Browsing Category

ରାଜନୀତି

ବ୍ରଜରାଜନଗର ଉପନିର୍ବାଚନ : ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ

ଭୁବନେଶ୍ୱର ୯/୦୫/୨୦୨୨ : ବ୍ରଜରାଜନଗର ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଅଳକା ମହାନ୍ତିଙ୍କ ପ୍ରାର୍ଥୀତ୍ୱ ଉପରେ ମୋହର ମାରିଲେ ବିଜେଡି ସୁପ୍ରିମେ ନବୀନ ପଟ୍ଟନାୟକ । ବ୍ରଜରାଜନଗରର ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଆଜି…

ମମତାଙ୍କ ରାଜ୍ୟରେ ୧୦,୦୦୦ କୋଟି ନିବେଶ କରିବେ ଗୌତମ ଆଦାନୀ

ଆସନ୍ତା ଏକ ଦଶନ୍ଧିରେ ପଶ୍ଚିମବଙ୍ଗରେ ୧୦ ହଜାର କୋଟି ଟଙ୍କା ନିବେଶ କରିବ ଆଦାନୀ ଗ୍ରୁପ । ବୁଧବାର ଏଠାରେ ଆୟୋଜିତ ବେଙ୍ଗଲ ଗ୍ଲୋବାଲ ଟ୍ରେଡ୍ ସମ୍ମିଳନୀ-୨୦୨୨ର ଉଦଘାଟନୀ ସମାରୋହରେ ଏହି ଘୋଷଣା କରିଛନ୍ତି ଗ୍ରୁପର ମୁଖ୍ୟ ଗୌତମ ଆଦାନୀ। ଆଦାନୀ ଗ୍ରୁପର ଅଧ୍ୟକ୍ଷ କହିଛନ୍ତି, ରାଜ୍ୟରେ ନିଜର…

ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କୁ ଚାପୁଡ଼ା ମାରିଲେ ଆଇଏସ୍‌ଆଇର ମୁଖ୍ୟ

ପାକିସ୍ତାନରେ ଇମ୍ରାନ୍‌ ଖାନ୍‌ଙ୍କୁ ଚାପୁଡ଼ା ଘଟଣା ଏବେ ଚର୍ଚ୍ଚାରେ ରହିଛି। ରିପୋର୍ଟ ମୁତାବକ, ଏପ୍ରିଲ ୯ ତାରିଖ ରାତିରେ ଇମ୍ରାନ୍‌ଙ୍କୁ ଚାପୁଡ଼ା ମାରିଛନ୍ତି ଆଇଏସ୍‌ଆଇର ମୁଖ୍ୟ। ଏପ୍ରିଲ ୯ ଓ ୧୦ ତାରିଖ ରାତିରେ ଇମ୍ରାନ୍‌ ସରକାର ଭୁଶୁଡ଼ିବା ବେଳେ ହାଇ ଡ୍ରାମା ହୋଇଥିଲା। କିଛି ଘଟଣା…

କଂଗ୍ରେସର ହାତ ଛାଡ଼ିଛନ୍ତି ଆଦିବାସୀ ନେତା ଜର୍ଜ ତିର୍କୀ

ଡୁମାଣୀ ଟିଭି,17/4:ବୀରମିତ୍ରପୁରର ପୂର୍ବତନ ବିଧାୟକ ତଥା ଆଦିବାସୀ ନେତା ଜର୍ଜ ତିର୍କୀ କଂଗ୍ରେସର ହାତ ଛାଡ଼ିଛନ୍ତି । ଆଜି ସେ କଂଗ୍ରେସର ପ୍ରାଥମିକ ସଦସ୍ୟ ଓ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ଜର୍ଜ ତାଙ୍କର ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ କମିଟି (ପିସିସି) ନିକଟକୁ…

ଆସନ୍ତା ୨୧ ତାରିଖରେ ଭାରତରେ ପହଞ୍ଚିବେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ

ଡୁମାଣୀ ଟିଭି,17/4:ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆସନ୍ତା ୨୧ ତାରିଖରେ ଭାରତରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଜନସନ ଭାରତ ଗସ୍ତରେ ଆସୁଛନ୍ତି । ଜନସନ ଭାରତ ଆସିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ନିମନ୍ତ୍ରଣ କରିଥିଲେ ।…

