Browsing Category

ରାଜ୍ୟ

ଜମି ରେ ପାଣି ମଡ଼ାଇବା ହେଲା କାଳ, ବିଦ୍ୟୁତ ସଂସ୍ପର୍ଶରେ ଆଖି ବୁଜିଲେ ଦୁଇ ସମୁଦି

ଧର୍ମଗଡ, :  ଚାଷଜମି ରେ ପାଣି ମଡାଉଥିବା ବେଳେ ଅଘଟଣ ଘଟି  ବିଦ୍ୟୁତ ସଂସ୍ପର୍ଶରେ ଆସି  ୨ ଚାଷୀଙ୍କ ମୃତ୍ୟୁ ହୋଇଛି । ସମ୍ପର୍କରେ ମୃତକ ଦୁଇଜଣ ସମୁଦି ହେବେ, ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ ପୋଡ଼ାଗୁଡା ପଞ୍ଚାୟତ ର ବଡ଼ ପୋଡ଼ାଗୁଡା ଗ୍ରାମ…

ଶ୍ରମିକ ଏକତା ଜିନ୍ଦାବାଦ

ସାରା ଭାରତ ବର୍ଷ ରେ ପାଖା ପାଖି 25,କୋଟି ଶ୍ରମିକ ଭାଇ ଭଉଣୀ ନିଜ ଅଧିକାର ପାଇଁ ଆନ୍ଦୋଳନ କରି ଥିବା ବେଳେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଖଣି ଅଞ୍ଚଳ ଲୋଇଡାପଦା ସ୍ଥିତ ଶ୍ରୀମେଟାଲିକ୍ସ ପ୍ଲାଣ୍ଟ ର ମଜଦୁର ସଭା ଟାଇଫରୁ ଶାନ୍ତି ପୂର୍ଣ୍ଣ ଆନ୍ଦୋଳନ ସମାପ୍ତ ହୋଇ ଅଛି ଏଥିରେ ହିନ୍ଦ ମଜଦୁର ସଭା…

ପଞ୍ଚୁଭୁତି ଫୋରେଷ୍ଟ ଅଞ୍ଚଳ ପଡିଆ ଜମିରୁ ଏକ ହରିଣର ଶକ୍ତ ଆଘାତ ମୁତ୍ଯୁଦେହ ଜବତ

ଜଗନ୍ନାଥ ପ୍ରସାଦ -: ୦୯/୦୭ ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ଅଧିନସ୍ତ ପଞ୍ଚୁଭୁତି ନିକଟ ବର୍ତ୍ତୀ ଚଢ଼ୀଆ ପଲ୍ଲୀ ନିକଟବର୍ତ୍ତୀ ଯାତ୍ରା କୁମୁଟି ଗ୍ରାମ ନିକଟରେ ବାରାହ ମାରିବାକୁ ପଡ଼ିଥିବା ବିଦୂତ ଫାସରେ ପଡି ଏକ ହରିଣ ମରିଥିବା ଦେଖିବାକୁ ମିଳିଛି ହରିଣ ବହୁତ କଷ୍ଟରେ ଛଟ ପଟ ହୋଇ ନିଜର…

ସର୍ବଭାରତୀୟ ଧର୍ମଘଟ, ବ୍ରହ୍ମପୁର ରେଲୱେ ଷ୍ଟେସନରେ ବିଭିନ୍ନ ସଂଗଠନ ପକ୍ଷରୁ ବନ୍ଦ ପାଳନ,

ବ୍ରହ୍ମପୁର : ଟ୍ରେଡ ୟୂନିଅନ ସେଣ୍ଟର ଅଫ୍ ଇଣ୍ଡିଆ ସହ ସହବନ୍ଧିତ ଓଡିଶା ମନରେଗା ଶ୍ରମିକ ୟୁନିଅନ ଓ ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିଅନ, ସଂଗ୍ରାମୀ ଶ୍ରମିକ ୟୁନିଅନ ନେତୃତ୍ବରେ ଶହଶହ ଶ୍ରମିକମାନେ ଆଜି ରାଜରାସ୍ତାକୁ ଓହ୍ଲାଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ, କୃଷକ ଓ ସମସ୍ତ…

ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା । ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ

ଛତ୍ରପୁର : ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା । ପୁଷା ମୁଣ୍ଡାଙ୍କ ସରକାରୀ ଗାଡ଼ିରୁ ନଗଦ ୩ ଲକ୍ଷ ଜବତ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ । ବୁଧବାର ପୂର୍ବହ୍ନ ୧୧ ଘଣ୍ଟା ସମୟରେ ଛତ୍ରପୁର ବ୍ୟାଙ୍କ୍ କଲୋନୀ ଘରରୁ ଅଫିସ ଯାଉଥିବା ସମୟରେ…

