Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନୂଆ କରୋନା ମାମଲା ମଧ୍ୟରୁ ୭୯% ମାମଲା ଆସିଛି ୧୦ ରାଜ୍ୟରୁ
ନୂଆଦିଲ୍ଲୀ : ବିଶ୍ୱର ବୃହତ ଟିକାକରଣ ଅଭିଯାନ କ୍ରମରେ ଭାରତରେ କୋଭିଡ-୧୯ ଟିକାକରଣ ୧୨ କୋଟି ପାଖାପାଖି ପହଂଚିଛି । ଆଜି ସକାଳ ୭ଟା ସୁଦ୍ଧା ୧୭,୩୭,୫୩୯ ସେସନରେ ୧୧,୯୯,୩୭,୬୪୧ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି, ୯୧,୦୫,୪୨୯ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୬,୭୦,୮୧୮ ଜଣ…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୨,୬୧,୫୦୦ ନୂଆ ମାମଲା
ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୨,୬୧,୫୦୦ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧,୫୦୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୪୭,୮୮,୧୦୯ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…
ପଶ୍ଚିମବଙ୍ଗର ଭାରତ ଚାମ୍ବର ଅଫ୍ କମର୍ସର ସଦସ୍ୟ ଏବଂ ଶିଳ୍ପଦ୍ୟୋଗୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା
ପଶ୍ଚିମବଙ୍ଗ: ମୋଦି ସରକାରଙ୍କ ମନ୍ତ୍ର ‘ରିଫର୍ମ, ପର୍ଫମ ଏବଂ ଟ୍ରାନ୍ସଫର୍ମ’ ଅର୍ଥାତ୍ ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତନ ମନ୍ତ୍ର ଦେଶର ଅର୍ଥନୀତିକୁ ପୁର୍ନଜୀବିତ କରିଛି ଏବଂ ନାଗରିକଙ୍କୁ ସଶକ୍ତ କରିବା ସହ ସମସ୍ୟାର ସମାଧାନ ପାଇଁ ଆମର କ୍ଷମତାକୁ ଶକ୍ତି ଯୋଗାଇଛି ବୋଲି କହିଛନ୍ତି…
ରାଜ୍ୟରେ ଗୋଟିଏ ଦିନରେ ୩୬୬୪ କରୋନା ଆକ୍ରାନ୍ତ ଚିହ୍ନଟ. ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୮୨୫୮
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୩୬୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୮୨୫୮ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୪୪୮୨୫ ରୋଗୀ ସୁସ୍ଥ ହୋଇ…
ଆଜିଠୁ ପୁରୀ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ; ରାତି ୮ରୁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା
ପୁରୀ: କରୋନାର ଦ୍ୱିତୀୟ ଲହରର ପ୍ରଭାବକୁ ଦୃଷ୍ଟିରେ ରଖି ପୁରୀ ସହର ସମେତ ରାଜ୍ୟର ୨୦ ଟି ସହରରେ ଆଜିଠୁ ରାତ୍ରୀକାଳୀନ କର୍ଫ୍ୟୁ ଆରମ୍ଭ ହେବ । ସେଥିପାଇଁ ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା କରାଯାଇଛି । ସେହିପରି ଶ୍ରୀମନ୍ଦିର ଭିତରକୁ ଦର୍ଶନ ପାଇଁ ଯାଇଥିବା ଶ୍ରଦ୍ଧାଳୁ ମାନେ…
ଟିଟିଲାଗଡ଼ରେ ସଟ ଡାଉନ ଯୋଗୁଁ ରାସ୍ତା ଘାଟ ଖାଁ ଖାଁ – ପୋଲିସ ତରଫରୁ ପେଟ୍ରୋଲିଙ୍ଗ କଡାକଡି
ଟିଟିଲାଗଡ଼ : କରୋନା ସଂକ୍ରମଣ ବଢୁଥିବା ବେଳେ ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଦୁଇ ଦିନିଆ ସଟଡାଉନ୍ ଘୋଷଣା ହେବା ପରେ ଲୋକେ ଏହାକୁ ମାନିବା ସହ ସହର ସମ୍ପୂର୍ଣ୍ଣ ବନ୍ଦ୍ ହୋଇଥିଲା । କାଁ ଭାଁ ଲୋକ ନିଜର ଜରୁରୀ ଜିନିଷ ନେବା ଆଣିବା ପାଇଁ ଘରୁ ବାହାରୁ ଥିବାର…
ଭୁବନେଶ୍ୱରର ୨୫ଟି ସ୍ଥାନରେ ହେବ ବ୍ଲକିଂ
- ୩ଟି ଜୋନ୍ ରେ ୩ ଡିଏମସିଙ୍କୁ ଦାୟିତ୍ୱ
- ରାତି ୮ଟାରୁ ଦୋକାନ ବନ୍ଦ କରିବାକୁ ପରାମର୍ଶ
ଭୁବନେଶ୍ୱର : ଆଜିଠାରୁ ଟ୍ୱିନ୍ ସିଟିରେ ନାଇଟ୍ କର୍ଫ୍ୟୁ ଆରମ୍ଭ ହେଉଥିବା ବେଳେ ଯାଂଚ କଡାକଡି କରିବାକୁ ପ୍ରସ୍ତୁତି କରିଛି କମିଶନରେଟ୍ ପୋଲିସ୍ । ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଓ ୧୪୪ ଧାରା…
ପଜିଟିଭ ସଂଖ୍ୟା ବୃଦ୍ଧି ହେଲେ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ବଢ଼ିଲେ ଏହାର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ ପ୍ରସ୍ତୁତ ଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ପ୍ରତ୍ୟେକ ଦିନ ତଳ ସ୍ତରରୁ ତଦାରଖ କରୁଛୁ । ଆଗକୁ ଯଦି ସଂକ୍ରମଣ ବଢେ, ତାକୁ…
ତିନୋଟି ଜିଲ୍ଲାରେ ଟୀକାକରଣ ସମ୍ପୂର୍ଣ ବନ୍ଦ – ପରିବାର କଲ୍ୟାଣ ନିର୍ଦେଶକ
ଭୁବନେଶ୍ୱର: ରାଜ୍ୟରେ ୩ଟି ଜିଲ୍ଲା ଝାରସୁଗୁଡ଼ା, ନୂଆପଡ଼ା ଓ କୋରାପୁଟରେ ସମ୍ପୂର୍ଣ୍ଣ ଭାବେ ଟିକା କରଣ ବନ୍ଦ ରହିଥିବା ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଯେ ଛତିଶଗଡକୁ ଲାଗିଥିବା ୧୦ଟି ଜିଲ୍ଲାର ସହରାଂଚଳରେ ହୋଇଥିବା ସପ୍ତାହନ୍ତ ସଟଡାଉନ…
୭୫ ବର୍ଷ ବୟସରେ ବିଧବା ମାର ହାତ ଛାଡ଼ି ଦେଲେ ଜନ୍ମକଲା ପୁଅ : ଜରାଜୀର୍ଣ୍ଣ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ ଚଳାଇଛନ୍ତି…
ବାରିପଦା: ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଜନସାଧାରଣଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରାଇଛନ୍ତି । ତେବେ ଏହି ଯୋଜନାର ସୁଫଳ ପହଂଚି ପାରୁନାହିଁ ବାସ୍ତବ ହିତାଧିକାରୀଙ୍କ ନିକଟରେ । ଏଭଳି ଏକ ଚିତ୍ର…