Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଦୁବାଇରୁ ଛୁଟିଲା ପୁଞ୍ଜିର ସୁଅ, ନିବେଶ ହେବ ୨୧ ହଜାର କୋଟି
ନୂଆଦିଲ୍ଲୀ,୩୦/୬: ଓଡ଼ିଶାକୁ ଛୁଟିଲା ବିଦେଶୀ ପୁଞ୍ଜିର ସୁଅ । ରାଜ୍ୟରେ ବ୍ୟାପକ ନିବେଶ କରିବେ ଦୁବାଇର ଏକାଧିକ ପ୍ରତିଷ୍ଠିତ କମ୍ପାନୀ । ଦୁବାଇରେ ଚାଲିଥିବା ଇନଭେଷ୍ଟର୍ସଙ୍କ ସମ୍ମିଳନୀରେ କମ୍ପାନୀ ମୁଖିଆମାନେ ଏହି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଟ୍ୱିଟ କରି ଖୁସି ବ୍ୟକ୍ତ କରିଛନ୍ତି…
ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟକା, ଫୋ୍ଳର ଟେଷ୍ଟ ରେ ବିଜେପିର ସାଥ ଦେବେ ଭାଇ ରାଜ ଠାକରେ
ମହାରାଷ୍ଟ୍ରରେ ବଢିବାରେ ଲାଗିଛି ରାଜନୈତିକ ଅସ୍ଥିରତା । ଆସନ୍ତା କାଲି ଉଦ୍ଧବ ଠାକରେଙ୍କ ଫୋ୍ଳର ଟେଷ୍ଟ ହାବ କି ନାହିଁ ତାହା ଏ ପର୍ଯ୍ୟନ୍ତ ସସ୍ପେନ୍ସ ରହିଛି । ଆଜି ସନ୍ଧ୍ୟାରେ ସୁପ୍ରିମ କୋର୍ଟ ଫୋ୍ଳର ଟେଷ୍ଟ କୁ ନେଇ ଶେଷ ନିଷ୍ପତି ନେବେ ।
ମହାରାଷ୍ଟ୍ରର ରାଜନୈତିକ ସମସ୍ୟା…
ଏକ ଘଂଟା ବଢିଲା ବିଧାନସଭାର ଦୈନିକ କାର୍ଯ୍ୟ, ଏଣିକି ୬ ଘଂଟା ଚାଲିବ ଗୃହ
ଜୁଲାଇ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ବଜେଟ୍ ଅଧିବେଶନ । ଅନ୍ୟପକ୍ଷରେ ବଢିଛି ବିଧାନସଭାର ଦୈନିକ କାର୍ଯ୍ୟ ସମୟ । ଏଣିକି ୫ ଘଂଟା ନୁହେଁ ୬ ଘଂଟା ଧରି ଚାଲିବ ବିଧାନ ସଭାର କାର୍ଯ୍ୟ । ତେବେ ବିଧାନସଭା ଅଧିବେଶନ ୧୦ ଟା ୩୦ ରୁ ଆରମ୍ଭ ହୋଇ ୧. ୩୦ ପର୍ଯନ୍ତ ଚାଲିବ । ପରବର୍ତୀ…
ସୋନିଆ ଗାନ୍ଧୀଙ୍କ ସଚୀବ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ
କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସଚୀବ ପି.ପି ମାଧବଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆସିଛି । ଜଣେ ୨୬ ବର୍ଷିଆ ମହିଳାଙ୍କ ଅଭିଯୋଗକୁ ଆଧାର କରି ଦିଲ୍ଲୀ ଉତମ ନଗର ପୋଲିସ ଏକ ମକଦ୍ଦମା ରୁଜୁ କରିଛି । ତେବେ ଚାକିରୀ ଦେବା ଏବଂ ତାଙ୍କୁ ବିବାହ କରିବାକୁ ପ୍ରତିଶୃତି ଦେଇ ମହିଳାଙ୍କୁ…
ଉଦ୍ଧବ ଠାକରେଙ୍କ ଆକ୍ସନ ମୋଡ, ବିଦ୍ରୋହୀ ମନ୍ତ୍ରୀଙ୍କଠାରୁ ଛଡାଇନେଲେ କ୍ଷମତା
ବିଦ୍ରୋହୀ ମନ୍ତ୍ରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏକନାଥ ସିନ୍ଦେଙ୍କ ସମେତ ଅନ୍ୟ ୮ ଜଣ ମନ୍ତ୍ରୀଙ୍କ ଠାରୁ ସେମାନଙ୍କ କ୍ଷମତା ଛଡାଇ ନେଇଛନ୍ତି ଠାକରେ । ମହାବିକାଶ ଅଘାଡି ସରକାରର ଅନ୍ୟ ମନ୍ତ୍ରୀମାନଙ୍କୁୁ ଏହି ସବୁ…
