Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆଜି ମଧ୍ୟ ରାତ୍ରରେ ମା ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଂଟି ସ୍ଥାପନ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଆଜି ମଧ୍ୟ ରାତ୍ରରେ ଶୁଭ ଖୁଂଟି ସ୍ଥାପନ ହେବ । ଏନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ୭ ଦିନ ଯାତ୍ରା ପାଇଁ ଅନୁମତି ମିଳିଛି । କୋଭିଡ଼୍ କଟକଣାକୁ ଅନୁପାଳନ କରି…
ନକଲି ମଦ କାରବାର ମାମଲା : ହୋମିଓପ୍ୟାଥି ଡ଼ାକ୍ତର ଗିରଫ
ଗଞ୍ଜାମ: ନକଲି ମଦ କାରବାର ମାମଲାରେ ଜଣେ ହୋମିଓପ୍ୟାଥି ଡ଼ାକ୍ତରଙ୍କୁ ପୋଲିସ ଗିରଫ କରିଛି । ଗତ ଜାନୁଆରୀ ୭ ତାରିଖରେ ବୈଦ୍ୟନାଥପୁର ଥାନା ଅଂଚଳରେ ଚଢ଼ଉ କରାଯାଇ ବିପୁଳ ପରିମାଣର ନକଲି ମଦ ଜବତ ହୋଇଥିଲା । ତେବେ ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଡ଼ାକ୍ତର ହରିଶ୍ଚନ୍ଦ୍ର ସାହୁ ଫେରାର୍…
ଶ୍ରୀଜୀଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି : କୌଳିକ ପଣ୍ଡାଙ୍କ ରେଜିଷ୍ଟରରେ ବାପା ଜେଜେବାପାଙ୍କ ଦସ୍ତଖତ ଦେଖି ଭାବ…
ପୁରୀ: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଫେରିଛନ୍ତି । ତାଙ୍କ ସହ ତାଙ୍କ ପରିବାର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ଗଣେଶୀ ଲାଲ ପ୍ରମୁଖ ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରିଥିଲେ । ପୂର୍ବାହ୍ନ ୯ଟା…
କୋଣାର୍କର କଳା ଭାସ୍କର୍ଯ୍ୟରେ ବିମୋହିତ ହେଲେ ରାଷ୍ଟ୍ରପତି
ପୁରୀ: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର ଦର୍ଶନ କରିବା ପରେ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟର ଯୋଗେ କୋଣାର୍କରେ ପହଂଚି ମନ୍ଦିରର କାରୁକାର୍ଯ୍ୟ ବୁଲି ଦେଖିବା ସହ ଉତ୍କଳୀୟ କଳା ଭାସ୍କର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । କୋଣାର୍କ ମନ୍ଦିରର…
ବିଧାନସଭାରେ ମାହାଙ୍ଗା ତାତି
ଭୁୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଇନ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗରେ ତାଙ୍କର ଇସ୍ତଫା ଦାବି କରି ବିଜେପି ବିଧାୟକ ମାନଙ୍କ ପକ୍ଷରୁ ଆଜି ବିଧାନସଭାରେ ହଟ୍ଟଗୋଳ ସୃଷ୍ଟି କରା ଯାଇଛି । ଅନ୍ୟ ପକ୍ଷରେ କଂଗ୍ରେସ ଦଳର ସଦସ୍ୟ ମାନେ ସଂପୃକ୍ତ ଆଇନ ମନ୍ତ୍ରୀଙ୍କ ବିରୁଦ୍ଧରେ ଏ ଯାଏ…
୪୫ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏକ୍ସଆଇଏମବି ହେଲା ସିଲ
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଜାଭିଅର୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟରେ ଅଧିକ ସଂଖ୍ୟାରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଏହି ଶିକ୍ଷାନୁଷ୍ଠାନକୁ ବିଏମସି ସିଲ୍ କରିଥିବା ଜଣାଯାଇଛି । ଏହି ଶିକ୍ଷାନୁଷ୍ଠାନ ଭିତରକୁ କେବଳ ବିଏମସି କର୍ମଚାରୀମାନଙ୍କୁ ପ୍ରବେଶ ଲାଗି ଅନୁମତି…
ମୋ ସ୍କୁଲ ପରେ ମୋ କଲେଜ: ଯୋଡ଼ିହେବେ ପୁରାତନ ଛାତ୍ରଛାତ୍ରୀ
ଭୁବନେଶ୍ୱର: "ମୋ କଲେଜ' ଅଭିଯାନର ଶୁଭାରମ୍ଭ କରିବା ସହ ପୋର୍ଟାଲ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ "ମୋ କଲେଜ' ଅଭିଯାନର ଶୁଭାରମ୍ଭ କରିଛନ୍ତି ।"ମୋ କଲେଜ' ଅଭିଯାନରେ ରାଜ୍ୟର ସମସ୍ତ କଲେଜ ସହ ବିଶ୍ୱବିଦ୍ୟାଳୟ ସାମିଲ୍…
ଶିକ୍ଷା-ସ୍ୱାସ୍ଥ୍ୟ ସୁଶାସନର ଦୁଇ ସ୍ତମ୍ଭ
ରାଉରକେଲା: ଶିକ୍ଷା ଓ ସ୍ୱାସ୍ଥ୍ୟ ସୁଶାସନର ଦୁଇଟି ଗୁରୁତ୍ୱୂର୍ଣ ସ୍ତମ୍ଭ । ଦୁଇଟି ସ୍ତମ୍ଭ ଆଧାରରେ ସୁଶାସନ ପ୍ରତିଷ୍ଠିତ ହୋଇଥାଏ ବୋଲି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ବହୁ ପ୍ରତୀକ୍ଷିତ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ସୁର ସ୍ପେଶିଆଲିଟି ହସ୍ପିଟାଲ ଲୋକାର୍ପଣ…
ଆଜି ‘ଜଳ ଶକ୍ତି ଅଭିଯାନ : କ୍ୟାଚ୍ ଦ ରେନ୍’ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
-କେନ୍ ବେତୱା ଲିଙ୍କ ପ୍ରକଳ୍ପ ଲାଗି ଐତିହାସିକ ବୁଝାମଣା ପତ୍ର ହେବ ସ୍ୱାକ୍ଷରିତ
-ଜଳ ସଂରକ୍ଷଣ ପାଇଁ ‘ଜଳ ଶପଥ’ ଗ୍ରହଣ କରିବେ ଗ୍ରାମସଭା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଜଳ ଦିବସ ଆଜି ମଧ୍ୟାହ୍ନ ସାଢ଼େ 12ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ‘ଜଳ…
ଆଜିଠୁ ଆୟୁଷ ଡ଼ାକ୍ତରମାନଙ୍କ ଧାରଣା
ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ଓଡ଼ିଶାରେ ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡ଼ାକ୍ତରମାନେ ଆସନ୍ତାକାଲି ଠାରୁ ଭୁବନେଶ୍ୱର ଲୋୟର ପିଏମ୍ଜିରେ ଧାରଣା ଦେବେ । ବାରମ୍ବାର ସ୍ଥାୟୀ ଚାକିରୀ ପାଇଁ ସରକାରଙ୍କ ପାଖରେ ଦାବି ହେବା…