Browsing Category

ରାଜ୍ୟ

ଶ୍ରେଷ୍ଠ ଆର୍ଥିକ ପ୍ରଦର୍ଶନ: ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ

ଭୁବନେଶ୍ୱର, : ଆର୍ଥିକ ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ରାଜ୍ୟଗୁଡ଼ିକର ଏକ ତାଲିକା ଜାରି ହୋଇଛି । ଶ୍ରେଷ୍ଠ ଚାରିଟି ରାଜ୍ୟ ଭିତରେ ଓଡ଼ିଶା ରହିଛି । ଗୁଜରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ସହିତ ଓଡ଼ିଶା \"ଆଉଟ୍ପରଫର୍ମର\' (ଶ୍ରେଷ୍ଠ ପ୍ରଦର୍ଶନକାରୀ) ବର୍ଗରେ ରହିଛି । ୧୫ଟି ରାଜ୍ୟକୁ ନେଇ…

ମେ ୧୫ ସୁଦ୍ଧା ଯୁକ୍ତ ୨ ରେଜଲ୍ଟ

ଭୁବନେଶ୍ୱର, : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା-୨୦୨୫ ଶେଷ ହୋଇଛି । ମେ\' ୧୫ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ଏପ୍ରିଲ ୨ ରୁ ଖାତା ଦେଖା ଆରମ୍ଭ ହେବ । ଏପ୍ରିଲ ୨ରୁ…

ମହିଳା ସୁନାଚେନ ଲୁଟେରା ଗ୍ୟାଙ୍ଗ୍ ଗିରଫ

ବ୍ରହ୍ମପୁର,: କ୍ଷଣିକ ମଧ୍ୟରେ ଝାମ୍ପି ନେଉଥିଲେ ସୁନା ଚେନ୍ । ଭିଡ଼ର ଫାଇଦା ଉଠାଇ ମହିଳାମାନେ ଜିଲ୍ଲାରୁ ଜିଲ୍ଲା ବୁଲି ସୁନା ଚେନ ଲୁଟୁଥିଲେ । ଆଉ ଏହି ମହିଳା ସୁନା ଚେନ ଲୁଟେରାଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଗତ ଫେବୃୟାରୀ ମାସ ୮ ତାରିଖରେ ବୈଦ୍ୟନାଥପୁର ଥାନା କୋର୍ଟପେଟା…

ସ୍ଥାୟୀ ନିଯୁକ୍ତି ଓ ସାମାଜିକ ନିରାପତ୍ତା ଦାବିରେ ଜଳସାଥୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆରଡିସିଙ୍କୁ…

ବ୍ରହ୍ମପୁର,: ଜଳସାଥୀଙ୍କୁ ସ୍ଥାୟୀ ନିଯୁକ୍ତି, ସର୍ବନିମ୍ନ ମଜୁରୀ ବ୍ୟବସ୍ଥା, ମାସିକ ପାଉଣା ୭.୫% ରୁ ସର୍ବ ନିମ୍ନ ୧୦% କରିବା, ବାର୍ଷିକ ବୋନସ, ପ୍ରୋଭିଡେଣ୍ଟ ଫଣ୍ଡ, ସରକାରୀ କର୍ମଚାରୀ ଭାବେ ସ୍ୱ୍ୱୀକୃତି, ସମସ୍ତ ଜଳସାଥୀଙ୍କୁ ବୀମା ଭୁକ୍ତ କରିବା ଓ ସେମାନଙ୍କ ଚାକିରୀ ନିୟମିତ କରିବା…

ବାରୁଣୀ ସ୍ନାନରେ ଶହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ପୁଣ୍ୟତୋୟା ବୈତରଣୀରେ ବୁଡ଼ ପକାଇଲେ

ଯାଜପୁର,: ଚଳିତ ବର୍ଷ ବାରୁଣୀ ସ୍ନାନ ନିମନ୍ତେ ଜିଲ୍ଲା ସଦର ମହକୁମା ନିକଟସ୍ଥ ପୁଣ୍ୟତୋୟା ବୈତରଣୀ ନଦୀର ଦଶାଶ୍ୱମେଧ ଘାଟ ନଦୀର ଉଭୟ ପାର୍ଶ୍ୱ ଘାଟରେ ପ୍ରତ୍ୟୁଷରୁ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଏବଂ ଓଡ଼ିଶା ଓ ଓଡ଼ିଶା ବାହାରୁ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ନଦୀରେ ବୁଡ଼ ପକାଇବା ସହ…

