Browsing Category

ରାଜନୀତି

ଆମୋନିଆ ଗ୍ୟାସ୍ ଲିକ୍ ହେଲେ କେମିତି କରାଯିବ ଆୟତ୍ତ

ହେଇଗଲା ଆମୋନିଆ ଗ୍ୟାସ୍ ଲିକ୍  | ସଙ୍ଗେ ସଙ୍ଗେ ବାଜି ଉଠିଲା ସାଇରନ  | ମାତ୍ର୍ କେଇ ମିନିଟ ଭିତରେ ଛୁଟି ଆସିଲେ ସମସ୍ତେ  | ଚାଲିଲା କସରତ  | ଆଉ ଅକ୍ଲାନ୍ତ ପରିଶ୍ରମ ପରେ ଲିକ୍ କୁ ବନ୍ଦ କରାଗଲା  | ଏହା ଶତସତୀକା ନଥିଲା , ଏହା ଥିଲା ମକଡ୍ରିଲ୍ | ପାରାଦୀପ୍ ଇଫକୋ ସାର କାରଖାନା…

ବିଜେପିର ଆଦିବାସୀ ବିରୋଧୀ ମନୋଭାବକୁ ବିଜେଡ଼ିର ବିରୋଧ

ସବୁବେଳେ ଆଦିବାସୀଙ୍କ ଜୀବନ ଜୀବିକାକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେମାନଙ୍କ ପାଖରେ ଶିକ୍ଷା ଓ ସ୍ୱାସ୍ଥ୍ୟ ପହଞ୍ଚାଇ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ । ତେବେ ବିଜେପିର ଆଦିବାସୀ ବିରୋଧୀ ମନୋଭାବ ଆଦିବାସୀଙ୍କୁ ଆଘାତ ଦେଇଛି ।…

ପୁଣି ଋଷ କଲା ଜୋରଦାର ଆକ୍ରମଣ, ମିସାଇଲ ମାଡ଼ରେ ୧୧ ମୃତ

ପୁଣିଥରେ ୟୁକ୍ରେନ ବିରୋଧରେ ନିଜର ହମଲାକୁ ଜୋରଦାର କରିଛି ରୁଷ। ଗୁରୁବାର ରୁଷର ଘନଘନ ମିସାଇଲ ଓ ଡ୍ରୋନ ହମଲାରେ ୟୁକ୍ରେନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରୁଷ ହମଲାରେ ୧୧ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଘର ଓ ବିଜୁଳି ଭିତ୍ତିଭୂମି ଧ୍ୱଂସ ହୋଇଯାଇଛି। ରୁଷର ମିସାଇଲ ମାଡ଼…

ଭାଙ୍ଗିବାରେ ଲାଗିଛି ପାକିସ୍ତାନର ଆର୍ଥିକ ମେରୁଦଣ୍ଡ

ପାକିସ୍ତାନରେ ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଆର୍ଥିକ ସଙ୍କଟ । ସଙ୍କଟ ଯୋଗୁଁ ଏବେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ରେକର୍ଡ ହ୍ରାସ ପାଇବାରେ ଲାଗିଛି । ପାକିସ୍ତାନୀ ଟଙ୍କା ଗୋଟିଏ ଡଲାର ତୁଳନାରେ ୨୫୫ରେ ପହଞ୍ଚିଛି । ସରକାର ବିନିମୟ ମୂଲ୍ୟ ଉପରେ ନିଜର ଆଭିମୁଖ୍ୟ ହ୍ରାସ କରିବା ପରେ…

ଆଜିଠୁ ଆରମ୍ଭ, ଭାରତ-ନ୍ୟୁଜିଲାଣ୍ଡ T-20 ସିରିଜ୍

ଆଜିଠୁ ଆରମ୍ଭ ହେବ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ୩ ଟିକିଆ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ ମେନ୍ ଇନ ବ୍ଲୁ । ଆଜି ସନ୍ଧ୍ୟା ୭ଟାରେ ରାଞ୍ଚିରେ ଖେଳାଯିବ ସିରିଜର ପ୍ରଥମ ମ୍ୟାଚ୍ । ସିରିଜରେ ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ…

ପୁରୁଷ ହକି ବିଶ୍ବକପରେ ଆଜି ସେମିଫାଇନାଲ

ଆଜି ପୁରୁଷ ହକି ବିଶ୍ୱକପରେ ପ୍ରଥମ ସେମିଫାଇନାଲରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ । ସେହିପରି ବେଲଜିୟମ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଦ୍ବିତୀୟ ସେମିଫାଇନାଲରେ ମୁକାବିଲା ହେବ। କମ୍ପିବ କଳିଙ୍ଗ । ଫାଇନାଲ ଟିକେଟ ପାଇଁ ଟର୍ଫକୁ ଓହ୍ଲାଇବେ ୪ଟି ଟିମ୍ । ଆଜି କଳିଙ୍ଗ ଷ୍ଟାଡିୟମରେ…

