Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଉପବିଭାଗୀୟ ଅଧିକାରୀମାନେ ନିଷ୍ଠା ଓ ଅନ୍ତରିକତାର ସହ ସରକାରୀ କାର୍ଯ୍ୟ ତୁଲାଇବା ଉଚିତ : ବାଚସ୍ପତି
ଭୁବନେଶ୍ୱର, 21/7: ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା ତଥା ଜନସହଯୋଗ ଦ୍ୱାରା ରାଜ୍ୟ ଓ ଦେଶର ପ୍ରତ୍ୟେକ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ଓ ତା’ର ସୁବିଧା ଜନସାଧାରଣ ପାଇପାରିବେ । ଅଧିକାରୀମାନଙ୍କ କର୍ତ୍ତବ୍ୟ, ମହତ ଚିନ୍ତାଧାରା କାର୍ଯ୍ୟରେ ରୂପାନ୍ତରିତ ହୋଇପାରିଲେ ସମାଜର…
ପୁରୀ ରେଳ ଷ୍ଟେସନର ପୁନଃବିକାଶ ଅନୁଧ୍ୟାନ କଲେ କେନ୍ଦ୍ର ରେଳ ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ
ପୁରୀ/ଭୁବନେଶ୍ୱର, : କେନ୍ଦ୍ର ରେଳ ଏବଂ ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଭି. ସୋମାନ୍ନା ରବିବାର ପୁରୀ ରେଳ ଷ୍ଟେସନରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ରୂପାନ୍ତରଣ କରାଯାଉଥିବା ପୁନଃବିକାଶ କାର୍ଯ୍ୟ ନୀରିକ୍ଷଣ କରିଛନ୍ତି । ସେ ରେଳ ଭିତ୍ତିଭୂମିର
ଆଧୁନିକୀକରଣ ପାଇଁ ଭାରତ ସରକାରଙ୍କ…
କୋକିଂ କୋଇଲା ପାର୍ସଲ ଆମଦାନୀରେ ଧାମରା ପୋର୍ଟର ରେକଡ
ଧାମରା,: କୋକିଂ କୋଇଲା ପାର୍ସଲ ପରିଚାଳନାରେ ଧାମରା ପୋର୍ଟ ରେକର୍ଡ ସୃଷ୍ଟି କରିଛି । ୧,୮୬,୭୮୨ ଏମ୍ଟି କୋକିଂ କୋଲ୍ ପାର୍ସଲ ଆମଦାନୀ କରି ଧାମରା ପୋର୍ଟ ଏହି ବିଶାଳ ରେକର୍ଡ଼ କରିଛି । ଭାରତର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀଙ୍କ ମଧ୍ୟରୁ ଅନ୍ୟତମ ଟାଟା ଷ୍ଟିଲ ଲିମିଟେଡ ପକ୍ଷରୁ ଏହି କୋକିଂ…
ଦିଲ୍ଲୀରେ ଏମ୍ସ ବଳଙ୍ଗା ପୀଡ଼ିତା: ସ୍ୱତନ୍ତ୍ର ଡାକ୍ତରୀ ଟିମ୍ କରୁଛନ୍ତି ଚିକିତ୍ସା
ନୂଆଦିଲ୍ଲୀ/ଭୁବନେଶ୍ୱର, : ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତା ଏମ୍ସ ଦିଲ୍ଲୀରେ ଭର୍ତ୍ତି ନେଇ ସୂଚନା ଜାରି ହୋଇଛି । ବଳଙ୍ଗା ପୀଡ଼ିତାଙ୍କୁ ଆଜି ଅପରାହ୍ନ ୪ଟା ୨୦ରେ ଏମ୍ସ ଦିଲ୍ଲୀରେ ଭର୍ତ୍ତି କରାଯାଇଛି । ତାଙ୍କର ୭୫% ଶରୀର ପୋଡ଼ିଯାଇଥିବା ସୂଚନା ରହିଛି । ତେଣୁ ପୀଡ଼ିତାଙ୍କର ଅବସ୍ଥା ଗୁରୁତର…
ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୩-୨୬ ଜୁଲାଇ ମଧ୍ୟରେ ବ୍ରିଟେନ ଏବଂ ମାଳଦ୍ୱୀପ ଗସ୍ତରେ ଯିବେ । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ୨୩ ଜୁଲାଇରେ ୟୁକେ ପହଞ୍ଚିବେ ଏବଂ ଲଣ୍ଡନରେ ଅନେକ ଦ୍ୱିପାକ୍ଷିକ କାର୍ଯ୍ୟକ୍ରମରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ୨୪ ଜୁଲାଇରେ ୟୁକେ…