ଆମେରିକାର ପ୍ରତିରକ୍ଷାରେ ବ୍ୟବହାର ହେବ ଓଡ଼ିଶା ଡ୍ରୋନ

ଭୁବନେଶ୍ୱର,: ଓଡ଼ିଶାର ଡ୍ରୋନ ଷ୍ଟାର୍ଟଅପ ବନଭି ଏରୋକୁ ଆମେରିକାର ପ୍ରତିରକ୍ଷା ଓ ଏରିଅଲ ମୋବିଲିଟି ବଜାରରେ ପ୍ରବେଶ ପାଇଁ ଚୟନ କରାଯାଇଛି । ଏହା ଓଡ଼ିଶାର ଷ୍ଟାର୍ଟଅପ ଓ ଉଦ୍ଭାବନ ଇକୋସିଷ୍ଟମ ପାଇଁ ଏକ ଐତିହାସିକ ସଫଳତା । ଆଇ୨ଏ (ଇଣ୍ଡିଆ ଟୁ ଆମେରିକା) ଲଂଚପ୍ୟାଡ ଅନ୍ତର୍ଗତ ବନଭି ଏରୋ ଆଗାମୀ…

ଆଜିଠୁ ୩ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର, : କାଳବେଶାଖୀ ବର୍ଷା ଯୋଗୁଁ ମାର୍ଚ୍ଚ ମାସରେ ଏଯାଏଁ ତାପମାତ୍ରା ଏକପ୍ରକାର ସାଧାରଣ ଥିବା ବେଳେ ରାଜ୍ୟରେ ପୁଣି ଥରେ ଗରମ ବଢିଛି । ଆଗାମୀ ୩ ଦିନରେ ଗ୍ରୀଷ୍ମ ପ୍ରବାହ ଆହୁରି ବଢିବ । ଏନେଇ ସତର୍କ ସୂଚନା ଜାରି ହୋଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଜାରି…

ବିଧାନସଭା ଗୃହ ଭିତରେ, ବାହାରେ ବିରୋଧୀ ଦଳର ଗୁଣ୍ଡାଗର୍ଦ୍ଦିକୁ ନିନ୍ଦା

ଭୁବନେଶ୍ୱର, ତା.୨୭/୦୩: ରାଜ୍ୟରେ ବିଧାନସଭାକୁ ନେଇ କିଛି ଅଭାବନୀୟ ରିସ୍ଥିତି ସୃଷ୍ଟି ହୋଇଛି । କୌଣସି ପ୍ରସଙ୍ଗ ନ ଥାଇ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ଅପଚେଷ୍ଟା କରୁଛି କଂଗ୍ରେସ । ପବିତ୍ର ବିଧାନସଭାରେ ମର୍ଯ୍ୟାଦାର ଉଲ୍ଲଂଘନ କରାଯାଇଛି । ବାଚସ୍ପତିଙ୍କୁ ଯେଉଁଭଳି ବ୍ୟବହାର ପ୍ରଦର୍ଶନ…

କୁନାଲ କାମ୍ରାଙ୍କ ବିବାଦ ଭିତରେ ହଂସଲ-କଙ୍ଗନା ମୁହାଁମୁହିଁ

ମୁମ୍ବାଇ, : କୁନାଲ କାମ୍ରାଙ୍କ କମେଡି ବିବାଦ ଭିତରେ ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ଏବଂ ଲୋକପ୍ରିୟ ଫିଲ୍ମ ନିର୍ମାତା ହଂସଲ ମେହତା ମୁହାଁମୁହିଁ ହୋଇଛନ୍ତି । କଙ୍ଗନା କହିଥିଲେ, ଯେତେବେଳେ ମୋ ଘରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଥିଲା ସେତେବେଳେ କୁନାଲ ତାତ୍ସଲ୍ୟ…

ବର୍ଷ ପୂର୍ବରୁ କାଳ ବୈଶାଖୀ ସାଜିଥିଲା କାଳ: ଘର ନଥିବାରୁ ପର ପିଣ୍ଡାରେ ତିନି ଜୀବନ

ମୁନିଗୁଡା,: ଭାଙ୍ଗି ଯାଇଛି ଘର, ଉଡି ଯାଇଛି ଛପର । ଆଉ ଦରଭଙ୍ଗା ଅବସ୍ଥାରେ ଦୋହଲୁଛି ମାଟିର କାନ୍ଥ ଆଉ ଘରର କବାଟ । ପବନ ବର୍ଷାରେ ଭାଙ୍ଗିଥିଲା ଘର । ୟାରି ଭିତରେ ଦୁଇ ବର୍ଷ ବିତି ଯାଇଛି, ଭଙ୍ଗା ଘର ଚିରା ପାଲ ତଳେ ବିତୁଛି ଜୀବନ । କେତେବେଳେ କିଛି ବି ହୋଇପାରେ, ଭଙ୍ଗା କାନ୍ଥ…