ବିଦ୍ୟୁତ୍ ସଂସ୍ପର୍ଶରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଭିଟାମାଟି କୁ ଫେରୁଛି ଶବ

ଧର୍ମଗଡ : ବିଦ୍ୟୁତ ସଂସ୍ପର୍ଶରେ ଆସି ପେଟ ପାଇଁ ଦାନା ଯୋଗାଡ଼ କରିବା ପାଇଁ ଅନ୍ୟ ରାଜ୍ୟ କୁ ଯାଇଥିବା ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦ ବାହାଦୂର ପାଳି ଠାରେ ଦୁଃଖଦ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ପଞ୍ଚାୟତ କୁମୁଡ଼ାମୁଣ୍ଡା ଗ୍ରାମର…

ସହମତି ପ୍ରକାଶ କଲେ ନିଗମର ସମସ୍ତ କର୍ପୋରେଟର

ଆଜି ମହାନଗର ନିଗମର ଏକ ସ୍ବତନ୍ତ୍ର ବୈଠକ ନିଗମ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଥିଲା। ଏହି ଅବସରରେ ପୂର୍ଣ୍ଣାଙ୍ଗ ମହାନଗର ପାଇଁ 2008 ରେଜ ଲ୍ୟୁସନ୍ ଅନୁସାରେ କୁକୁଦାଖଣ୍ଡି ବ୍ଲକ ଓ ରଙ୍ଗେଇଲୁଣ୍ଡା ବ୍ଲକ ର 13 ଗ୍ରାମ ସାମିଲ ନେଇ ପ୍ରସ୍ତାବ ଥିଲା। ଏହି ପ୍ରସ୍ତାବ ଅନୁସାରେ 4ଗ୍ରାମ…

ବିଗବସ୍ ୧୯ରେ ସଲମାନଙ୍କୁ ମିଶାଇ ୪ ହୋଷ୍ଟ

ମୁମ୍ବାଇ, : ଲୋକପ୍ରିୟ ରିୟଲିଟି ଶୋ' ବିଗବସର ୧୯ତମ ସିଜନକୁ ନେଇ ସୋମବାର ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ, ଅଗଷ୍ଟ ଶେଷ ସପ୍ତାହରେ "ବିଗବସ୍ ୧୯' ଆରମ୍ଭ ହେବ, ଯାହା ୫ ମାସ ପର୍ଯ୍ୟନ୍ତ ·ଲିବ । ଏହା ସବୁଠାରୁ ଲମ୍ବା ଅବଧିର ବିଗ୍ବସ୍ ସିଜନ୍ ହେବ ବୋଲି…

ଏକକାଳୀନ ତିନି ସନ୍ତାନ ପ୍ରସବ କଲେ କୁଟିଆ ଜନଜାତି ମହିଳା

ଫୁଲବାଣୀ, : କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକର କୁଟିଆକନ୍ଧ ଅଂଚଳ ଭାବେ ପରିଚିତ ବେଲଘର ପଂ·ୟତ । ସେହି ପଂ·ୟତର ଜଣେ କୁଟିଆ ମହିଳା ବେଲଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାଭାବିକ ଭାବରେ ଏକକାଳୀନ ତିନିଟି ସନ୍ତାନ ପ୍ରସବ କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ସେ…

ଭାରତର କୃଷି ଅର୍ଥନୀତିକୁ ନୂତନ ଦିଗ ଓ ଗତି ପ୍ରଦାନ କରିବ : ଧର୍ମେନ୍ଦ୍ର ପ୍ରଧାନ

ମିରଟ,: ବିଶ୍ୱ ଖାଦ୍ୟ ସଙ୍କଟ ଏବଂ ଜଳବାୟୁ ପରିବର୍ତ୍ତନର ଚ୍ୟାଲେଞ୍ଜ ମଧ୍ୟରେ ରାସାୟନିକ ମୁକ୍ତ, ଜୈବିକ କୃଷି ଆପଣାଇବା ଏବଂ ପ୍ରଯୁକ୍ତିବିଦ୍ୟାକୁ ଖେତରୁ ବଜାର ପର୍ଯ୍ୟନ୍ତ ପହଞ୍ଚାଇବା ଆଜିର ସମୟର ଆବଶ୍ୟକତା । ମିରଟରେ ଆଇଆଇଟି ରୋପାର୍ ଦ୍ୱାରା ପରିଚାଳିତ ଏଗ୍ରିଟେକ୍ ଇନୋଭେସନ୍ ହବ୍…