ପ୍ରଶାସନର ବେଆଇନ ଜବରଦଖଲ ଉଚ୍ଛେଦ
କୋଟପାଡ଼, 20/7: କୋଟପାଡ଼ ଏନଏସିରେ ତୃତୀୟ ଥର ପାଇଁ ବେଆଇନ ଜମି ଜବରଦଖଲ ଉପରେ ବୁଲିଲା ବୁଲଡୋଜର । ପ୍ରଶାସନର ଏହି ପଦକ୍ଷେପକୁ ଅଞ୍ଚଳବାସିଙ୍କ ଦ୍ୱାରା ପ୍ରଶଂସା କରାଯାଇଥିବା ଦେଖାଯାଇଛି । କିନ୍ତୁ କିଛି ଅଞ୍ଚଳବାସୀ ଏହାକୁ ନାପସନ୍ଦ କରିଥିବା ଦେଖାଦେଇଛି । ସେମାନଙ୍କ କହିବା ମୁତାବକ…
ଆଜିଠୁ ମୌସୁମୀ ଅଧିବେଶନ: ସଂସଦରେ “ଅପରେସନ ସିନ୍ଦୂର’ ସଂପର୍କରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ
ନୂଆଦିଲ୍ଲୀ, ୨୦ା୭ (ହି.ସ): ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ସଂସଦର ଏହି ଅଧିବେଶନରେ ସରକାର ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗ ସହିତ "ଅପରେସନ ସିନ୍ଦୂର' ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ରବିବାର କହିଛନ୍ତି । ସେ…
ଭାଜପା ରେ ମିଶିଲେ ମହିମା ଗ୍ରାପ ସରପଞ୍ଚ ଓ ଅଵସର ପ୍ରାପ୍ତ ପିଇଓ
ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ହଲ ଠାରେ ଭାଜପା ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ସଭାପତିତ୍ୱ ରେ ଅତିଥୀ ଭାବେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ…
ବୋଲବମ ଗାଡି ଓ ବାଇକ ମଧ୍ୟରେ ଦୁର୍ଘଟଣା, ବାଇକ ଚାଳକ ସମେତ ୪ ଗୁରୁତର
କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେ ଦର୍ଲିପଡା ଛକ ନିକଟରେ ବୋର୍ଡ ଥାନା ଅନ୍ତର୍ଗତ ପଲନା ଗ୍ରାମ ରୁ ଗୁପ୍ତେଶ୍ଵର ବୋଲବମ ଯାଉଥିବା ଏକ ପିକଅପ ଗାଡି ଓ ରାସ୍ତା ପାର ହେଉଥିବା ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ ଚାଳକ ସମେତ ବୋଲବମ ଯାଉଥିବା ୨…
ଅନ୍ତୋଦୟ ଆବାସ ପାଇଁ ବନ୍ଧା ପଡିଲା ରାସନ ଓ ଭତ୍ତା କାର୍ଡ,ମିଳି ପାରୁନି ଦ୍ଵିତୀୟ କିସ୍ତି ,ବିଡ଼ିଓ କହିଲେ ଶୀଘ୍ର…
ଧର୍ମଗଡ : ବାବୁ ମାଟି ଘର ଥିଲା ଭଲରେ ଚଲୁଥିଲୁ ପାଞ୍ଚ ପ୍ରାଣୀ କୁଟୁମ୍ବ ନ ଥିଲା ଋଣ ଭାର ନା ବନ୍ଧକ କରିବାକୁ ପଡୁଥିଲା ଭତ୍ତା ଓ ରାସନ କାର୍ଡ । ବ୍ଲକ ପ୍ରଶାସନ ଅନ୍ତୋଦୟ ଯୋଜନା ରେ ମୋତେ ଘର ଟିଏ ଦେଇଥିବାରୁ ଆମେ ଖୁସି ହୋଇଥିଲୁ ।ଝାଟିମାଟି ଘର ବଦଳ ରେ ଛାତ ଘରେ ରହିବାକୁ ମନରେ ବେଶ…