Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ବିଦେଶରେ ନବୀନଙ୍କ ସରକାରୀ କାମ
ରୋମ୍/ଭୁବନେଶ୍ୱର: ରୋମରୁ ହେଲା ଓଡ଼ିଶା କାମ । ଦୁନିଆର ଯେକୌଣସି ସ୍ଥାନରୁ ରହି କରାଯାଇପାରିବ ଦାୟିତ୍ୱ ସମ୍ପାଦନ, ଏହାର ବଡ଼ ଉଦାହରଣ ଆଜି ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରୋମ୍ ଗସ୍ତରେ ଥାଇ ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ନିତିଦିନିଆ ଜରୁରି…
ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ
ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତାଙ୍କ ଗହଣରେ ରାଷ୍ଟ୍ରପତି ପଦ ପାଇଁ ନାମାନଙ୍କ ପତ୍ର ଦାଖଲ କଲେ ଏନଡିଏ ପ୍ରାର୍ଥୀ ଓଡିଶାର ଗୌରବ ଦ୍ରୌପଦୀ ମୁର୍ମୁ । ସଂସଦ ଭବନରେ ନାମାଙ୍କ ପତ୍ର ଦାଖଲ କରିଥିବା ବେଳେ ସେଠାରେ ପ୍ରଧାନ ମନ୍ତ୍ରୀଙ୍କ ବ୍ୟତୀତ ଗୃହ ମନ୍ତ୍ରୀ ଅମୀତ ଶାହା, ପ୍ରତିରକ୍ଷା…
ଗୁଜୁରାଟ ଦଙ୍ଗା ମାମଲାରେ ପ୍ରଧାମନ୍ତ୍ରୀଙ୍କୁ କ୍ଲିନ୍ ଚିଟ୍ , ଜାକିଆ ଜାଫ୍ରିଙ୍କ ଆବେଦନକୁ ସୁପ୍ରିମ୍ କୋର୍ଟରେ ଖାରଜ
ନୂଆଦିଲ୍ଲୀ, ୨୪/୦୬: ୨୦୦୨ ଗୁଜୁରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନ୍ୟାନ୍ୟଙ୍କୁ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଦେଇଥିବା କ୍ଲିନ୍ ଚିଟ୍ ବିରୋଧରେ ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ୍ ଏମ୍ ଖାନୱିଲକରଙ୍କ ନେତୃତ୍ୱରେ ଏକ…
ମଦୀଙ୍କୁ ଭେଟିଲେ ଦ୍ରୌପଦୀ ମୁର୍ମୁ
ଆଜି ବାସଭବନରେ ମୋଦୀଙ୍କୁ ସାକ୍ଷାତ କଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ନିର୍ବାଚନ ସହିତ ଅନେକ ପ୍ରସଙ୍ଗ ଆଲୋଚନା ହୋଇଥିଲା । ଆଲୋଚନା ପରେ ଏନେଇ ଟ୍ୟୁଟ୍ କରି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଆହୁରି ମଧ୍ୟ କହିଛନ୍ତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଭାବେ ସାରା ଦେଶର ମଧ୍ୟ…
ତିନିଦିନିଆ ବିଦେଶ ଗସ୍ତରେ ଯିବେ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ , ୨୩/୦୬: ଭାରତ-ଜର୍ମାନୀ ଆନ୍ତ ସରକାରୀ ପରାମର୍ଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷ ଥର ପାଇଁ ମେ ୨୦୨୨ ରେ କେନ୍ଦ୍ର କ୍ୟାବିନେଟର ବରିଷ୍ଠ ସଦସ୍ୟଙ୍କ ସହ ଜର୍ମାନୀ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୨୬-୨୭ ରେ G7 ସମ୍ମିଳନୀରେ ଏକ ବିଶେଷ ଅତିଥି…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନାବରଣ ସହିତ NIRYAT ପୋର୍ଟାଲ କଲେ ଲଞ୍ଚ
ନୂଆଦିଲ୍ଲୀ , ୨୩/୦୬: ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟର ନୂତନ କ୍ୟାମ୍ପସ୍ 'ବାଣିଜ୍ୟ ଭବନ ' ର ଉଦଘାଟନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ନୂତନ ପୋର୍ଟାଲ୍ NIRYAT (ବାଣିଜ୍ୟର ବାର୍ଷିକ ବିଶ୍ଳେଷଣ ପାଇଁ ଜାତୀୟ ଆମଦାନୀ-ରପ୍ତାନି ରେକର୍ଡ) ଲଞ୍ଚ କରିଛନ୍ତି। ବାଣିଜ୍ୟ…
ଦ୍ରୌପଦୀ ଙ୍କୁ ମିଳିଲା z+ ସୁରକ୍ଷା
ଭୂବନେଶ୍ୱର , ୨୨/୦୬: ବୁଧବାର ଦିନ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ CRPF କମାଣ୍ଡୋ ର ଏକ z+ ସୁରକ୍ଷା କଭର ପ୍ରଦାନ କରାଯାଇଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ସଶସ୍ତ୍ର ସ୍କ୍ୱାର୍ଡ ବୁଧବାର ସକାଳେ ୬୪ ବର୍ଷିୟା ଶ୍ରୀମତୀ ମୁର୍ମୁଙ୍କ ସୁରକ୍ଷା ଦାୟିତ୍ୱ ଗ୍ରହଣ…
ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଦ୍ରୌପଦି ମୁର୍ମୁ
ଦେଶର ରାଷ୍ଟ୍ରପତି ପ୍ରାର୍ଥୀ କୁ ନେଇ ଚାଲିଥିବା ସମସ୍ତ କଳ୍ପନା ଜଳ୍ପନା ରେ ପୁର୍ଣ୍ଣଚ୍ଛେଦ ପଡିଛି । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପକ୍ଷରୁ ଚୟନ କରାଯାଇଛି । ଏନେଇ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଏକ ସମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ପ୍ରାର୍ଥୀ…
TMC କୁ ଲାଗିଲା ବଡ ଝଟକା , ଯଶୱନ୍ତ ନ୍ତ ସିହ୍ନା ଦେଲେ ଦଳରୁ ଇସ୍ତଫା
ନୂଆଦିଲ୍ଲୀ , ୨୧/୦୬: ତୃଣମୁଳ କଂଗ୍ରେସ ନେତା ଯଶୱନ୍ତ ସିହ୍ନା ମଙ୍ଗଳବାର ଦିନ ଦଳ ଛାଡିବାକୁ ନିଷ୍ପତ୍ତି ଘୋଷଣା କରି କହିଛନ୍ତି ଯେ ସେ ବର୍ତ୍ତମାନ ଅଧିକ ବିରୋଧୀ ଏକତାର ବ୍ୟାପକ ଜାତୀୟ ଉଦ୍ଦେଶ୍ୟ ପାଇଁ କାର୍ଯ୍ୟ କରିବେ। ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ତ୍ରିନାଥ କଂଗ୍ରେସ ମୁଖ୍ୟ ତଥା…
ପୁଣି ହେବ ରାହୁଲ ଗାନ୍ଧୀଙ୍କୁ ଇଡିରେ ଜେରା
ନୂଆଦିଲ୍ଲୀ , ୨୦/୦୬: ନ୍ୟାସନାଲ ହେରାଲ୍ଡ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସୋମବାର ଦିନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ପଚରାଉଚରା କରିବ। ସୋମବାର ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକ ପାଇଁ କଂଗ୍ରେସ ପୁଣି ଏକ ବଡ ଧରଣର ପ୍ରଦର୍ଶନ କରିବ । ଏହି ପ୍ରଦର୍ଶନରେ…