Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପରକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂଙ୍କ ଶ୍ରଦ୍ଧାଞ୍ଜଳି ସଭା
ଭୁବନେଶ୍ଵର, ୨୮.୧୨ : ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନ ପକ୍ଷରୁ ଶ୍ରୀ ପ୍ରତାପ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନବାର ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା ।…
ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ପ୍ରଥମ ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ
ଭୁବନେଶ୍ୱର: ତା.୨୯.୧୨.୨୦୨୪- ଆଜି ଓଡିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘ ର ପ୍ରଥମ ବାର୍ଷିକ ସାଧାରଣ ଅଧିବେଶନ ଭୁବନେଶ୍ୱର ରୋଟାରୀ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂଘର କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରିୟଦର୍ଶନ ପୃଷ୍ଟି ସ୍ଵାଗତ ଭାଷଣ ସହ…
ସମୀକ୍ଷା କଲେ ଅଦିନିଆ ବର୍ଷା ଜନିତ ଫସଲ କ୍ଷୟକ୍ଷତି
ଭୁବନେଶ୍ୱର-ତା. ୨୯.୧୨.୨୦୨୪- ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବର୍ଷା ଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଆଜି କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି ।…
ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ
ବ୍ରହ୍ମପୁର, ୨୯/୧୨ : ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତାବ୍ଦୀ ବର୍ଷ ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ "ମେଗା ରକ୍ତଦାନ ଶିବିର" ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିରରେ ମାନ୍ୟବର ବାଣିଜ୍ୟ,ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଓଡ଼ିଆ…
ଡ଼କ୍ଟର ମନୋମୋହନ ସିଂ ଙ୍କ ସମ୍ମାନାର୍ଥେ ନିରଞ୍ଜନ ପଟ୍ଟନାୟକଙ୍କ ନିବେଦନ
ଭୁବନେଶ୍ୱର ତା୨୯/୧୨ ରିଖ :- ଆଉ କିଛି ଦିନ ପରେ ନୂତନ ବର୍ଷ ୨୦୨୫ ଆସୁଛି।ଏହି ଅବସରରେ ରାଜ୍ୟବାସୀଙ୍କୁ ନୂତନ ବର୍ଷ ୨୦୨୫ ର ଅଭିନନ୍ଦନ ସହ ଶୁଭେଛା ଜଣାଇଛନ୍ତି ପୂର୍ବତନ ପିସିସି ସଭାପତି ଶ୍ରୀ ଯୁକ୍ତ ନିରଞ୍ଜନ ପଟ୍ଟନାୟକ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ରାଜ୍ୟବାସୀଙ୍କ ମଙ୍ଗଳ କାମନା…
୨ୟ ଅଟଳ ଏକାମ୍ର ଧମାକା କ୍ରିକେଟ ଟୁନାମେଣ୍ଟ ଉଦ୍ଘାଟିତ
ଭୁବନେଶ୍ୱର ତା ୨୯/୧୨: ଏକାମ୍ର ନିର୍ବାଚନ ମଣ୍ଡଳୀର ସମସ୍ତ ୨୪ ୱାର୍ଡ଼ ଓ ୬ ପଞ୍ଚାୟତ ରୁ ଖେଳାଳି ବନ୍ଧୁ ଙ୍କୁ ନେଇ ଆୟୋଜିତ କ୍ରିକେଟ୍ ର ମହାକୁମ୍ଭ ଅଟଳ ଏକାମ୍ର ଧମାକା ସିଜିନ -୨ କପିଳପ୍ରସାଦର ସାକ୍ସ ପଡିଆରେ ଆଜି ଉଦ୍ଘାଟିତ ହୋଇଛି।
ଏଥିରେ ଏକାମ୍ର ରୁ ୫୦ ରୁ ଉର୍ଦ୍ଧ ଟିମ୍…
ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିକାଶ ର ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି: ବାବୁ ସିଂ
ଭୁବନେଶ୍ୱର,ତା.୨୯/୧୨: ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବା ପରେ ଓ ଏକାମ୍ର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ବିଜୟୀ ହେବା ପରେ ଏକାମ୍ର ନିର୍ବାଚନ ମଣ୍ଡଳୀର ସାମଗ୍ରିକ ବିକାଶକୁ ସର୍ବଦା ପ୍ରାଧାନ୍ୟ ଦିଆଯାଉଛି । ବିଜେପି ସରକାରରେ ଏକାମ୍ର ର ଭିତିଭୁମିକୁ ସୁଦୃଢ କରିବା…
ବରିଷ୍ଠ ଆଇଏଏସ ଅଧିକାରୀ ସିଜେ ଭେନୁଗୋପାଳଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା
ଭୁବନେଶ୍ୱର- ତା.୨୭.୧୨.୨୦୨୪
ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ରାଜସ୍ବ ପର୍ଷଦ ସଦସ୍ୟ ଶ୍ରୀ ସିଜେ ଭେନୁଗୋପାଳଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଶ୍ରୀ ଭେନୁଗୋପାଳଙ୍କୁ ତାଙ୍କ କାର୍ଯ୍ୟାଳୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ…
ସଂସ୍କୃତ ଭାରତୀର ପ୍ରାନ୍ତ ସଂସ୍କୃତ ସମ୍ମିଳନୀ
ବ୍ରହ୍ମପୁର -୨୮,୧୨.
ସଂସ୍କୃତ ଭାରତୀ ଓଡ଼ିଶା ପ୍ରାନ୍ତ ପକ୍ଷରୁ ସ୍ଥାନୀୟ ଗୋସାଇଁ ନୂଆଗାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ରାଜ୍ୟ ସ୍ତରୀୟ** ଦ୍ବିଦିନାତ୍ମକ ସଂସ୍କୃତ ସମ୍ମିଳନୀ*ଉଦଘାଟିତ ହୋଇଯାଇଅଛି। ରାଜ୍ୟ ସଭାପତି ଅବସରପ୍ରାପ୍ତ ଅଧ୍ୟାପକ ଆୟୁଷ୍ମନ୍ତ ଷଡ଼ଙ୍ଗୀଙ୍କ…
ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ କେନ୍ଦୁଝର ପଳସପଙ୍ଗା ର ରାଜ୍ କିଶୋର ମହନ୍ତ
ଭୁବନେଶ୍ୱର :ବିଶିଷ୍ଟ କଏନ ଓ ନୋଟ ସଂଗ୍ରହକାରୀ
କେନ୍ଦୁଝର ପଳସପଙ୍ଗା ର ରାଜ୍ କିଶୋର ମହନ୍ତ ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ତାଙ୍କର ବିଭିନ୍ନ ସଂଗ୍ରହ ଓ ରେକର୍ଡ ଦେଖାଉଛନ୍ତି। ଶ୍ରୀ ମହନ୍ତ ୪ ଟି ଲିମକା ବୁକ୍ ଅଫ ରେକର୍ଡସ୍, ଏସିଆ ବୁକ୍ ଅଫ୍ ରେକର୍ଡସ୍…