Browsing Category

ରାଜନୀତି

ବିଧାନସଭାରେ ନୁପୁର ପ୍ରସଙ୍ଗ

ବିଧାନସଭାରେ ନୁପୁର ତାତି । ନୁପୁର ସର୍ମାଙ୍କ ବିବାଦୀୟ ବୟାନ କୁ ନେଇ ବିଧାନ ସଭାବେ ଉଠିଛି ଝଡ । ନୁପୁରଙ୍କ ପ୍ରସଙ୍ଗକୁ ନେଇ ଗୃହରେ ବିରୋଧି ଦଳ ଉଭୟ ବିଜେପି ଏବଂ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ପ୍ରଥମ ୧୦ ମିନିଟ ଗୃହ ଚାଲିବା ପରେ ହୋହାଲ୍ଲା ଯୋଗୁଁ ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବି…

ବିଧାନସଭାରେ କରୋନା ପ୍ରବେଶ, ୧୨ ଜଣ ସଂକ୍ରମିତ ଚିହ୍ନଟ

ବିଧାନସଭାକୁ ଏଂଟ୍ରି କଲା କରୋନା । ୧୨ ଜଣ କରୋନା ସଂକ୍ରମିତ ହୋଇଥିବାର ସୂଚନା ମିଳିଛି । ମୌସୁମୀ ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ ଏବଂ ବିଧାୟୀକା, ବିଧାନସଭାର କର୍ମଚାରୀ ଓ ସମସ୍ତ ସାମ୍ବାଦିକଙ୍କ କରୋନା ଟେଷ୍ଟ କରାଯାଇଥିଲା । ତେବେ ଏଥି ମଧ୍ୟରୁ ୧୨ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।…

ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ ୨ଲକ୍ଷ କୋଟି ଟପିପାରେ ବଜେଟ୍ ଆକାର

ଭୁବନେଶ୍ୱର, ୦୧ା୭ (ଡିକେ ନ୍ୟୁଜ୍‌): ଆସନ୍ତାକାଲିଠାରୁ ବିଧାନସଭାର ମୌସୁମୀ ଅଧିବେଶନ । ପ୍ରଥମ ଦିନ ଆସିବ ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ । ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଗତ ମାର୍ଚ୍ଚ ମାସରେ ବର୍ଷର ପ୍ରଥମ ଚାରିମାସ ପାଇଁ ଲେଖାନୁବାଦ ଆଗତ କରାଯାଇଥିଲା । ଏହି କାମଚଳା…

ସୁପ୍ରିମକୋର୍ଟରେ ଉଦ୍ଧବ ଦଳକୁ ଲାଗିଲା ବଡ ଝଟକା

ସୁପ୍ରିମକୋର୍ଟଙ୍କ ଠାରୁ ଉଦ୍ଧବ ଦଳକୁ ଏକ ବଡ ପ୍ରତିବନ୍ଧକ ମିଳିଛି। ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ବର୍ତ୍ତମାନ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରିବାକୁ ମନା କରି ଦେଇଛନ୍ତି। କେବଳ ଜୁଲାଇ ୧୧ ରେ ଏହା…

ମହାରାଷ୍ଟ୍ର ରାଜନୀତିରେ ନୂଆ ଏକ ଅଧ୍ୟାୟ ଏକନାଥ ସିନ୍ଦେ ହେଲେ ମୁଖ୍ୟମନ୍ତ୍ରୀ ,ଓ ଦେବେନ୍ଦ୍ର ଫଡନାଭିସ୍ ଡେପୁଟି…

ଶିବସେନା ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ୧୯ ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଗତକାଲି ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଏକନାଥ ସିନ୍ଦେ ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଦେବେନ୍ଦ୍ର ଫଡନାଭିସ୍ ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି…

ଇଟାଲିରୁ ଦୁବାଇ ସବୁଠି ନବୀନ

ଭୁବନେଶ୍ୱର, ୩୦ା୬(ଡିକେ ନ୍ୟୁଜ): ୧୦ ଦିନିଆ ବିଦେଶ ଗସ୍ତ ସାରି ଆଜି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତକୁ ନେଇ ରାଜ୍ୟ ଭିତରେ ଯେତିକି ଚର୍ଚ୍ଚା, ଦେଶ ବାହାରେ ବି ସେତିକି ଆଲୋଚନା । ରୋମରୁ ଦୁବାଇ ସବୁଠି ଥିଲା ନବୀନଙ୍କ କ୍ରେଜ୍ । ବିଗତ ୨୨…

ଆଜି ସନ୍ଧ୍ୟା ୭.୩୦ ରେ ଶପଥ ଗ୍ରହଣ କରିବେ- ଦେବେନ୍ଦ୍ର ଫଡନାଭିସ୍

ଆଜି ସନ୍ଧ୍ୟା ୭.୩୦ ରେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ତୃତୀୟ ଥର ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଦେବେନ୍ଦ୍ର ଫଡନାଭିସ୍ ଙ୍କ ବ୍ୟତୀତ ବିଦ୍ରୋହୀ ଶିବସେନା ଦଳର ନେତା ଏକନାଥ ସିନ୍ଦେ ମଧ୍ୟ ମହାରାଷ୍ଟ୍ରର ଡେପୁଟି ସିଏମ୍ ଭାବରେ ଶପଥ ଗ୍ରହଣ କରିବେ।…

ମହାରାଷ୍ଟ୍ରରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାଭିସ୍

ମହାରାଷ୍ଟ୍ର , ୩୦/୦୬:ମହାରାଷ୍ଟ୍ରରେ ଏକ ଭୟଙ୍କର ରାଜନୈତିକ ଉତ୍ତେଜନା ଲାଗିରହିଛି | 29 ଜୁନ୍ ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି ଏବଂ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ନୂତନ ସରକାରରେ ଦେବେନ୍ଦ୍ର ଫଡନାଭିସ୍…

ଫ୍ଲୋର ଟେଷ୍ଟ ପୂର୍ବରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ

ମୁମ୍ବାଇ,୩୦/୬ : ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ହାର ମାନି ନେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଆଜି ସୁପ୍ରିମକୋର୍ଟ ଆସ୍ଥା ଭୋଟ ବା ଫ୍ଲୋର ଟେଷ୍ଟ ଉପରେ ରୋକ ଲଗାଇବାକୁ ମନା କରିବା କ୍ଷଣୀ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ଫେସବୁକ…

ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ଘୋଷଣା ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଘୋଷଣା ହୋଇଛି । ଅଗଷ୍ଟ ମାସ ୬ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାର ସମ୍ଭାବନା ରହିଛି । ଦେଶର ୧୬ତମ ଉପରାଷ୍ଟ୍ରପତି ପାଇଁ ନିର୍ବାଚନ ହେବ । ଏନେଇ ନିର୍ବାଚନ କମିଶନଙ୍କ ବୈଠକ ପରେ…