Sign in
Sign in
Recover your password.
A password will be e-mailed to you.
Browsing Category
ରାଜନୀତି
ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ CBSE ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ ନାହିଁ :କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଶିକ୍ଷକମାନଙ୍କ ସହ କଥାବାର୍ତ୍ତା ବେଳେ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ୨୦୨୧ ବୋର୍ଡ ପରୀକ୍ଷାରେ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ଅନେକ ସିବିଏସ୍ଇ ବିଦ୍ୟାଳୟ ଗ୍ରାମାଞ୍ଚଳରେ ଅଛି। ତେଣୁ ଅନଲାଇନ୍ ପରୀକ୍ଷା ସମ୍ଭବ ନୁହେଁ | ଏହା ବ୍ୟତୀତ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସିବିଏସ୍ଇ…
‘ନୋଟା’ରେ ଅଧିକ ଭୋଟ ମିଳିଲେ ନିର୍ବାଚନ ରଦ୍ଦ କରାଯାଉ
ନୂଆଦିଲ୍ଲୀ: ‘ନୋଟା’ରେ ଅଧିକ ଭୋଟ ମିଳିଲେ ନିର୍ବାଚନକୁ ରଦ୍ଦ କରିଦିଆଯାଉ ବୋଲି ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ଦାଖଲ କରାଯାଇଛି। କୌଣସି ନିର୍ବାଚନରେ ଯଦି ‘ନୋଟା’କୁ ଅଧିକ ଭୋଟ୍ ମିଳେ, ସେହି ନିର୍ବାଚନକୁ ରଦ୍ଦ କରି ପୁନର୍ବାର ନିର୍ବାଚନ କରାଇବା ପାଇଁ ନିର୍ବାଚନ ଆୟୋଗଙ୍କୁ…
ଅଭୟ ପାଠକ ମାମଲାରେ ବ୍ରହ୍ମପୁରରେ ଏସ୍ଆଇଟିର ତଦନ୍ତ ଜାରି, ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାରେ ଖୋଳତାଡ଼
ବ୍ରହ୍ପୁପୁର: ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ଆଇଏଫ୍ଏସ୍ ଅଫିସର୍ ଅଭୟକାନ୍ତ ପାଠକଙ୍କ ବିରୋଧରେ ଭିଜିଳାନ୍ସର ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍ଆଇଟି) ତଦନ୍ତ ଜାରି ରଖିଛି। ଏସ୍ଆଇଟିର ଏକ ଟିମ୍ ଗତକାଲିଠାରୁ ବ୍ରହ୍ମପୁରରେ ଡେରା ପକାଇଥିବା ସୂଚନା ରହିଛି।…
ରାଜନୀତି ମଇଦାନକୁ ଓହ୍ଲାଇବେ ରଜନୀ!
ଚେନ୍ନାଇ: ନିଜର ରାଜନୀତିକ ଏଣ୍ଟ୍ରିକୁ ନେଇ ଏବେ ବି ସସପେନ୍ସ ଜାରି ରଖିଛନ୍ତି ସୁପରଷ୍ଟାର ରଜନୀକାନ୍ତ । କିନ୍ତୁ ସେ ଆଜି ତାଙ୍କର ରଜନୀ ମକ୍କଲ ମନଦ୍ରମ(ଆରଏମଏମ) କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବଭଳି ସଂଗଠନକୁ ସୁଦୃଢ଼ କରିବା ଦିଗରେ କାର୍ଯ୍ୟ କରନ୍ତୁ ଓ ସେ ଖୁବଶୀଘ୍ର ବଡ଼ ଘୋଷଣା କରିବେ ବୋଲି…
ଗ୍ଲେଜ୍ ଇଣ୍ଡିଆ ଠକେଇ ଘଟଣାରେ ଗିରଫ ୪ କୋର୍ଟ ଚାଲାଣ : ଜାମିନ ନାମଞ୍ଜୁର
ଢେଙ୍କାନାଳ,୧୭.୧୧: ଢେଙ୍କାନାଳ ସହର ଉପକଣ୍ଠରେ ଗଢି ଉଠିଥିବା ଗ୍ଲେଜ୍ ଇଣ୍ଡିଆ କମ୍ପାନୀ କୃଷି ବିଭାଗରେ ଚାକିରୀ ଦେବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ କମ୍ପାନୀର ଅଟକ ୪ଜଣଙ୍କୁ ଆଜି ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି । ତେବେ ଉକ୍ତ ୪ ଜଣଙ୍କର ଜାମିନ…
ଦେଓ ଓ ମଧ୍ୟମ ଜଳ ସେଚନ ପ୍ରକଳ୍ପର ୫ମ ଆର୍ପିଡିଏସସି ବୈଠକ
ବାରିପଦା,୧୭/୧୧: ମୟୂରଭଞ୍ଜ ଜିଲ୍ଲାର ପାଂଚପୀଢ କରଂଜିଆ ଉପଖଣ୍ଡ ଅନ୍ତର୍ଗତ ଦେଓ ମଧ୍ୟମ ଜଳ ସଚେନ ପ୍ରକଳ୍ପର ୫ମ ଆର୍ପିଡିଏସସି (ପୁର୍ନବାସ ଓ ଥଇଥାନ ତଥା ପାରିପାର୍ଶିକ ବିକାଶ ଉନ୍ନୟନ ଉପଦେଷ୍ଟା କମିଟି ବୈଠକ ତା. ୧୬.୧୧.୨୦୨୦ ରିଖ ପୂର୍ବାହ୍ନରେ ବାରିପଦା ସ୍ଥିତ ପ୍ରୟାସ…