Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର, ଲୋୟର ସୁକତେଲ ପ୍ରକଳ୍ପ ପାଇଁ ହଜାରେ କୋଟି ମଞ୍ଜୁର
ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ନିର୍ମାଣାଧୀନ ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୧ ହଜାର ୭ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଜିଲ୍ଲାର ଜଳସେଚନ ଓ ପାନୀୟ ଜଳ ସଙ୍କଟ ଦୂର ହେବ । ଏଥିପାଇଁ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ…
ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୧୧ ଅଗଷ୍ଟ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିବାରୁ ଜଗଦୀପ ଧନଖରଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ଶ୍ରୀ ଜଗଦୀପ ଧନଖର ଜୀ ଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲି । ମୁଁ ତାଙ୍କୁ…
ଜେଲ ଗଲେ ସଞ୍ଜୟ ରାଉତ
ଜେଲ ଗଲେ ଶିବସେନା ନେତା ସଞ୍ଜୟ ରାଉତ। ପାତ୍ର ଚଲ୍ ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦ୍ବାରା ଗିରଫ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ସ୍ବତନ୍ତ୍ର ପିଏମ୍ଏଲଏ ଅଦାଲତ ସୋମବାର ୧୪ଦିନ ପାଇଁ ଜେଲ୍କୁ ପଠାଇ ଦେଇଛନ୍ତି।ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ…
ମହିଳାଙ୍କୁ ଦୃବ୍ୟବହାର କରିବା ବିଜେପି ନେତାଙ୍କୁ ପଡିଲା ମହଙ୍ଗା
ମହିଳାଙ୍କୁ ଦୃବ୍ୟବହାର କରିବା ମହଙ୍ଗା ପଡିଲା ବିଜେପି ନେତାଙ୍କୁ । ନଏଡାର ଏକ ସୋସାଇଟିରେ ଜଣେ ମହିଳାଙ୍କ ଗଛ ଲଗାଇବାକୁ ନେଇ ଶ୍ରୀକାନ୍ତ ତ୍ୟାଗୀ ତାଙ୍କ ସହ ଅଭଦ୍ରାମି କରିଥିଲେ। ନିଜକୁ ଦବଙ୍ଗ ନେତା କହୁଥିବା ଏହି ନେତା ସେହି ମହିଳାଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ। ଏଥିସହ ମାରପିଟ୍…
ଆଗାମୀ ଦିନରେ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଦେଖୁଛି : ଅମିତ ଶାହ
ଓଡିଶା ପାଇଁ ଅଚ୍ଛେ ଦିନ ଆସି ସାରିଛି
ଜୟ ଜଗନ୍ନାଥ କହି ଆରମ୍ଭ କଲେ ଭାଷଣ
କଟକ, ୦୮ ଅଗଷ୍ଟ - ଆଗାମୀ ଦିନରେ ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ଦେଖୁଛି । ଏବେ ଓଡ଼ିଶାରେ ଅଚ୍ଛେ ଦିନ୍ ଆସିଛି । ଓଡ଼ିଶାରେ ଅଚ୍ଛେ ଦିନ୍ ଆସିଛି ବୋଲି କହିବାର କାରଣ ହେଲା ସାଧାରଣ ଗରିବ ଆଦିବାସୀ ପରିବାରର ମହିଳା…
ଫଟୋରୁ ବାରି ହୋଇପଡୁଛି ଓଡ଼ିଶାର ଗୁରୁତ୍ୱ
ଭୁବନେଶ୍ୱର : ନୀତି ଆୟୋଗ ସପ୍ତମ ପରିଚାଳନା ପରିଷଦ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ଭବନ କଲଚରାଲ ସେଣ୍ଟରରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ । ଆଜିର ବୈଠକ ପରେ ପ୍ରଧାନମନ୍ତ୍ରୀ,…
ଆସନ୍ତାକାଲି ଓଡିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ
ଭୁବନେଶ୍ୱର, ୦୬ ଅଗଷ୍ଟ - କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଓଡିଶା ଗସ୍ତରେ ଆସିବେ । ଭୁବନେଶ୍ୱର ବିମାନ ବନ୍ଦରରେ ରାତିରେ ପହଂଚିବେ କରିବେ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଦେଇଥିବା ସୂଚନା ଅନୁସାରେ ସେ ୮ ତାରିଖ ସକାଳୁ ଲିଙ୍ଗରାଜ ଦର୍ଶନ କରିବେ । କଟକରେ ଅମୃତ…
ଅଗଷ୍ଟ ୭ରେ ନୀତି ଆୟୋଗଙ୍କ ୭ମ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, 06 ଅଗଷ୍ଟ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଜ୍ୟଗୁଡିକୁ ଦକ୍ଷ, ପ୍ରତିରୋଧୀ ଓ ଆତ୍ମନିର୍ଭର ହେବା ସହ ସମବାୟ ସଙ୍ଘୀୟ ଭାବନା ଅନୁରୂପ ‘ଆତ୍ମନିର୍ଭର ଭାରତ’ ପାଇଁ ଆଗକୁ ବଢିବାର ଦୃଢ ଆବଶ୍ୟକତା କହିଛି । ସ୍ଥିର, ନିରନ୍ତର ଓ ସମାବେଶୀ ଭାରତ ନିର୍ମାଣ ଉଦ୍ଦେଶ୍ୟରେ…
ନୀତି ଆୟୋଗ ବୈଠକରେ ଯୋଗଦେବେ ନବୀନ, ପୁଣି ଉଠିବ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା
୭ ତାରିଖରେ ନୀତି ଆୟୋଗ ବୈଠକ । ପ୍ରଧାନମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ ବୈଠକ । ନୀତି ଆୟୋଗ ବୈଠକରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବେ । ଏଥିରେ ଫୋକସ୍ ଷ୍ଟେଟ୍ ମାନ୍ୟତା ଦାବି ଦୋହରାଇବ ଓଡ଼ିଶା । ବୈଠକକୁ ନେଇ ପୁଣି ତାଜା…
ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୭ ତାରିଖରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ସପ୍ତମ ପରିଷଦ ବୈଠକ ବସିବ । ତେବେ ଏନେଇ…