ଆଜି ତୀର୍ଥ ଯାତ୍ରା କରିବେ ୭ ଜିଲ୍ଲାର ୯୭୦ ବରିଷ୍ଠ ନାଗରିକ

ବରିଷ୍ଠ ନାଗରିକଙ୍କ ଆଶା ପୂରଣ କରୁଛନ୍ତି ରାଜ୍ୟ ସରକାର । ଆଜି ହେବ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ । ଆଜି ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ତୀର୍ଥ ଯାତ୍ରାରେ ଯାଉଛନ୍ତି ୯୭୦ ଜଣ । କିଛି ସମୟ ପରେ ତୀର୍ଥଯାତ୍ରୀ ଭୁବନେଶ୍ୱର ରେଳ ଷ୍ଟେସନରୁ ସ୍ୱତନ୍ତ୍ର ଟ୍ରେନରେ ଆହ୍ଲାବାଦ ଓ…

ଆଇରନ ମ୍ୟାନ୍‌ ହେବେ ଭାରତୀୟ ଯବାନ, ଜେଟ ପ୍ୟାକ ସୁଟ୍ ପିନ୍ଧି ଉଡିବେ ସୈନିକ

କେନ୍ୟୁଜ୍ : ହାଇଟେକ୍ ହେବ ଭାରତୀୟ ଅ।ର୍ମି। ଅ।କାଶରେ ଉଡ଼ିବେ ଭାରତୀୟ ଯବାନ । ରୋବଟ ଉଠାଇବେ ଭାର । ପାରମ୍ପାରିକ ପ୍ରଣାଳୀରୁ ବାହାରି ହାଇଟେକ ହେବ ଭାରତୀୟ ସେନା । ଫାଷ୍ଟ ଟ୍ରାକ ମୋଡରେ ଅପଗ୍ରେଡ ହେଉଛି ଭାରତୀୟ ସେନା । ଅ ।ଗକୁ ସେନା ୪୮ ଜେଟ୍ ପ୍ୟାକ୍ ସୁଟ ଓ ୧୦୦ ରୋବୋଟିକ ମୁଲ କିଣିବାକୁ…

ବିଶ୍ୱ ସ୍ତରରେ ଦ୍ୱିତୀୟ ସ୍ଥାୟୀ ଉତ୍ପାଦକ ବେଦାନ୍ତ ଆଲୁମିନିୟମ

ନୂଆଦିଲ୍ଲୀ : ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ, ମୂଲ୍ୟାଙ୍କନ ଅବଧି ଆର୍ôଥକ ବର୍ଷ୨୧-୨୨ ଆଲୁମିନିୟମ ଶିଳ୍ପ ପାଇଁ ଏସ୍ ଆଣ୍ଡ ପି ଡାଓ ଜୋନ୍‌ସ ସଷ୍ଟେନେବିଲିଟି ଇଣ୍ଡେକ୍ସ (ଡିଜେଏସ୍‌ଆଇ) ବିଶ୍ୱ ମାନ୍ୟତାରେ ୨ ତମ ସ୍ଥାନକୁ ଉନ୍ନିତ ହୋଇଛି । ଏସ୍ ଆଣ୍ଡ ପି ଡାଓ…

 ବିଧବା ବୋହୂର ଦ୍ୱିତୀୟ ବିବାହ କରାଇ ଉଦାହରଣ ସାଜିଲେ ପୂର୍ବତନ ବିଧାୟକ ନବୀନ ନନ୍ଦ

ଭୁବନେଶ୍ୱର, ୨୫ ଜାନୁଆରୀ - ପୂର୍ବତନ ବିଧାୟକ ନବୀନ ନନ୍ଦ ନିଜ ବିଧବା ବୋହୂର ଦ୍ୱିତୀୟ ବିବାହ କରାଇ ଉଦାହରଣ ସୃଷ୍ଟି କରିଛନ୍ତି । ସେ ତାଙ୍କ ସୋସିଆଲ୍ ମିଡିଆ ଆକାଉଂଟ୍ରେ ନିଜେ ଏ ସଂପର୍କରେ ସୂଚନା ଦେଇଛନ୍ତି । ଜାତୀୟ କନ୍ୟା ଦିବସ ଅବସରରେ ନିଜ ବୋହୂର ଦ୍ୱିତୀୟ ବିବାହ କରାଇଛନ୍ତି ।…