ଦୁଇଦିନିଆ ଗସ୍ତରେ…
ହାଇକୋର୍ଟରେ ପୂର୍ବତନ ମନ୍ତ୍ରୀ ନବଦାସ ହତ୍ୟା ମାମଲା
ପୂର୍ବତନ ସ୍ୱ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟା ଘଟଣାର ୮ଦିନ ବିତିଗଲାଣି । ହେଲେ ଏବେ ବି ରହସ୍ୟ ଉପରୁ ହଟିପାରୁନି ପର୍ଦ୍ଦା । ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚ ଆଉ ଏକ ୬ ଜଣିଆ ଟିମ୍ ଗଠନ କରିଛି । ଡିଏସ୍ପି ଆରତିଙ୍କ ନେତୃତ୍ୱରେ ସେହି ଟିମ୍ ରବିବାର ଝାରସୁଗୁଡ଼ା ଅଭିମୁଖେ…
ସୁପ୍ରିମକୋର୍ଟରେ ୫ ନୂଆ ବିଚାରପତି
ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ମଧ୍ୟରେ ମତଭେଦ ଚାଲିଥିବା ବେଳେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପାଞ୍ଚ ଜଣ ନୂତନ ବିଚାରପତି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ଅନୁମୋଦନର କିଛି ଘଣ୍ଟା ପୂର୍ବରୁ ସରକାର ଅଦାଲତଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଶୀଘ୍ର ନୂତନ…
ମୁଖ୍ୟମନ୍ତ୍ରୀଙ୍କ ସଶକ୍ତ ଓଡ଼ିଶା ମନ୍ତ୍ରକୁ ବୁଝିଲେଣି ବିରୋଧୀ, ଓଡ଼ିଶାର ବିକାଶ ପୁରୁଷ ନବୀନ
ଗଠନ ହେବ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା । ପୂର୍ବରୁ ପଶ୍ଚିମ ଓ ଉତ୍ତରରୁ ଦକ୍ଷିଣ ସବୁଠି ଗଡ଼ିବ ବିକାଶର ରଥ । ବିକାଶମୂଳକ କାମରେ ରହିବନି ରାଜନୈତିକ ବାଛବିଚାର । ୨୫ବର୍ଷ ଧରି ଓଡ଼ିଶାବାସୀଙ୍କ ସେବା କରିଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ମନ୍ତ୍ରକୁ ବିରୋଧୀ ବୁଝିଲେଣି ।…
କୋରାପୁଟ ପାଇଁ ଖୋଲିଲା ବିକାଶର ପେଡ଼ି, ୧୬୦୦ କୋଟିର ପ୍ୟାକେଜ୍ ଭେଟି
କୋରାପୁଟ ବିକାଶର ନୂଆ ଅଧ୍ୟାୟ । କୋରାପୁଟକୁ ୧୬୦୦ କୋଟିର ପ୍ରକଳ୍ପ ଭେଟି । ୧୧୩ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୫୦ କୋଟିର ଋଣ ସହାୟତା ପ୍ରଦାନ କରିଛନ୍ତି ନବୀନ । ଭିତ୍ତିଭୂମି ବିକାଶ ଜରିଆରେ…
ମୁମ୍ବାଇରେ ଆତଙ୍କୀ ଆକ୍ରମଣ ଧମକ: ଆଲର୍ଟ ଜାର
ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ମିଳିଛି । ଏନ୍ଆଇଏକୁ ଧମକପୂର୍ଣ୍ଣ ଇମେଲ ମିଳିବା ପରେ ଦେଶର ବିଭିନ୍ନ ସହରକୁ ଆଲର୍ଟ କରି ଦିଆଯାଇଛି । ଏନ୍ଆଇଏ ଏହାର ସୂଚନା ମୁମ୍ବାଇ ପୋଲିସକୁ ଦେଇଛି । ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସି ଯାଞ୍ଚରେ ଲାଗି ପଡ଼ିଛନ୍ତି । ସୂଚନା ମୁତାବକ, ଏନ୍ଆଇଏର…
ଭାରତୀୟ ମିଲେଟ ସଂସ୍ଥାନର ହେବ ଗଠନ – ନିର୍ମଳା ସୀତାରମଣ
ନୂଆଦିଲ୍ଲୀ, 01 ଜାନୁଆରୀ ଦେଶରେ ଶୀଘ୍ର ମିଲେଟ ସଂସ୍ଥାନର ଗଠନ କରାଯିବ । ଏହି ସଂସ୍ଥାନ ଚାଷୀ ମାନଙ୍କ ପାଇଁ ମିଲେଟ ଉତ୍ପାଦନ ବଢାଇବାର ସମ୍ଭାବନା ଉପରେ କାମ କରିବ । କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ ଲୋକସଭାରେ ତାଙ୍କର ବଜେଟ ଅଭିଭାଷଣରେ ଏହି ସୂଚନା ଦେଇଛନ୍ତି ।…
ଦେଶର ଅର୍ଥ ବ୍ୟବସ୍ଥାର ଭବିଷ୍ୟତ ଉଜ୍ୱଳ – ସୀତାରମଣ
ନୂଆଦିଲ୍ଲୀ, 01 ଜାନୁଆରୀ – କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଦିନ ଲୋକସଭାରେ 2023-24 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଛନ୍ତି । ଏହି ଅବସରରେ ସେ ତାଙ୍କର ବଜେଟ ଅଭିଭାଷଣରେ କହିଛନ୍ତି ଯେ ଭାରତୀୟ ଅର୍ଥନୀତି ସଠିକ ରାସ୍ତାରେ ଯାଉଛି । ଭାରତୀୟ ଅର୍ଥନୀତିର…
ଛୋଟ ମଣିଷ ଛୁଆକୁ ଝୁଣି ଝୁଣି ଖାଇଲା କୁକୁର
କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ଚିକିତ୍ସାଳୟ ବିଭାଗ ସମ୍ମୁଖରେ ଆଜି ସକାଳେ ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଚିକିତ୍ସାଳୟର ପଛପଟେ ଏକ ନବଜାତ ଶିଶୁ ପୁତ୍ରକୁ କୁକୁର ଝୁଣି ଖାଉଥିବା ଲୋକେ ଦେଖିଥିଲେ। ତତ୍କ୍ଷଣାତ୍ ସେମାନେ କୁକୁର ମୁହଁରୁ ଛୁଆଟିକୁ…