Browsing Category

ରାଜ୍ୟ

ପିଏମ୍‌-ସିଏମ୍‌ ଆଲୋଚନା : ଆଉ ଲକ୍‌ଡାଉନ୍ ସ୍ଥିତିକୁ ଫେରିବାନି

ଭୁବନେଶ୍ୱର: ସାରା ଦେଶରେ ଏବେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କରୋନାକୁ ନେଇ ଏବେ ସବୁଠି ପୁଣି ଚର୍ଚ୍ଚା ଆରମ୍ଭ ହେଲାଣି । ମହାରାଷ୍ଟ୍ର, ମଧ୍ୟପ୍ରଦେଶ ରାଜ୍ୟ ସମେତ ଦେଶର ପ୍ରାୟ ୭୦ ଜିଲ୍ଲାରେ କରୋନା ସଂକ୍ରମଣ ହାର ୧୫୦ ପ୍ରତିଶତ ହାରରେ ବୃଦ୍ଧି ପାଉଛି । ତେବେ ଦେଶରେ ଏଭଳି ସ୍ଥିତି…

ସେବାୟତଙ୍କୁ କୋଭିଡ୍ ଟୀକା

ପୁରୀ: ଆଜି ପୂର୍ବାହ୍ନ ୧୦ଟା ସମୟରେ ଶ୍ରୀମନ୍ଦିର ସେବାୟତ ମାନଙ୍କୁ କୋଭିଡ୍ ଟିକା ପ୍ରଦାନ ନିମନ୍ତେ ଏକ ସ୍ୱତନ୍ତ୍ର ଶିବିର ଆରମ୍ଭ ହୋଇଛି । ପ୍ରତିହାରୀ ନିଯୋଗ, ବୈଠକ ଘର, ଲୋକନାଥ ରୋଡ ଠାରେ ଟୀକା ଦେବା ଆରମ୍ଭ ହୋଇଛି । ଏହି ଟିକାକରଣ କାର୍ଯ୍ୟକ୍ରମ ଦିବା ୧୦ ଘଣ୍ଟାରୁ ଅପରାହ୍ନ ୫ ଟା…

ଶିଶିର କୁମାର ରଥ ହେଲେ ନୂଆ ପିସିସିଏଫ୍‌

ଭୁବନେଶ୍ୱର:ଆଇଏଫଏସ ଅଧିକାରୀ ଶିଶିର କୁମାର ରଥ ହେଲେ ନୂଆ ପିସିସିଏଫ । ୧୯୮୭ ବ୍ୟାଚ୍ ର ଏହି ଆଇଏଫଏସ୍ ଅଧିକାରୀଙ୍କୁ ଓଡିଶାର ପ୍ରିନସିପାଲ ଚିଫ୍ କନଜରଭେଟର ଅଫ୍ ଫରେଷ୍ଟସ୍ (ପିସିସିଏଫ୍‌) ଏବଂ ରାଜ୍ୟ ଫରେଷ୍ଟ ଫୋର୍ସର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ଏସମ୍ପର୍କରେ ବୁଧବାର ଦିନ ସାଧାରଣ…

ମଣ୍ଡିରେ ଧାନ ସଂଗ୍ରହରେ ଅନିୟମିତତା : ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ କଲେ ଚାଷୀ

ଭଦ୍ରକ: ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଗେଲଟୁଆ ପଚାଂୟତରେ ସରକାରଙ୍କ ତରଫରୁ ଚଳିତ ଖରିଫ ଧାନ ସଂଗ୍ରହରେ ଅନିୟମିତତାର ପ୍ରତିବାଦରେ ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘର ନେତୃତ୍ୱରେ ଶତାଧିକ ଚାଷୀ ଆଜି ଟ୍ରାକ୍ଟର ଗୁଡିକରେ ନିଜ ନିଜ ଧାନକୁ ରଖି ୧୬ ନଂ ଜାତୀୟ ରାଜପଥର ବନ୍ତ ଛକରେ ପ୍ରାୟ ୪୫ ମିନିଟ୍…

ବ୍ୟାଙ୍କ ଠିକା କର୍ମଚାରୀଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ : ବ୍ୟାଙ୍କରୁ ଟଙ୍କା ଉଠାଇ ଏଟିଏମରେ ଭରିବାକୁ…

