Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ
ଡୁମାଣୀ ଟିଭି,୧୩/୪:ଆଜି ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ତମ ପ୍ରତିଷ୍ଠା ଦିବସ ପାଳୁଛି ରାଜଧାନୀ ଭୁବନେଶ୍ବର । ୧୯୪୮ରେ ଏପ୍ରିଲ ୧୩ରେ ମନ୍ଦିର ମାଳିନୀ ସହର ଭୁବନେଶ୍ବର ଓଡ଼ିଶାର ରାଜଧାନୀ ହୋଇଥିଲା । ଏଭିତରେ ଅନେକ ବଦଳିଛି ଭୁବନେଶ୍ବର ।
ବିକାଶ ବହୁତ ଆଗକୁ ଯାଇଛି । ତଥାପି…
ଲୋକସେବା ଭବନରୁ ଉଠିଲା କରୋନା କଟକଣା, ଏପ୍ରିଲ ୧୮ରୁ ସାମ୍ୱାଦିକଙ୍କ ପ୍ରବେଶକୁ ଅନୁମତି
ଡୁମାଣୀ ଟିଭି,୧୨/୪:ବହୁ ବିବାଦ ପରେ କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। କରୋନା ଯୋଗୁଁ ଲୋକସେବା ଭବନରେ ପ୍ରବେଶ ଉପରେ ଲାଗୁ କଟକଣାକୁ ହଟାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏ ନେଇ ଗୃହ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଏହା ସହିତ ଖାରବେଳ ଭବନ…
ଶାହବାଜ ସରିଫଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ
ଡୁମାଣୀ ଟିଭି,୧୨/୪:ପାକିସ୍ତାନରେ ବଦଳିଛି ସରକାର । ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ଶାହବାଜ ସରିଫ । ତେବେ ପାକ୍ର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ୍ ଙ୍କୁ ଟୁଇଟ୍ କରି ବଧାଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଆତଙ୍କବାଦ ପ୍ରସଙ୍ଗରେ ଉପଦେଶ ବି…
ଆଜି ଭାରତ-ଆମେରିକା ୨ + ୨ ମନ୍ତ୍ରୀସ୍ତରୀୟ ଆଲୋଚନା
ଡୁମାଣୀ ଟିଭି,୧୨/୪:ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଜେ ଅଷ୍ଟିନ ତୃତୀୟ ଦିନ ଭାରତ-ଆମେରିକା ୨ + ୨ ମନ୍ତ୍ରୀସ୍ତରୀୟ ଆଲୋଚନା ପୂର୍ବରୁ ପେଣ୍ଟାଗନରେ ପ୍ରତିନିଧୀସ୍ତରୀୟ ଆଲୋଚନା କରିଛନ୍ତି । ଆମେରିକାର ପାଞ୍ଚ ଦିନିଆ ଗସ୍ତରେ ଥିବା ରାଜନାଥ…
ପୁଣି ଥରେ ନିର୍ବାଚନ ପାଇଁ ସକ୍ରିୟ ଅଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ
ଡୁମାଣୀ ଟିଭି,୧୨/୪:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ହାତରୁ କମାଣ୍ଡ ଖସିବା ପରେ ବି ନିଶ୍ଚିତରେ ବସୁନାହାଁନ୍ତି । ହାତରେ ଶାସନ ଭାର ନଥାଇ ବେ ସେ ରାଜନୀତିରେ ବେଶ ସକ୍ରିୟ ଅଛନ୍ତି । ଏବେ ସେ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଏବେ ଦାବି କରିଛନ୍ତି ଶୀଘ୍ର…
