Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
5 ବର୍ଷରେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାରେ 25,586 କୋଟି ଟଙ୍କାରୁ ଅଧିକ ପରିମାଣର ଋଣ ମଞ୍ଜୁର
ନୂଆଦିଲ୍ଲୀ: ଭାରତ ଦ୍ରୁତ ଅଭିବୃଦ୍ଧି ହାସଲ କରୁଛି। ଆଶା, ଆକାଂକ୍ଷା ଓ ଅଭିଳାଷା ବୃଦ୍ଧି ପାଉଛି। ମହିଳା, ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତିଙ୍କୁ ନେଇ ଏପରି ବହୁସଂଖ୍ୟକ ସମ୍ଭାବନାମୟ ଉଦ୍ୟୋଗୀ ରହିଛନ୍ତି ଯେଉଁମାନେ ନିଜ ଉଦ୍ୟମରେ ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି, ଯାହା…
ରକ୍ତର ହୋଲି ଖେଳିଲା ଲାଲବାହିନୀ : ୨୪ ଯବାନ ସହିଦ, ୩୦ ଆହତ
-ରାଷ୍ଟ୍ରତି-ପ୍ରଧାନମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର : ଛତିଶଗଡ଼ରେ ରକ୍ତର ହୋଲି ଖେଳିଲା ଲାଲବାହିନୀ । ବିଜାପୁର-ସୁକ୍ମା ସୀମାନ୍ତ ଜଙ୍ଗଲରେ ବଡ଼ଧରଣର ନକ୍ସଲ ହମ୍ଲା ହୋଇଛି । ସୁରକ୍ଷା କର୍ମୀ-ମାଓବାଦୀ ପରସ୍ପର ମଧ୍ୟରେ ଗୁଳିବିନିମୟ ବେଳେ ସହିଦ ହୋଇଛନ୍ତି ୨୪ ଯବାନ ।
ଦୀର୍ଘ ୪ଘଣ୍ଟା…
ବାଲିପଦର କଲେଜର ପଦାର୍ଥ ବିଜ୍ଞାନ ବିଭାଗ ଅଧ୍ୟାପକ କରୋନା ପଜିଟିଭ୍ ଚିହ୍ନଟ : କ୍ୟାମ୍ପସ୍ ପରିସରରେ ସାନିଟାଇଜେସନ…
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ବାଲିପଦର ଆଂଚଳିକ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ମହାବିଦ୍ୟାଳୟକୁ ତିନି ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ଆଜି ସମସ୍ତ ଶ୍ରେଣୀ କକ୍ଷକୁ ସାନିଟାଇଜେସନ୍ କରାଯାଇଛି । ସ୍ୱାସ୍ଥ୍ୟଗତ…
ମହିଳାଙ୍କୁ ପୋଲିସର ଥାର୍ଡ଼ ଡ଼ିଗ୍ରୀ ଅଭିଯୋଗ : ଏସପିଙ୍କୁ ଭେଟିଲେ ପୀଡ଼ିତା
ଗଞ୍ଜାମ: ବ୍ରହ୍ମପୁର ବଡ଼ବଜାର ଥାନାରେ ମହିଳାଙ୍କୁ ପୋଲିସର ଥାର୍ଡ଼ ଡ଼ିଗ୍ରୀ ନେଇ ଅଭିଯୋଗ ହୋଇଛି । ଘରୋଇ କଳି ମାମଲାରେ ଥାନାକୁ ଡାକି ମହିଳାଙ୍କୁ ପୋଲିସ ମାଡ଼ ମାରିବା ସହ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି । ଅତିରିକ୍ତ ଏସପିଙ୍କୁ ଭେଟି ପୀଡ଼ିତା ମହିଳା ଏ…
ବିଦ୍ୟୁତ ବିଭାଗର ଲୁଚକାଳି ଖେଳ; ଅସହ୍ୟ ହେଉଛି ଗରମ ଓ ଗୁଳୁଗୁଳି
