Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜଳୁଛି ଚନ୍ଦକା ଜଙ୍ଗଲ, ଲୋକେ ଭୟଭୀତ
ଭୁବନେଶ୍ୱର: ଜଳୁଛି ଜଙ୍ଗଲ, ନିଆଁ ଓ ଧୂଆଁରେ ରୁନ୍ଧି ହେଉଛି ପୂରା ଅଞ୍ଚଳ । ବାଙ୍କୀ ଡମପଡାବ୍ଲକ୍ ଚାରିଘରିଆ ନିକଟରେ ଥିବା ଚନ୍ଦକା ଜଙ୍ଗଲରେ ନିଆଁ ଲାଗିଛି । ନିଆଁ ଜଙ୍ଗଲକୁ ଗ୍ରାସ କରି ଆଗକୁ ଆଗକୁ ମାଡି ଚାଲିଛି । ଚନ୍ଦକା ଜଙ୍ଗଲର ଚାରିଘରିଆ, କଇଁମୁଣ୍ଡି ଅଞ୍ଚଳରେ ଲାଗିଥିବା ନିଆଁ, ଦିନ…
ଏପ୍ରିଲ୍ ୧୭ରେ ପିପିଲି ଉପନିର୍ବାଚନ: ମାର୍ଚ୍ଚ ୨୩ରେ ନିର୍ବାଚନ ପାଇଁ ବିଜ୍ଞପ୍ତି, ୩୦ ସୁଦ୍ଧା ନାମାଙ୍କନ ଦାଖଲ
ପିପିଲି: କଳ୍ପନା ଜଳ୍ପନାର ଅବସାନ ଘଟିଲା । ପିପିଲି ବିଧାନସଭାର ଉପ ନିର୍ବାଚନ ପାଇଁ ବାଜିଲା ନିର୍ବାଚନୀ ବିଗୁଲ । ଏପ୍ରିଲ ୧୭ରେ ହେବ ବହୁ ଚର୍ଚ୍ଚିତ ପିପିଲି ବିଧାନସଭା ଉପନିର୍ବାଚନ । ମଇ ୨ରେ ଭୋଟ୍ ଗଣତି ସହ ପ୍ରକାଶ ପାଇବ ଫଳାଫଳ । ଏନେଇ ମଙ୍ଗଳବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ତାରିଖ…
ହଟୁନି ଅଚଳାବସ୍ଥା
ଭୁବନେଶ୍ୱର: ମଣ୍ଡିରେ ପଡିଥିବା ଚାଷୀଙ୍କ ଧାନକିଣା ନଯିବା ଏବଂ ଗୃହ ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ପାଇଁ ବିଜେପି ବିଧାୟକ କ୍ଷମା ମାଗିବା ପ୍ରସଙ୍ଗକୁ ନେଇ ମଙ୍ଗଳବାର ମଧ୍ୟ ଉଭୟ ଶାସକ ଓ ବିରୋଧୀ ଦଳ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି କରିଥିଲେ । ଫଳରେ ପ୍ରଶ୍ନୋତ୍ତର, ଶୂନ୍ୟକାଳ ଓ…
ଏପ୍ରିଲ୍ ୧୭ରେ ପିପିଲି ଉପନିର୍ବାଚନ
ଭୁବନେଶ୍ୱର: ଆସନ୍ତା ଏପ୍ରିଲ ୧୭ ତାରିଖରେ ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ମଇ ୨ ତାରିଖରେ ଭୋଟ୍ ଗଣତି ପରେ ରେଜଲ୍ଟ ପ୍ରକାଶ ପାଇବ । ମାର୍ଚ୍ଚ ୨୩ ତାରିଖରେ ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିପରି ମାର୍ଚ୍ଚ ୩୦ ତାରିଖ ନାମାଙ୍କନ ଦାଖଲର…
କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟିଲେ ବିଜେପି ସାଂସଦ
-ବିକ୍ରି ହୋଇନଥିବା ସମସ୍ତ ଧାନକୁ ତୁରନ୍ତ କିଣିବା ପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ - ବିଜେପି
- ସମସ୍ୟାର ସମାଧାନ ପାଇଁ ପିୟୂଷ ଗୋଏଲଙ୍କ ପ୍ରତିଶ୍ରୁତି
ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସାଂସଦର ଏକ…