ଖାଲି ପଡ଼ିଛି ସୁଷମା ସ୍ୱରାଜ ଓ ଅରୁଣ ଜେଟଲୀଙ୍କ ସ୍ଥାନ କେବଳ ମୋଦୀ,ଶାହା,ନଡ୍ଡା ନେଉଛନ୍ତି ସଂସଦୀୟ ବୋର୍ଡର ନିଷ୍ପତ୍ତି
ଡୁମାଣୀ ଟିଭି,୧୦/୪:ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡରେ ବର୍ତ୍ତମାନ ୪ ଟି ପଦବୀ ଖାଲି ଅଛି। ବିଜେପିର ସଂସଦୀୟ ବୋର୍ଡ ହେଉଛି ସେହି ସଂସଦୀୟ ବୋର୍ଡ ଯାହା ସଂସଦ ଏବଂ ରାଜ୍ୟ ବିଧାନସଭାରେ ବ୍ୟାପକ ନୀତି ନିର୍ଣ୍ଣୟ କରିଥାଏ । ଆଶ୍ଚର୍ୟ୍ୟର କଥା ହେଉଛି, ମୋଟ ୧୧ ସଦସ୍ୟ ବିଶିଷ୍ଟ…
ପୁଣି CPIMସାଧାରଣ ସମ୍ପାଦକ ମନୋନୀତ ହେଲେ ସୀତାରାମ ୟେଚୁରୀ
ଡୁମାଣୀ ଟିଭି,୧୦/:ବରିଷ୍ଠ ନେତା ସୀତାରାମ ୟେଚୁରୀ ରବିବାର ଲଗାତାର ତୃତୀୟବାର ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ)ର ସାଧାରଣ ସମ୍ପାଦକ ମନୋନୀତ ହୋଇଛନ୍ତି। ୬୯ ବର୍ଷିୟ ବୟୋଜ୍ୟେଷ୍ଠ ନେତା ଗତ ୨୦୧୫ ମସିହାରୁ ଏହି ପଦବୀ ଅଳଙ୍କୃତ କରିଆସୁଛନ୍ତି। ତାଙ୍କ ପୂର୍ବରୁ ପ୍ରକାଶ କରାଟ…
ପାକିସ୍ତାନ ପ୍ରଧାନମନ୍ତ୍ରୀ ପାଇଁ ଶାହାବାଜ ସରିଫ ବିରୋଧୀଙ୍କ ପ୍ରାର୍ଥୀ ଶାହା ମେହମୁଦ କୁରେଶୀ ପ୍ରାର୍ଥୀ
ଡୁମାଣୀ ଟିଭି,୧୦/୪:ଅବିଶ୍ୱାସ ପ୍ରସ୍ତାବରେ ବହୁମତ ହରାଇବା ପରେ ଇମ୍ରାନ ଖାନ ଇସ୍ତଫା ଦେଇଛନ୍ତି । ଏହା ପରେ ଶାହାବାଜ ସରିଫ ପ୍ରଧାନମନ୍ତ୍ରୀ ପଦ ପାଇଁ ନୂଆ ଚେହେରା ଭାବରେ ଉଭା ହୋଇଛନ୍ତି । ସମସ୍ତ ୧୭୪ ବିରୋଧୀ ସାଂସଦ ଶାହାବାଜଙ୍କ ନାମରେ ମୋହର ଲଗାଇଛନ୍ତି । ଶାହାବଜ ହେଉଛନ୍ତି…
କଂଗ୍ରେସ ତାର ନିଜ ଘର ସମ୍ଭାଳିପାରୁନି ଆମ ପ୍ରତି ଦୟା ଦେଖାଉଛି ମୟାବତୀ
ଡୁମାଣୀ ଟିଭି,୧୦/୪ :ଉତ୍ତରପ୍ରଦେଶ ବିଧାନସଭର ନିର୍ବାଚନ ପରେ ପ୍ରଥମଥର କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୁହଁ ଖୋଲିଥିଲେ । ବସପା ମୁଖ୍ୟ ମାୟାବାତୀଙ୍କୁ ଟାର୍ଗେଟ କରି ସେ ବଡ଼ ବୟାନ ଦେଇଥିଲେ । ତେବେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ତାଙ୍କୁ…
ଶାହବାଜ ସରିଫ ପାକିସ୍ତାନର ନୂଆ ପିଏମ୍
ଡୁମାଣୀ ଟିଭି,୧୦/୪:ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ଖାନ୍ ବିଦା ହେବା ପରେ ଏବେ ପାକିସ୍ତାନ ପାଇବ ଜଣେ ନୂଆ ପ୍ରଧାନମନ୍ତ୍ରୀ । ତେବେ କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ତାହାକୁ ନେଇ ଏବେ ରାଜନୈତିକ ମହଲରେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି । ନୂଆ ପ୍ରଧାନମନ୍ତ୍ରୀ ଚୟନ…