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ

ଡୁମାଣୀ ଟିଭି,17/4:ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦେ୍ଧାତ୍ସବ। ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦେ୍ଧାତ୍ସବ ଉପଲକ୍ଷେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସୂଚନା ଓ ଲୋକ ସମ୍ପର୍କ ବିଭାଗ…

ଯଦି ଭାରତକୁ କ୍ଷତି ପହଞ୍ଚାଇବ, ତ ଆମେ କାହାକୁ ଛାଡ଼ିବୁ ନାହିଁ’…ଚୀନକୁ ଏମିତି ଚେତାବନୀ ଦେଲେ ରାଜନାଥ ସିଂ

ଡୁମାଣୀ ଟିଭି,୧୬/୪:ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଚୀନକୁ କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ‘ଯଦି ଭାରତକୁ କ୍ଷତି ପହଞ୍ଚାଇବ, ତ ଆମେ କାହାକୁ ଛାଡ଼ିବୁ ନାହିଁ’। ସାନ୍‌ ଫ୍ରାନ୍ସିସ୍କୋରେ ଭାରତୀୟ ବାଣିଜ୍ୟ ଦୂତାବାସ ଦ୍ୱାରା ଆୟୋଜିତ ଏକ ସ୍ୱାଗତ ସମାରୋହରେ ଯୋଗଦେଇ ରାଜନାଥ…

୨୦୨୩ ପୁରୁଷ ହକି ବିଶ୍ୱକପ୍‌ ପାଇଁ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଡୁମାଣୀ ଟିଭି,୧୬/୪:୨୦୨୩ ପୁରୁଷ ହକି ବିଶ୍ୱକପ୍‌ ପାଇଁ ଉନ୍ମୋଚିତ ହୋଇଛି ଲୋଗୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋଗୋକୁ ଉନ୍ମୋଚନ କରିଛନ୍ତି । ୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍‌ ହେବ । ଜାନୁଆରୀ ୧୩ରୁ ୨୯ ତାରିଖ ଯାଏଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ବର୍ତ୍ତମାନ…

ଗୋପବନ୍ଧୁଙ୍କ ଜନ୍ମସ୍ଥାନରେ 5T ସଚିବ ଭି.କେ ପାଣ୍ଡିଆନ

ଡୁମାଣୀ ଟିଭି,୧୬/୪:ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ଗୋପବନ୍ଧୁଙ୍କ ଜନ୍ମସ୍ଥାନରେ 5T ସଚିବ ଭି.କେ ପାଣ୍ଡିଆନ । ସୁଆଣ୍ଡୋରେ ବରିଷ୍ଠ ଅଧିକାରୀଙ୍କ ସହ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉତ୍କଳମଣିଙ୍କ ଜନ୍ମପୀଠର ବିକାଶ ପ୍ରକଳ୍ପ ତ୍ୱରାନ୍ଵିତ ହୋଇଛି । ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ…

୧୦ରୁ ୧୫ ବର୍ଷରେ ଗଠନ ହେବ ଅଖଣ୍ଡ ଭାରତ, ଯିଏ ରାସ୍ତାରେ ଆସିବ ମାଟିରେ ମିଶିଯିବ

ଡୁମାଣୀ ଟିଭି,୧୪/୪:ସନାତନ ଧର୍ମ ହିଁ ହିନ୍ଦୁ ରାଷ୍ଟ୍ର । ୨୦ରୁ ୨୫ ବର୍ଷ ଭିତରେ ଅଖଣ୍ଡ ଭାରତ ପ୍ରତିଷ୍ଠା ହେବ । କିନ୍ତୁ ଅଳ୍ପ ପ୍ରୟାସ କଲେ ସ୍ୱାମୀ ବିବେକାନନ୍ଦ ଓ ମହର୍ଷି ଦୟାନନ୍ଦଙ୍କ ଅଖଣ୍ଡ ଭାରତ ସ୍ୱପ୍ନ ୧୦ରୁ ୧୫ ବର୍ଷ ମଧ୍ୟରେ ହୋଇପାରିବ । ଏହାକୁ କେହି ରୋକିବା ପାଇଁ ନାହାଁନ୍ତି ।…