ସୁବର୍ଣ୍ଣପୁର: ବ୍ୟାଙ୍କର ଠିକା କର୍ମଚାରୀଙ୍କ ଠାରୁ ୨୧ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି । ବ୍ୟାଙ୍କରୁ ଟଙ୍କା ଉଠାଇ ଏଟିଏମ୍ ରେ ଭରିବାକୁ ନେଇ ଯାଉଥିବା ବେଳେ ବାଘଲପୁର ଛକ ନିକଟରେ ଲୁଟ୍ ହୋଇଛି । ୬ ଜଣ ଲୁଟେରା ତିନୋଟି ବାଇକ୍ ଯୋଗେ ଆସି ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇବା ସହ ଟଙ୍କା…

କୋଭିଡ କଟକଣାରେ ହେବ ପିପିଲି ଉପନିର୍ବାଚନ

ଭୁବନେଶ୍ୱର: କୋଭିଡ କଟକଣା ମଧ୍ୟରେ ପିପିଲି ଉପନିର୍ବାଚନ ହେବ । ମତଦାନ ବେଳେ ସମସ୍ତେ ମାସ୍କ ପିନ୍ଧିବେ । ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେଇପାରିବେ । ଦିବ୍ୟାଙ୍ଗ ଓ କରୋନା ଆକ୍ରାନ୍ତ ମଧ୍ୟ ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେଇପାରିବେ । ଗୋଟିଏ ବୁଥରେ…

ସମୀକରଣ ପ୍ରକ୍ରିୟାରେ ଖାଲି ଥିବା ଶିକ୍ଷକ ପଦବୀ ଗୁଡିକ ପୂରଣ କରାଯିବ

ଭୁବନେଶ୍ୱର: ଯେଉଁ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଭାବ ରହିଛନ୍ତି ସମୀକରଣ ପ୍ରକ୍ରିୟା ମାଧ୍ୟମରେ ସେସବୁ ବିଦ୍ୟାଳୟ ଗୁଡିକରେ ଖାଲି ଥିବା ଶିକ୍ଷକ ପଦବୀ ଗୁଡିକ ପୂରଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ପ୍ରକାଶ କରିଛନ୍ତି । ବିଧାୟକ ସୁରେଶ…

ପଂଚମ ଦିନରେ ବି ଗୃହ ଅଚଳ , ଅପରାହ୍ନ ୪ ଟା ଯାଏଁ ମୁଲତବୀ

ଭୁବନେଶ୍ୱର: ଧାନ ମଣ୍ଡି ସମସ୍ୟା ଓ ବିଜେପି ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବିରେ ଉଭୟ ବିରୋଧୀ ଓ ଶାସକ ଦଳର ହଟ୍ଟଗୋଳ ପାଇଁ ଆଜି ଗୃହର ପ୍ରଥମାର୍ଦ୍ଧ ବୈଠକରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଫଳରେ କ୍ରମାଗତ ଭାବେ ପଂଚମ ଦିନରେ ପ୍ରଶ୍ନୋତର ଓ ଶୂନ୍ୟକାଳ କାର୍ଯ୍ୟକ୍ରମ ହୋଇପାରିନଥିଲା । ଏହା…

ଭାରତ ଆସିବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ୍ ମାସ ଶେଷ ବେଳକୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଭାରତ ଗସ୍ତରେ ଆସିବେ । ୟୁରୋପିଆନ ୟୁନିୟନ୍ରୁ ଅଲଗା ହେବା ପରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କର ଏହା ସବୁଠୁ ବଡ଼ ଆନ୍ତର୍ଜାତିକ ଗସ୍ତ ବୋଲି ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ବୋରିସ୍ଙ୍କ ଏହି…

ପିଏମ୍ଓ ଛାଡ଼ିଲେ ସିହ୍ନା : ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ପଦରୁ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ତାଙ୍କର ଜଣେ ଅତି ଘନିଷ୍ଠ ଏବଂ ପାୱାରଫୁଲ ଅଧିକାରୀ ଇସ୍ତଫା ଦେଇଛନ୍ତି । ୨୦୧୯ରେ ନୃପେନ୍ଦ୍ର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଥିଲେ। ଏବେ ପି.କେ.ସିହ୍ନା ପ୍ରଧାନମନ୍ତ୍ରୀଙ୍କ…