ଉପନିର୍ବାଚନ : ୧୧ ହଜାରରୁ ଅଧିକ ଭୋଟ୍ରେ ଜିତିଲେ ଦୁର୍ଗେଶ ପାଠକ
ନୂଆଦିଲ୍ଲୀ,୨୭ ଜୁନ୍ – ଦିଲ୍ଲୀର ରାଜେନ୍ଦ୍ର ନଗର ସିଟ୍ରେ ହୋଇଥିବା ଉପନିର୍ବାଚନରେ ଆମ୍ ଆଦମୀ ପାର୍ଟି ବଡ଼ ବିଜୟୀ ହୋଇଛନ୍ତି । ରାଘବ ଚଢ଼ାଙ୍କ ରାଜ୍ୟସଭା ଯିବାପରେ ଖାଲି ସିଟ୍ରେ ଆପ୍ ପାର୍ଟିର ଦୁର୍ଗେଶ ପାଠକ ଭାଜପା ପ୍ରାର୍ଥୀ ରାଜେଶ ଭାଟିଆଙ୍କୁ ପାଖାପାଖି ୧୧,୫୦୦ ଭୋଟ୍ରେ ହରାଇଛନ୍ତି ।…
ଦ୍ରୌପଦୀଙ୍କ ସହ କଥା ହେଲେ ନବୀନ, ମୁର୍ମୁଙ୍କ ପ୍ରାର୍ଥିତ୍ୱ ଓଡ଼ିଶା ପାଇଁ ଗର୍ବ
ଭୁବନେଶ୍ୱର,୨୭/୬(ଡିକେ ନ୍ୟୁଜ): ଡ଼ିଶାର ଦ୍ରୌପଦୀ ମୁର୍ମୁ ହୋଇଛନ୍ତି ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହୋଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ଓଡିଶାର…
ଇମ୍ରାନ ଖାନ ଙ୍କୁ ଅଦାଲତ ରୁ ମିଳିଲା ଆସ୍ୱସ୍ଥି, ୧୫ ମାମଲା ରେ ମିଳିଲା ଅନ୍ତରୀଣ ଜାମିନ ॥
ଇସଲାମାବାଦ:ପଦବୀ ରୁ ଯିବା ପରେ ସବୁ ମକଦ୍ଦମା ର ସାମ୍ନା କରୁଛନ୍ତି ପାକିସ୍ତାନ ର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ୧୫ ମାମଲା ରେ ୬ ଜୁଲାଇ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ମିଳିଛି । ତାଙ୍କୁ ସତାରୁ ହଟାଇବା ପରେ ତାଙ୍କ ସମର୍ଥକ ମାନେ ସାରା ଦେଶ ରେ ବିରୋଧ ପ୍ରଦର୍ଶନ କରିଥିଲେ । ଘଟି…
ମୁମ୍ବାଇ ରେ ୧୦ ଜୁଲାଇ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ।
ଉଲ୍ଲାସ ନଗର ରେ ସାଂସଦ ଶ୍ରୀକାନ୍ତ ସିନ୍ଧ ଙ୍କ କାର୍ଯ୍ୟାଳୟ ରେ ଭଙ୍ଗ ରୁଜା ,୧୨ ଶିବସେନା କର୍ମକର୍ତା ଗିରଫ ।ମୁମ୍ବାଇ ରେ ୫ ଦିନ ହେବ ଚାଲିଛି ରାଜନୈତିକ ଗତିରୋଦ୍ଧ ପାଇଁ ୧୦ ପାଇଁ କର୍ଫ୍ୟୁ ଲାଗୁ କରିବା ସହିତ ସର୍ବଦଳୀୟ କାର୍ଯ୍ୟାଳୟ ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି…
୫୦ ବିଧାୟକଙ୍କ ସମର୍ଥନ ରହିଛି: ଏକନାଥ ସିନ୍ଦେ
ମୁମ୍ବାଇ : ଶିବସେନାରେ ଘନଉଛି ସଂକଟ । ଦଳର ଲଗାମ ଧରିବାକୁ ଲଢ଼େଇ । ଆସାମ ଗୌହ୍ୱାଟୀରେ ରହି ଶକ୍ତି ପ୍ରଦର୍ଶନ କରୁଛନ୍ତି ଏକନାଥ ସିନ୍ଦେ । ୫୦
ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି । ଏପଟେ ମୁମ୍ବାଇରେ ଶିବସେନାର ଜିଲ୍ଲା ସଭାପତିଙ୍କୁ ଏକାଠି କରିଛନ୍ତି ଉଦ୍ଧବ ଠାକରେ । ଶିବସେନା ଓ…