ଓଡିଶା ଗସ୍ତ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୨୧ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଓଡ଼ିଶା ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଦିନ ରାଷ୍ଟ୍ରପତିଙ୍କୁ ସହ ରାଷ୍ଟ୍ରପତି ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ସାକ୍ଷାତ…
ଥମୁନି ମଣ୍ଡି ତାତି: ବିଧାନସଭାରେ ଅଚଳାବସ୍ଥା ଜାରି
ଭୁବନେଶ୍ୱର: ଉଭୟ ଶାସକ ଓ ବିରୋଧୀ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁଁ ସୋମବାର ଦିନ ତମାମ ଗୃହ ଅଚଳ ରହିଥିଲା । ଅଚଳାବସ୍ଥା ଦୂର ପାଇଁ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ । ହଟ୍ଟଗୋଳ ସମୟରେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହେବା, କଂଗ୍ରେସ ବିଧାୟକ ତାରା…
ବିଏମ୍ସି ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନିଷ୍ପତ୍ତି ସ୍ଥଗିତ
ଭୁବନେଶ୍ୱର:ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ଉପରେ ରୋକ ଲଗାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ଟ୍ଟନାୟକ । ବିଏମ୍ସି ପକ୍ଷରୁ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ନେଇ ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଏମ୍ସିର ଏଭଳି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ…
ସାବାଡ଼ ହେବେ ଲୁଟେରା: ଜାରି ହେଲା ହ୍ୱାଟ୍ସଆପ୍ ନମ୍ବର
ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ଘଟୁଥିବା ଛିନ୍ତାଇ ମାମଲାକୁ ରୋକିବାକୁ କମିଶନେରେଟ୍ ପୋଲିସ ନେଇଛି ପଦକ୍ଷେପ । ଯଦି ରାସ୍ତାରେ ଅପରାଧ ହେଉଛି ତେବେ ୭୦୭୭୭-୯୮୧୧୧ ନମ୍ବରରେ ହ୍ୱାଟ୍ସଆପ୍ କରି କରି ଅଭିଯୋଗ କରିପାରିବେ । ରାସ୍ତାରେ ଯଦି ଅପରାଧ ଦେଖିଲେ କିମ୍ବା କୌଣସି ଅଘଟଣ ଘଟିଲେ ଏହି…
ଚନ୍ଦକା-ଡ଼ମପଡା ଅଭୟାରଣ୍ୟ ନିକଟ ଜଙ୍ଗଲରେ ନିଆଁ
ବାଙ୍କୀ: ଚନ୍ଦକା-ଡ଼ମପଡା ଅଭୟାରଣ୍ୟ ନିକଟ ଜଙ୍ଗଲରେ ନିଆଁ ଲାଗିଛି । ଦେଉଳିଆ ବାଘରାଖୋଲ ଜଙ୍ଗଲରେ ନିଆଁ ଜଳୁଛି । ଗଛ ଗୁଡିକ ମଧ୍ୟ ନିଆଁର କବଳରେ ଆସି ହୁତୁ ହୁତୁ ହୋଇ ଜଳି ଉଠିଛି । ତେବେ ନିଆଁ ତୁରନ୍ତ ଆୟତ ନହେଲେ ଏହା ଅଭୟାରଣ୍ୟକୁ ବ୍ୟାପୀବାର ଆଶଙ୍କା ପ୍ରକାଶ ପାଇଛି । ଅଦ୍ୟାବଧି ଅଗ୍ନିଶମ…