ବାରିପଦା: ପ୍ରାୟତଃ ଗ୍ରୀଷ୍ମ ଋତୁ ଆସିଲେ ବିଜୁଳି ବିଭାଗର ଲୁଚକାଳି ଖେଳ ଆରମ୍ଭ ହୋଇଯାଇଥାଏ । ଆକାଶରେ ମେଘ ଉଠାଇଲେ ଅଥବା ସାମାନ୍ୟ ପବନ ହେଲେ ବିଜୁଳି କାଟ ଆରମ୍ଭ ହୁଏ । ପୁଣି କେତେବେଳେ ବିଦ୍ୟୁତ୍ ସରବାରାହ ଆସିବ ତାହା ବିଭାଗର ମର୍ଜି ଉପରେ ନିର୍ଭର କରିଥାଏ । ପୁଣି ତାପମାତ୍ରା ବୃଦ୍ଧି…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୯୩,୨୪୯ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୯୩,୨୪୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୫୧୩ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪,୮୫,୫୦୯ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…
ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟରେ କରୋନା : ୭୨ ଘଣ୍ଟା ପାଇଁ ବନ୍ଦ ରହିଲା ଶିକ୍ଷାନୁଷ୍ଠାନ
ବାରିପଦା: ବାରିପଦାରେ ପୁଣି କରୋନା ଲେଉଟାଣିର ଆଶଙ୍କା ପ୍ରକାଶ ପାଇଛି । ଏମପିସି ସ୍ବୟଂଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପକ କରୋନା ଆକ୍ରାନ୍ତ ହୋଇଛନ୍ତି । ପରୀକ୍ଷା ଚାଲିଥିବାବେଳେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନରୁ ଜଣେ ଅଧ୍ୟାପକ କରୋନା ପଜିଟିଭ୍ ଚିହ୍ନଟ ହେବାକୁ ନେଇ ଚିନ୍ତା ବଢ଼ିଛି ।…
ଜଳୁଛି ଶିମିଳିପାଳ : ଶିମିଳିପାଳ ସାଉଥରେ ୯ ଓ ନର୍ଥରେ ସର୍ବାଧିକ ୧୨ ସ୍ଥାନରେ ନିଆଁ ଜଳୁଛି
ବାରିପଦା, ୪ ଅପ୍ରେଲ (ହି.ସ.)- ଏବେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟ ଜଳୁଛି । ନୂଆ ନୂଆ ସ୍ଥାନକୁ ଏହି ନିଆଁ ବ୍ୟାପୁଥିବାର ଜଣାପଡ଼ିଛି । ଶିମିଳିପାଳ ସାଉଥ ୱାଇଲଡ଼ ଲାଇଫ ଅଧୀନରେ ଥିବା ଭଞ୍ଜବସା ୱାଇଲଡ଼ ଲାଇଫ ଅଂଚଳର ଗୁଣ୍ଡୁରିଆ, ଡ଼ୁକୁରା ୱାଇଲଡ଼ ଲାଇଫ ଅଂଚଳର ଚନ୍ଦନଚରୁରୀ-୨, ପିଠାବଟା ୱାଇଲଡ଼…
ସାନିଟାଇଜେସନ୍ ପାଇଁ ଆଜି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ
ପୁରୀ: ସାନିଟାଇଜେସନ୍ ପାଇଁ ପୁରୀ ଶ୍ରୀମନ୍ଦିରରେ ଆଜି ସାଧାରଣ ଦର୍ଶନ ବନ୍ଦ ରହିଛି । କେବଳ ଶ୍ରୀଜୀଉଙ୍କ ନୀତିକାନ୍ତି ଓ ପୂଜାର୍ଚ୍ଚନା ସେବାୟତଙ୍କ ଦ୍ୱାରା କରାଯାଉଛି । ଅଗ୍ନିଶମ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ଭିତର ଓ ବାହାର ସାନିଟାଇଜ୍ କରାଯାଉଛି । ସାଧାରଣ ଭକ୍ତଙ୍କ ନିମନ୍ତେ…
ରାଜ୍ୟରେ ଗୋଟିଏ ଦିନରେ ୪୭୧ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୧୭୭୨
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୭୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୨୬୯୫ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୩୭୬୩୫ ରୋଗୀ ସୁସ୍ଥ ହୋଇ…