Browsing Category

ରାଜ୍ୟ

ଘନେଇଲା ଭାରରସ୍ ଭୟ… : ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ

-ରାତି ୧୦ରୁ ସକାଳ ୫ଟା ଯାଏ କର୍ଫ୍ୟୁ -୫ରୁ ଅନ୍ୟାଦେଶ ଯାଏ ଲାଗୁ ହେବ -ସବୁ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ, ଅଫିସ୍ ବନ୍ଦ -ଜରୁରୀ କାର୍ଯ୍ୟ ଛାଡ଼ି ଯାତାୟାତ ଉପରେ ବି କଟକଣା -ଜରୁରିକାଳୀନ ସେବା ଓ କର୍ମଚାରୀ କଟକଣା ମୁକ୍ତ -ପେଟ୍ରୋଲ ପମ୍ପ, ସିଏନ୍‌ଜି ଷ୍ଟେସନ ଖୋଲା ରହିବ -ହୋମ୍…

ବିଧାନସଭାରେ ବାଚସ୍ପତିଙ୍କ ଉପରେ ଚପଲ ଫିଙ୍ଗିଲେ ବିରୋଧୀ ବିଧାୟକ

ଭୁବନେଶ୍ୱର, ୦୩ ଏପ୍ରିଲ - “ଖଣି ବ୍ୟବସାୟ ନିୟନ୍ତ୍ରଣ କରୁଛି ରାଜ୍ୟ ରାଜନୀତି “ବିଷୟ ଉପରେ କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ନୋଟିସ୍ କୁ ଆଲୋଚନା ପାଇଁ ବାଚସ୍ପତି ଅଗ୍ରାହ୍ୟ କରିଦେବାକୁ ନେଇ ଆଜି ବିଧାନସଭାରେ ଉଭୟ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ପ୍ରବଳ ହଟ୍ଟଗୋଳ…

ଓଡିଶାକୁ ଫେରିଲା ନାଇଟ୍ କର୍ଫ୍ୟୁ : ୧୦ ଜିଲ୍ଲାରେ ରାତି ୧୦ରୁ ସକାଳ ୫ ଯାଏଁ ଲାଗିବ କର୍ଫ୍ୟୁ

ଭୁବନେଶ୍ୱର: ଓଡ଼ିଶାକୁ ପୁଣି ଫେରିଛି ନାଇଟ୍ କର୍ଫ୍ୟୁ । କରୋନା ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ରାଜ୍ୟର ୧୦ଟି ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା,…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୮୯,୧୨୯ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୮୯,୧୨୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୭୧୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୨୩,୯୨,୨୬୦ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ବିଧାନସଭାରେ ପୁଣି ଉଠିଲା କୋଟିଆ ପ୍ରସଙ୍ଗ , କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ

ଭୁବନେଶ୍ୱର: କୋଟିଆ ଓ ରାଜ୍ୟର ଅନ୍ୟ ସୀମାବର୍ତୀ ଅଂଚଳରେ ପଡୋଶୀ ରାଜ୍ୟ ମାନଙ୍କରେ ଦିଆଯାଉଥିବା ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଅସହାୟତା ଠାରୁ କମ ଆର୍ଥିକ ସହାୟତା ପ୍ରଦାନ କରା ଯାଉଥିବାରୁ ଏହି ଅଂଚଳର ଲୋକ ମାନେ ପଡୋଶୀ ରାଜ୍ୟରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ତେଣୁ…

ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବରେ ଯୋଗ ଦେଲେ ଉପ ରାଷ୍ଟ୍ରପତି

-ଆମକୁ ତକ୍ଷଶୀଳା, ନାଳନ୍ଦା, ବିକ୍ରମଶୀଳା ଭଳି ପ୍ରାଚୀନ ଭାରତୀୟ ବିଶ୍ୱବିଦ୍ୟାଳୟରେ ମହାନ ଭାରତୀୟ ପରମ୍ପରାକୁ ପୁନଃସ୍ଥାପିତ କରିବାକୁ ପଡ଼ିବ - ଏମ ଭେଙ୍କେୟା ନାଇଡୁ -ସାଧବ ପୁଅ ମାନଙ୍କ ଠାରୁ ପ୍ରେରଣା ନେଇ ଉଦ୍ୟମିତା ଓ ନବସୃଜନର ଆଗ୍ରହ ସୃଷ୍ଟି କରିବାକୁ ଆହ୍ୱାନ ଭୁବନେଶ୍ୱର:…

ଚଳିତ ବର୍ଷ ରାଜ୍ୟ ରେ ୧୦୦୦ କିମି ରାସ୍ତା ଓ ତିରିଶ ଟି ସେତୁ ନିର୍ମାଣ କରାଯିବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟ ରେ ୧୦୦୦ କିମି ରାସ୍ତା ଓ ତିରିଶ ଟି ସେତୁ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି ଯେ ଖୁସିର କଥା, ଆଜି ଆସ୍କାରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁର ଉଦଘାଟନ କରାଗଲା । ବ୍ରିଟିଶ ସମୟର ଦୁଇଟି ପୁରୁଣା ସେତୁକୁ…

ଗଞ୍ଜାମ ଜିଲ୍ଲାର ଦୁଇ ବ୍ଲକ୍ ଓ ୪ ପଚାଂୟତକୁ ଜାତୀୟ ପଚାଂୟତ ପୁରସ୍କାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଗଞ୍ଜାମ ଜିଲ୍ଲାର ଦୁଇଟି ବ୍ଲକ୍ ଓ ୪ଟି ପଚାଂୟତକୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପଚାଂୟତ ପୁରସ୍କାର ପ୍ରଦାନ କରାଯାଇଛି । କରୋନା…

କନ୍ଧମାଳରେ କରୋନାର ଦ୍ୱିତୀୟ ଲହର : ଡ଼ାକପାଲର ସ୍କୁଲସାହି ଓ ମାଷ୍ଟରପଡ଼ାର ସଂକ୍ରମିତ ବ୍ୟକ୍ତିଙ୍କ ଘରକୁ ମାଇକ୍ରୋ…

କନ୍ଧମାଳ: କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରାଚଂଳର ଡ଼ାକପାଲ ସ୍କୁଲସାହି ୬ ଜଣ ଏବଂ ମାଷ୍ଟରପଡ଼ା ଅଂଚଳରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡ଼ାକପାଲର ସ୍କୁଲସାହି ଏବଂ ମାଷ୍ଟରପଡ଼ାର ସଂକ୍ରମିତ ବ୍ୟକ୍ତିଙ୍କ ଘରକୁ ମାଇକ୍ରୋ କଂଟେନମେଂଟ ଜୋନ୍ ଭାବେ ଘୋଷଣା…

ଗଞ୍ଜାମକୁ ସୁରଟ ଚିନ୍ତା

-ସୁରଟରେ ବିସ୍ଫୋରକ ସ୍ଥିତି: ଗଞ୍ଜାମରେ ବଢ଼ିଲା ଟେନ୍ସନ୍ -ପ୍ରବାସୀ ଓଡ଼ିଆଙ୍କ ଉପରେ ତୀକ୍ଷ୍ଣ ନଜର -ପଞ୍ଚାୟତ ଓ ଗାଁସ୍ତରରେ ତଥ୍ୟ ସଂଗ୍ରହ ଉପରେ ଜୋର ଭୁବନେଶ୍ୱର:ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମବାସୀ ଏବେ ଚିନ୍ତାରେ । ଗତବର୍ଷର ଭୟଙ୍କର ସ୍ଥିତିକୁ ଲୋକେ ମନେ ପକାଇ ଆତଙ୍କିତ…